ଦେଖନ୍ତୁ EXCLUSIVE :ଭିଡିଓ ନବଙ୍କ ଘରେ ଝଗଡା ବିଜେଡି ଟିକେଟକୁ ନେଇ,କିଏ ପାଇବ ଟିକେଟ ନବଙ୍କ ଝିଅ ନା ପୁଅ | ଦେଖନ୍ତୁ ଏହାର Live ଭିଡ଼ିଓ…

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ନେଇକି ଆମେ ମଧ୍ୟ ଚିନ୍ତାରେ ପଡ଼ି ଯାଇଥାଉ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ରାଜ ଗାଦି କୁ ନେଇକି ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଇଛି କି ନବ ଦାସ ଙ୍କର ମୃତ୍ୟୁ ପରେ ତାଙ୍କର ସ୍ଥାନରେ ତାଙ୍କର ଶାସନ ଭାର କୁ କିଏ ଗ୍ରହଣ କରିବେ ସେ ନେଇକି ଭାଇ ଆଉ ଭଉଣୀ ଙ୍କ ମଧ୍ୟରେ ଚାଲିବ କି ଟଣା ଅଟରା | ତାହେଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ପୋଲିସ ASI ଗୋପାଳ କୃଷ୍ଣ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ | ତେବେ ଝାଡ଼ସୁଗୁଡା ର ଗାନ୍ଧିଛକ ନିକଟରେ ଏହି ଭଳି ଏକ ଅଭାବନୀୟ ଘଟଣା ଟି ଘଟି ଯାଇଥିଲା | ଆଉ ଯେଉଁଥିପାଇଁ ପୋଲିସ ଗୋପାଳ ଦାସ ଙ୍କୁ ଗିରଫ କରିଥିବା ବେଳେ ଏପଟେ ରାଜ ଗାଦି କୁ ନେଇକି ଅନେକ କଥା ଶୁଣିବାକୁ ମିଳୁଛି ବୋଲି କୁହାଯାଉଛି | ଆଉ ଦୀପାଳି ନାଁ ବିଶାଳ କିଏ ବସିବେ ବାପା ଙ୍କର ଗାଦି ରେ ସେ ନେଇକି ମଧ୍ୟ ଅନେକ ପ୍ରଶ୍ନ ଉଠିଛି ବୋଲି କୁହାଯାଉଛି |

ତେବେ ଝାଡ଼ସୁଗୁଡା ରେ ପୁଣି ଥରେ ନବ ଦାସ ଙ୍କ ମୃତ୍ୟୁ ପରେ ନିର୍ବାଚନ ହେବାକୁ ଯାଉଛି | ଆଉ ଏହି ନିର୍ବାଚନ ରେ ନବ ଦାସ ଙ୍କ ଝିଅ ନାଁ ପୁଅ କିଏ ପାଇବେ ଟିକେଟ ସେ ନେଇକି ମଧ୍ୟ ସନ୍ଦେହ ଜୋର ଧରିଛି ବୋଲି କୁହାଯାଉଛି | ତେବେ ନନ ଦାସ ଅନେକ ସମୟରେ ତାଙ୍କର ଦଳ ର ପ୍ରଚାର ବେଳେ ତାଙ୍କର ଝିଅ ଦୀପାଳି ଙ୍କୁ ନେଇ ଯାଉଥାନ୍ତି ତାଙ୍କ ସାଙ୍ଗରେ | ତାଙ୍କ ପୁଅ କୁ କେବେବି ନେଇ ନାହାନ୍ତି ବୋଲି କୁହାଯାଉଛି |

ଆଉ ଏହି ଘଟଣା କୁ ନେଇକି ଭାଇ ଆଉ ଭଉଣୀ ଙ୍କ ଭିତରେ ବିବାଦ ଲାଗିବନି ତ ଏହି କଥା ନେଇ ପ୍ରଶ୍ନ ଉଠୁଛି | ତେବେ ଆପଣ ମାନେ ଜାଣିଥିବେ କି ପ୍ରଦୀପ ମହାରଥି ଙ୍କର. ମୃତ୍ୟୁ ପରେ ତାଙ୍କର ପୁଅ ରୁଦ୍ର ଙ୍କୁ ତାଙ୍କର ଶାସନ ଦାୟିତ୍ୱ ଦିଆ ଯାଇଥିଲା | ଆଉ ଏବେ ନବ ଦାସ ଙ୍କର ମୃତ୍ୟୁ ପରେ ତାଙ୍କର ପୁଅ ବିଶାଳ ଙ୍କୁ ସେହି ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment