ଦେଖନ୍ତୁ ଭିଡ଼ିଓ – ଲୁଚାଲୁଚି ପ୍ରେମ ଧରାପଡିଲା କୁଆଁରୀ ବୋହୂ ସିରିଏଲ ର ଅଭିନେତା ସାଇ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବୋଟିଙ୍ଗ କରିବା ସମୟରେ ଭାଇରାଲ ହେଲା ଭିଡିଓ ତା’ପରେ..

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ବର୍ତ୍ତମାନ ଆଉ ଜଣେ ଲୋକପ୍ରିୟ ସିରିଏଲ ଅଭିନେତା ନିଜର ଲଭ୍ ଲାଇଫ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି । ତେବେ ସେହି ଲୋକପ୍ରିୟ ଅଭିନେତା ହେଉଛନ୍ତି ସାଇ ତେବେ କିଏ ତାଙ୍କ ପ୍ରେମିକା ଆସନ୍ତୁ ଜାଣିବା ;

ତେବେ ଆପଣ ମାନେ ସାଇ କୁ ଭଲ ଭାବରେ ଜାଣି ଥିବେ । ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ଧାରାବାହିକ ରେ ଆପଣ ମାନେ ସାଇ ଙ୍କ ଜବରଦସ୍ତ ଅଭିନୟ ବେଶ୍ ଭଲ ଭାବରେ ଦେଖି ଥିବେ । କୁଆଁରୀ ବୋହୂ ଧାରାବାହିକ ରେ ସାଇ ଓ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ପାଇଁ କୁଆଁରୀ ବୋହୂ ଧାରାବାହିକ ଆଜି ତରଙ୍ଗ ଟିଭି ର ନମ୍ୱର୍ ୱାନ ଧାରାବାହିକ ଭାବରେ ପରିଚିତ ହୋଇ ପାରିଛି। ନିଜର ପରିଶ୍ରମ ବଳରେ ସାଇ ବର୍ତ୍ତମାନ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି। ସାଇ ଖୁବ୍ କମ୍ ଦିନରେ ଇଣ୍ଡଷ୍ଟ୍ରି ପାଦ ଦେଇ ବହୁତ୍ ସଫଳତା ହାସଲ କରିଛନ୍ତି। ତେବେ ବର୍ତ୍ତମାନ ସାଇ ଓ ସାରା ଙ୍କୁ ନେଇ ଏକ ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ବିଷୟ ପାଲଟି ଯାଇଛି ଯେ ସାଇ ଓ ସାରା ଉଭୟ ଉଭୟ ଙ୍କୁ ଭଲ ପାଉଛନ୍ତି ଓ ଆଗାମୀ ଦିନ ମାନଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଇଛନ୍ତି । ତେବେ ସାରା ବି ଜଣେ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଅଟନ୍ତି ଆଉ ଆପଣ ମାନେ ତାଙ୍କୁ ବହୁତ୍ ଧାରାବାହିକ ରେ ଦେଖି ଥିବେ।

ତେବେ ସୂଚନା ଅନୁସାରେ ସାଇ ଓ ସାରା ଉଭୟ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଛନ୍ତି ଯାହାକି ସେମାନେ ଦୁଇ ଜଣଙ୍କ ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି । ଆଉ ଦୁହେଁ ଭଲ ପାଇବା କଥା ମଧ୍ୟ ସେୟାର କରିଛନ୍ତି। ଆଉ ତାଙ୍କ ସହିତ ବହୁତ୍ ସାରା ଫଟୋ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିବା ର ଆପଣ ମାନେ ଦେଖି ପାରୁଥିବେ ।

ବର୍ତ୍ତମାନ ସାଇ ଓ ସାରା ଉଭୟ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଛନ୍ତି ଓ ସେମାନେ ଦୁହେଁ ବ ଆଗାମୀ ଦିନ ରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି ସୂଚନା ମଧ୍ୟ ମିଳିଛି।ତେବେ ଆପଣ ମାନଙ୍କୁ ସାଇ ଓ ସାରା ଙ୍କ ଯୋଡ଼ି କେମିତି ଲାଗେ ଓ ସେମାନଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।