ଦେଖନ୍ତୁ ଭିଡ଼ିଓ : ବାହାଘର pare ପ୍ରଥମ ଥର Live ଆସି ସବୁ ଗୁମର ଖୋଲିଲେ ସୋମାଲିନ, ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ଧାରାବାହିକ ଜଗତର ଜଣେ ସୁନ୍ଦରୀ ଚୁଲବୁଲି ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡ଼ା ଯିଏକି ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ ତାଙ୍କର ବିବାହ ବେଶ୍ ଧୁମ ଧାମର ସହିତ ହୋଇଛି ଯାହାକୁ ଆପଣ ଦେଖିବାକୁ ପାଇଥିବେ। ତେବେ ବିବାହ ପୁର୍ବରୁ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଭିଡିଓ ସବୁ ଦେଖିବାକୁ ମିଳିଥିଲା। କେତେ ଖୁସିର ସହିତ ସେ ସମସ୍ତ ବିବାହ ପୂର୍ବର କାର୍ଯ୍ୟକ୍ରମ କୁ ପାଳନ କରିବାର ଦେଖିବାକୁ ମିଳିଥିଲା। ତେବେ ଅଭିନେତ୍ରୀ ଙ୍କ ଏହି ବାହାଘର ରେ ସମସ୍ତେ ବହୁତ୍ ଖୁସି ଥିବା ବେଳେ ବଡ ଭଉଣୀ ଜାଙ୍କଲୀନ ମଧ୍ଯ ବହୁତ୍ ଖୁସି ଥିଲେ।

ବହୁତ୍ ଖୁସି ଆନନ୍ଦର ସହିତ ପାଳିତ ହୋଇଥିବା ଏହି ବିବାହ ପରେ ଅଭିନେତ୍ରୀ ସୋମାଲିନ ପରିଡ଼ା ଶଶୁର ଘରେ ବହୁତ୍ ଖୁସିରେ ରହିଛନ୍ତି।କାରଣ ତାଙ୍କର ବିବାହ ସରିବା ପରେ ସେ ତାଙ୍କ ଶଶୁର ଘରେ ବହୁତ୍ ଖୁସିରେ ରହି ଥିବାର ଦେଖିବାକୁ ମିଳିଛି। ତେବେ ବିବାହ ପରେ ସେ ତାଙ୍କ ଶଶୁର ଘରେ କିପରି ଭାବରେ ଖୁସି ମଜାର ସହ ରହିଛନ୍ତି ତାର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି।ତାଙ୍କ ସ୍ଵାମୀ ତାଙ୍କ ସହ କିପରି ଲାଗୁଛନ୍ତି, ମଜା ମସ୍ତି କରିଛନ୍ତି ତାର ଏକ ଝଲକ୍ ଏଠାରେ ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା। ସେମାନଙ୍କର ଦୁଇ ଜଣଙ୍କର ଯୋଡି ବହୁତ୍ ସୁନ୍ଦର୍ ଲାଗୁଛି।

ଏହି ଭିଡ଼ିଓରେ ଅଭିନେତ୍ରୀ ସୋମାଲିନ ଆଇନା ଆଗରେ ବସି ସଜେଇ ହେଉଥିବା ବେଳେ ତାଙ୍କ ସ୍ଵାମୀ ପଛରେ ଛିଡ଼ା ହୋଇ ତାଙ୍କ ସହ ଲାଗୁଥିଲେ ଏବଂ ମଜା କରୁଥିଲେ। ନିକଟରେ ଏହି ଭିଡିଓ ସୋମାଲିନ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ମାନଙ୍କୁ ଦେଖାଇଥିବା ବେଳେ ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି।ତେବେ ଏଠାରେ ଯାହା ଦେଖିବାକୁ ମିଳିଛି ସେ ସୁନ୍ଦର୍ ଭାବରେ ନିଜକୁ ସଜାଇ ହୋଇ ମଜା କରୁ ଥିବାର ଏଠାରେ ଦେଖିବାକୁ ମିଳିଛି। ଏମିତିରେ ତ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ମନୋଲୋଭା ହସ ବେଶ୍ ଆକର୍ଷଣୀୟ ଅଟେ।ସେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ସେହିଭଳି ଏବେ ଦେଖିବାକୁ ମିଳିଥିବା ଏହି ଲାଇଭ ଭିଡିଓ ରେ ସୋମାଲିନ ଏବଂ ତାଙ୍କର ସ୍ବାମୀ ତାଙ୍କର ବିବାହ ବିଷୟରେ କହିଛନ୍ତି।

ସମ୍ପୂର୍ଣ୍ଣ ଭାବରେ ତାଙ୍କର ଏରେଞ୍ଜ ମେରେଜ୍ ହୋଇଛି ବୋଲି ସେମାନେ କହିଛନ୍ତି। ଉଭୟ ପରିବାରର ଲୋକେ କଥା ହୋଇ ଏହି ବାହାଘର ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଆମେ ଦେଖାହେଲୁ, କଥା ହେଲୁ ଏବଂ ସବୁକିଛି ଭଲ ଲାଗିବା ପରେ ଆମେ ମଧ୍ଯ ପରସ୍ପରକୁ ବିବାହ କରି ଜୀବନସାଥି ହେବା ପାଇଁ ନିଷ୍ପତ୍ତି ନେଲୁ ବୋଲି ସେମାନେ ଏହି ଲାଇଭ ଭିଡିଓ ରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment