ଲୋକପ୍ରିୟ କ୍ରିକେଟର Hardik Pandya ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଏହି ମହିଳା, ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଶୁଣିବା ପାଇଁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଚୋରି, ହତ୍ୟା, ଡକାୟତ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଘଟି ଚାଲିଛି। ସମାଜର ଲୋକ ମାନେ ନୃଶଂସ ପାଲଟି ଯିବା ସହିତ ସୈତାନ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି। ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରି ଥାଆନ୍ତି। ଏଭଳି କାର୍ଯ୍ୟରେ ବଡ଼ ବଡ଼ କ୍ରିକେଟର ମାନେ ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହି ଥାଆନ୍ତି। ସେମାନେ ନିଜକୁ କ୍ରିକେଟର ଭାବି ମନ ଇଚ୍ଛା ଏଭଳି କାର୍ଯ୍ୟ କରି ଚାଲି ଥାଆନ୍ତି।ସେମାନେ କାହାରିକୁ ଖାତିର କରୁ ନାହାଁନ୍ତି କି ଏମିତିକି ଆଇନକୁ ମଧ୍ୟ ଭୟ କରୁ ନାହାଁନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ନିକଟରେ ସେଭଳି କିଛି ଘଟଣା ଶୁଣିବା ପାଇଁ ମିଳିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି କ୍ରିକେଟର ହାର୍ଦିକ ପାଣ୍ଡିଆଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ ହୋଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଅଣ୍ଡର ୱାର୍ଲଡ଼ର ଡନ ଦାଉ ଦିବ୍ରାହଙ୍କ ସହଯୋଗୀ ରିୟାଜ ଭଟ୍ଟୀଙ୍କ ପତ୍ନୀ ରେନୁମା ଭଟ୍ଟୀଙ୍କୁ ଅନ୍ୟ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ବାଧ୍ୟ କରିଥିଲେ। ଭିନ୍ନ ଭିନ୍ନ ସମୟରେ ୧୫ ରୁ ୨୦ ଜଣଙ୍କ ସହିତ ରାତି କଟାଇବାକୁ ପାଇଁ ରେନୁମା ଭଟ୍ଟୀଙ୍କୁ ତାଙ୍କ ସ୍ୱାମୀ ବାଧ୍ୟ କରିଛନ୍ତ। ସେ କ୍ରିକେଟର ହାର୍ଦିକ ପାଣ୍ଡିଆ, ମୁନା ପଟେଲ ଓ ପୂର୍ବତନ IPL ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ସହିତ ସମ୍ପର୍କ ରହିବା ପାଇଁ କହିଥିଲେ।

ତେବେ ଏମିତିକି ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବା ସହିତ ତାଙ୍କ ଦୁଇ ପୁଅକୁ ହତ୍ୟା କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ତାଙ୍କ ପ୍ରତି ହେଉଥିବା ଏଭଳି ନିର୍ଯାତନା ଓ ଅତ୍ୟାଚାରକୁ ସହି ନପାରି, ରେନୁମା ଭଟି ତାଙ୍କ ସ୍ୱାମୀ ଓ ଏଥି ସହିତ ସେହି ୩ ଜଣଙ୍କ ନାଁ ରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେ ପୋଲିସର ଦ୍ୱାରସ୍ଥ ହେବା ପରେ ମଧ୍ୟ ତାଙ୍କ ମାମଲାକୁ ଚାପି ଦେବା ପାଇଁ ଚେଷ୍ଟା କରା ଯାଇଛି ବୋଲି ସେ କହିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ବିଚାର କରନ୍ତୁ, ଯଦି ବଡ଼ ବଡ଼ ଖେଳାଳୀ ମାନେ ଏଭଳି କାର୍ଯ୍ୟ କରନ୍ତି ତା’ହେଲେ ସାଧାରଣ ଲୋକ ମାନେ କଣ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।