ଦେଖନ୍ତୁ Viral ଭିଡ଼ିଓ – ଲୋକମାନେ ତାକୁ କୋରନାରୁ ମରିଥିବା ଭାବିଥିଲେ କିନ୍ତୁ ହଠାତ୍ ଜୀବିତ ହୋଇଉଠିଲେ ବୁଦ୍ଧ ଲୋକଟି ତା’ପରେ ଯାହା ଘଟିଲା ଯାହା ଜାଣିଲେ ହେବେ ତାଯୁବ….

0

ସାଧାରଣତଃ ଆପଣମାନେ ଜାଣିବାକୁ ପାଉଥିବେ ଯେ ଯେଭଳି ଭାବରେ କୋରନା ରୋଗୀଙ୍କର ମୃତ୍ୟର ସଂଖ୍ୟା ବଢିବାରେ ଲାଗିଛି , ଶବସତ୍କାର କରିବା ପାଇଁ ମଧ୍ୟ ଜାଗା ମିଳୁନାହିଁ । ସୁରଟ ରୁ ଏକ ଖବର ଆସିଥିଲା ଯେ କିଭଳି ଭାବରେ କୋରନା ରୋଗୀଙ୍କୁ , ଯେଉଁ ଭାଟିରେ ପୋଡା ଯାଉଛି ସେହି ମେସିନ ମଧ୍ୟ ବ୍ଲାଷ୍ଟ ହୋଇଯାଇଥିଲା । ରୋଗୀ ମାନଙ୍କୁ ପୋଡିବା ପାଇଁ ମଧ୍ୟ ଜାଗା ମିଳୁନଥିଲା , ତେବେ ସମୟ ସମୟରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା । କୋରନୀ ରୋଗୀ ମାନଙ୍କୁ ଯେଭଳି ଭାବରେ ପ୍ୟାକ କରି ରଖାଯାଇଛି ତାହା ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ।

ସେହିପରି ଭାବରେ ହିଁ ଜଣେ ମହାରାଷ୍ଟ୍ର ର କୋରନା ରୋଗୀ , ଯିଏକି ଜଣେ ବୃଦ୍ଧ ଅଟନ୍ତି । ତେବେ ସେହି ବୃଦ୍ଧ ଜଣକର କୋରନାରେ ମୃତ୍ୟୁ ହୋଇଛି ଭାବି ମହାରାଷ୍ଟ୍ର ର ଯେଉଁ ହସପିଟାଲ କର୍ମଚାରୀ ଅଛନ୍ତି , ଯେଉଁମାନେ କି କୋରନା ରୋଗୀ ଙ୍କୁ ପୋଡିବା ପାଇଁ ନିଅନ୍ତି , ସେହିଭଳି ଭାବରେ ହିଁ ଏହି ବୃଦ୍ଧ ଜଣଙ୍କୁ ମୃତକ ଭାବି ପ୍ୟାକ କରି ନିଆଯାଇଥିଲା ଏବଂ ରାସ୍ତାକଡକୁ ଫିଙ୍ଗି ଦିଆଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକମାନେ ଯେତେବେଳେ ସେହି ଶବ ପାଖକୁ ଗଲେ ଏବଂ ସେହି ଶବକୁ ନଟିସ୍ କରିଲେ ଯେ ସେହି ଶବଟି ହାତଗୋଡ ହଲଚଲ କରୁଛି । ସେହି ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ଏହି ବୃଦ୍ଧ ଜଣକ ଜୀବିତ ଅଛନ୍ତି ଏବଂ ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ସେହି ବୃଦ୍ଦଙ୍କୁ ଉଦ୍ଧାର କରାଗଲା ।

ପୁଣିଥରେ ସେହି ବୃଦ୍ଦଙ୍କୁ ହସ୍ପିଟାଲକୁ ନିଆଗଲା , ତେବେ ଏହି ଭିଡିଓକୁ ଦେଖିଲେ ଏହା ନିଶ୍ଚିତ ଭାବରେ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ଦେଶରେ ଯେଭଳି ଭାବରେ କୋରନାକୁ ନେଇ ପରିସ୍ଥିତି ହେଉଛି କୋରନା ରୋଗୀଙ୍କୁ କିଭଳି ଭାବରେ ଟ୍ରିଟ କରାଯାଉଛି । ଏହାକୁ ଦେଖିଲେ ସାଧାରଣ ଜନତା ଏହା ହିଁ ଭାବିବେ ଯେ ହସ୍ପିଟାଲ ଠାରୁ ଯେତେ ଦୂର ହେବ ଦୂରତା ରକ୍ଷା କରିବା ଦରକାର । ହସ୍ପିଟାଲକୁ ଏଭଳି ପରିସ୍ଥିତିରେ ଯିବା ନଦରକାର , କାରଣ ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତକ ଭାବି ଏଭଳି ଫୋପାଡି ଦିଆଯାଉଛି ତେବେ ଆଗକୁ ପରିସ୍ଥିତି କିଭଳି ଭାବରେ ରହିବ । କାରଣ ଦିନକୁ ଦିନ କୋରନାର ପରିସ୍ଥିତି ଭୟାବହ ରୂପ ଧରିଛି ।

ତେବେ ଏହି ଭିଡିଓ ଟିକୁ ଦେଖିଲେ ନିଶ୍ଚିତ ଭାବେ ସ୍ପଷ୍ଟ ହେଉଛି ଯେ ଏହି ବୃଦ୍ଧ ଜଣକର ଭାଗ୍ୟ ଭଲ ଥିଲାଯେ ସେ ମରୁ ମରୁ ବଞ୍ଚିଛନ୍ତି । ତେବେ ଏହି ଭିଡିଓଟିକୁ ଦେଖି ଆପଣ ମାନେ ସତର୍କ ରୁହନ୍ତୁ , କିଭଳି ଭାବରେ ନିଜକୁ ବଞ୍ଚାଇ ରଖିବେ ତାହା ପ୍ରତି ନିଶ୍ଚିତ ଭାବେ ଧ୍ୟାନ ରଖନ୍ତୁ । କିଭଳି ଆପଣ ମାନଙ୍କୁ ଡାକ୍ତରଖାନାକୁ ନଯିବା ପାଇଁ ପଡିବ ସେ ନେଇ ମଧ୍ୟ ସଜାଗ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।