ଲଭରେ ଧୋକା ତ ହୋଇଥାଏ, ସେଇଟା କଷ୍ଟ ହୁଏ..ତା ମାନେ ନହେଁ ସୁଇସାଇଡ କରିବା….କାହିଁକି ଏପରି କହିଲେ ମୀରା ସେନାପତି… ଦେଖନ୍ତୁ Video

0

ବର୍ତ୍ତମାନର ଶିକ୍ଷିତ ଆଧୁନିକ ସମାଜରେ ଯୁବପୀଢ଼ି ଏବଂ ଏହି ସମୟରେ ଯୁବପିଢ଼ି ମାନେ ଭୁଲ ବଶତଃ କିଛି କରି ଥାଆନ୍ତି ଆଉ କେହି କେହି ମଧ୍ୟ ପ୍ରେମ ମଧ୍ୟ କରିବାର ଦେଖା ଯାଇଥାଏ। ଯଦି ଯୁବପୀଢ଼ିଙ୍କୁ ଦେଖିବା ତାହାଲେ ଆଜିକାଲିର ଭଲ ପାଇବା ଆଉ ପୂର୍ବ ଭଳି ଭଲ ପାଇବା ହୋଇ ରହିନାହିଁ। ଉଭୟ ଝିଅ ପୁଅଙ୍କ କ୍ଷେତ୍ରରେ ସବୁ ଛଳନା, ପ୍ରତାରଣା ,ଅଭିନୟ ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ଯୁବକ ଯୁବତୀ ମଧ୍ୟରେ ପ୍ରକୃତ ଭଲ ପାଇବା ପାଇଁ ଅଭିନୟ କରି ଆଉ ଜଣଙ୍କ ସହିତ କଥା ହଉଛନ୍ତି । ଯିଏ ପ୍ରକୃତ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି। ଯେତେବେଳେ ଜଣେ ଜଣଙ୍କ ବିଶ୍ୱାସରେ ବିଷ ଦେଉଛି। ନିର୍ଯ୍ୟାତନା ସହ୍ୟ କରି ନ ପାରି ଶେଷରେ ଯୁବକ ଓ ଯୁବତୀ ଏହି ଭଳି ପଦକ୍ଷେପ ନେଇ ଥାଆନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବର୍ତ୍ତମାନ ଭାଇରଲ ହେଉଥିବା ମଡେଲର ସୌମ୍ୟ ଓ ସୋନାଲିଙ୍କ ପ୍ରେମ ସମ୍ପର୍କ ରେ ସମାଜରେ ମହିଳା ଜଣଙ୍କ କଣ ବାର୍ତା ଦେଉଛନ୍ତୁ ସମାଜକୁ।

ସୋସିଆଲ ମିଡ଼ିଆରେ ଚାରିଆଡେ ଭାଇରଲ ହେଉଛି ସୌମ୍ୟ ଓ ସୋନାଲିଙ୍କ ପ୍ରେମ ସମ୍ପର୍କ। ତାଙ୍କର ପ୍ରେମ ସମ୍ପର୍କ ବହୁତ ଦିନ ହୋଇଥିଲେ ମଧ୍ୟ ଶେଷରେ ଯାହା ହେଲେ ତାହା ସମସ୍ତଙ୍କୁ ମାର୍ମହୁତ କରିଥିଲା। ଯାହା ପାଇଁ ସାରା ଓଡ଼ିଶାରେ ଚହଳ ପଡିଛି। ଦୁହିଁଙ୍କର ପ୍ରେମ ହେବା ପରେ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ତିକ୍ତତା ଦେଖା ଦେଇଥିଲା ଯାହା ପାଇଁ ମଡେଲର ସୌମ୍ୟ ଆଜି ଏହା କରି ଦେଇଛି।

ତାଙ୍କର ସେହି ଘଟଣା କୁ ନେଇ ଜଣେ ମୀରା ସେନାପତି ନାମକ ଏକ ମହିଳା କହୁଛନ୍ତି ଯେ କେହି ଯଦି ଜଣଙ୍କୁ ଧୋକା ଦେଉଛି ତେବେ ନିଜର ଜୀବନକୁ ଏମିତି କରି ଦିଆଯାଏ ନାହିଁ ଆଉ ଆଗ ଭାବିବା କଥା ଘର ଲୋକଙ୍କ କଥା। ଆଉ ଯଦି ଜଣେ ଜଣଙ୍କୁ ଧୋକା ଦେଉଛି ତେବେ ଆଉ ଜଣଙ୍କ ଟିକିଏ କଷ୍ଟକୁ ସହିବାକୁ ହେବ ପରେ ସବୁ ଠିକ ହୋଇ ଯିବ। ତା ମାନେ ନୁହେଁ ଯେ ସୁଇସାଇଡ଼ କରି ଦେବଟା ଠିକ। ଆଉ ମଧ୍ୟ କହୁଛନ୍ତି ଯେ ଜଣେ ଯଦି ଭଲ ନ ପାଇ ଆଉ ଜଣଙ୍କୁ ଭଲ ପାଉଛି ତେବେ ତମେ ମଧ୍ୟ ଜଣଙ୍କୁ ଛାଡି ଆଉ ଜଣଙ୍କୁ ପ୍ରେମ କର ଆଉ ଏମିତି କର ନାହିଁ।

ଶେଷରେ ସେହି ମହିଳା ଜଣଙ୍କ କହୁଛନ୍ତି ଯେ ଏହି ଘଟଣା ରେ ମଡେଲର ସୌମ୍ୟଙ୍କ ମୃତ୍ୟୁ ହେବା ପରେ ତାଙ୍କର କଲ ରେକର୍ଡ଼ିଂଗ ଓ ସୁଇସାଇଡ଼ ନୋଟ ସବୁ ପୋଲିସ ପାଇଛି ଆଉ ସେଥିରେ ଜଣଙ୍କ ନାମ ମଧ୍ୟ ରହିଛି ହେଲେ ଏତେ ବିଳମ୍ବ ହେଉଛି ତଦନ୍ତ ଏବଂ ତାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳିବା ସହିତ ଯଦି ଭଳି ଧୋକା ଦେଇଥିବା ପିଲାଙ୍କୁ ଯଦି ଉଚିତ ନ୍ୟାୟ ଦିଆଯିବ ତେବେ ଆଉ କେବେ ବି ଏମିତି କେହି କରିବେ ନାହିଁ। କାହା ଜୀବନ ସହ ଖେଳିବା ବି ଏତେ ସହଜ ନୁହେଁ। ଏହଭଳି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।