ଲୌହ ଦାନଵ ମୁଁହରୁ ଜିତିଲା ଜୀବନ…. ଏମିତି ଛାତି ଥରା ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଦଖନ୍ତୁ Video

ବନ୍ଧୁଗଣ ଦୁର୍ଘଟଣା ଏକ ଏପରି ଜିନିଷ ତାହା କେତେବେଳେ କାହା ସହ ଘଟିବ ତାହା କହିହେବ ନାହିଁ। ମଣିଷ କେତେବେଳେ ଯେ କାହାର ଆକ୍ରମଣର ଶିକାର ହେବ କିମ୍ୱା ଦୁର୍ଘଟଣା ର ସାମ୍ନା କରିବ ତାହା କହିବା ମୁସ୍କିଲ। କାରଣ ଜଣେ ଅଜାଣତରେ ବି ଦୁର୍ଘଟଣାର ଶିକାର ହୋଇଥାଏ। ଏଥିପ୍ରତି ସେ ଆଗରୁ ସଚେତନ ନଥାଏ କିମ୍ୱା ତାର ଧାରଣା ନଥାଏ। ଆମେ ଆପଣଙ୍କୁ ଅନେକ କିଛି ବିସ୍ମୟକର ଘଟଣା ସଂପର୍କରେ ଅବଗତ କରାଇ ଥାଉ। ଯେଉଁ ସବୁ ଘଟଣା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏବଂ ବିଚଳିତ ହୋଇ ପଡୁଥିବେ।ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ ଘଟଣା ବିଷୟରେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଯେଉଁଠି ଜଣେ ମହିଳା କିପରି ଭାବରେ ଭଗବାନଙ୍କ କୃପାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ତାହା ଦେଖିବା ପାଇଁ ମିଳିଛି। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ। ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ ସବୁବେଳେ କେତେ ମାତ୍ରାରେ ସଚେତନ ରହିବାର ଆବଶ୍ୟକତା ରହିଛି। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ।

ବେଳେବେଳେ ଆମେ ଏପରି କିଛି ଭୟାନକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥାଉ ତ ପୁଣି କେତେବେଳେ ଜୀବନ ବି ଚାଲି ଯାଇଥାଏ। ତେବେ ଏପରି ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହା ସିସି ଟିଭି ରେ ରେକର୍ଡ ହେବାପରେ ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ଘଟିଛି ଉତ୍ତରପ୍ରଦେଶ ର ଏକ ରେଲୱେ ଷ୍ଟେସନ ରେ।

ଯେଉଁଠି ଟ୍ରେନ କୁ ଚଢ଼ୁଥିବା ବେଳେ ପ୍ଲାଟଫର୍ମ ରୁ ତଳକୁ ଖସି ପଡି ଜଣେ ମହିଳା ରେଲୱେ ଟ୍ରାକ ଏବଂ ପ୍ଲାଟଫର୍ମ ର କାନ୍ଥ ମଝିରେ ପଡ଼ି ରହିଥିଲେ। ଆଉ ଟ୍ରାକ ଉପରେ ଚାଲିଥିଲା ଟ୍ରେନ୍। କିନ୍ତୁ ମହିଳା ଜଣଙ୍କ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ତାଙ୍କର କିଛି ବି କ୍ଷତି ହୋଇ ନଥିଲା।ସେ କିନ୍ତୁ ସେଠାରେ ଭୟଭୀତ ହୋଇ ପଡି ରହିଥିଲେ। ଟ୍ରେନ୍ ଯିବାପରେ ପ୍ଲାଟଫର୍ମ ରେ ଥିବା ପୋଲିସ୍ ଏବଂ ଲୋକେ ମହିଳାଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ତେବେ ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଏହି ମହିଳା ଜଣଙ୍କ ହେଉଛନ୍ତି କୁସୁମଲତା ଶର୍ମା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment