ଦେଖନ୍ତୁ Live ଭିଡ଼ିଓ – ଲୁଚି ଛପି କରୁଥିଲେ ଡାକ୍ତରୀ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡ଼ିଓ ରେକର୍ଡିଙ୍ଗ, ଛାତ୍ରୀ ଦେଖିଦେଲେ….

0

ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ତେବେ ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯେଉଁ ଘଟଣା କୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ।ଏସିବି ରେଶିଦେଣ୍ଟ ଡାକ୍ତର ଙ୍କ ସୀମା ପାର ଅଭଦ୍ରାମି । ଜଣେ ଡାକ୍ତରୀ ଛାତ୍ରୀ ଗାଧୋଇ ଥିବା ବେଳେ ଲୁଚି ଛପି ଉତ୍ତୋଳନ କରୁଥିଲେ ଭିଡିଓ। ହଠାତ୍ ଛାତ୍ରୀ ଙ୍କ ନଜର ପଡ଼ିଥିଲା ବାଥରୁମ କାନ୍ଥ ରେ ଥିବା ସ୍କାଏ ଲାଇଟ୍ ଫାଙ୍କ ରେ ।

ମାନନ୍ତୁ ଛାତ୍ରୀ ଙ୍କ ପାଦ ତଳୁ ମାଟି ଖସି ଗଲା। କିଛି କ୍ଷଣ ପାଇଁ ସୁନ ହୋଇଗଲେ। ପୁଣି ସାହସ ଯୁଟାଇ ଚିତ୍କାର କଲେ। ଛାତ୍ରୀ ଙ୍କ ପାଟି ଶୁଣି ଅନ୍ୟ ସହପାଠୀ ଏକାଠି ହୋଇ ଯାଇଥିଲେ। ସଂପୃକ୍ତ ଏସାର ଙ୍କୁ କାବୁ ବି କରି ନିଆ ଗଲା।

ସାଧାରଣ ଲୋକ ମାନେ ଡାକ୍ତର ଙ୍କୁ ଭଗବାନ ଭାବି ଥାଆନ୍ତି କିନ୍ତୁ ଏଭଳି ଅଭଦ୍ର ଡାକ୍ତର ଙ୍କ କାର୍ଯ୍ୟକଳାପ ଏସୀବି ଭଳି ମେଡିକାଲ୍ କଲେଜକୁ କେଉଁ ସ୍ତର କୁ ଯେ ନେଇଯିବ ତାହା ଆପଣ ଚିନ୍ତା କରି ପାରୁଥିବେ । ବାହା ସାହା ହୋଇ ଥିବା ଏହି ରେସିଦେଣ୍ଟ ଡାକ୍ତର ଯିଏ ନିଜେ ଜଣେ ରୋଗୀ ବୋଲି କାହାକୁ ବି ଜଣା ନଥିଲା । ଛାତ୍ରୀ ଜଣଙ୍କ ସିଧା ସଳଖ ଏହି ଏସାର କୁ ପ୍ରଶ୍ନ ବି କରିଛନ୍ତି ବିବାହିତ ହୋଇ କାହିଁକି ଏମିତି କରିଲେ। ଏହା ସହିତ ସେ ଆଗରୁ ବି ଏମିତି କାମ କରି ମାଡ଼ ଖାଇ ଥିବାର ଜଣା ପଡିଛି।

ତେବେ ଆପଣ କୁହନ୍ତୁ ଦର୍ଶକ ବନ୍ଧୁ ଏଭଳି ଡାକ୍ତର ଙ୍କୁ କଣ କରିବା ଉଚିତ୍। ମା ବାପା ଗର୍ବ କରନ୍ତି ଯେ ଆମ ପୁଅ ଡାକ୍ତର କିନ୍ତୁ ଏ କୁଳାଙ୍ଗାର ଯେ ଝିଅ ଙ୍କ ନଗ୍ନ ଚିତ୍ର ଦେଖି ଶାନ୍ତି ହେଉଛି ଏହା ଜାଣିବା ପରେ ଛାତି ଫାଟି ଯାଉଥିବ ସତରେ। ଆଜି କାଲି ଭିଡିଓ ଭାଇରଲ ହେବା ପାଇଁ ବେଶୀ ସମୟ ଲାଗୁ ନାହିଁ ।ଏହି ଭିଡିଓ ମଧ୍ୟ ଭାଇରାଲ ହେଲା। ତେବେ ଭିଡିଓ ଭାଇରାଲ ହେବା ପରେ ଏଷିବି ମେଡିକାଲ୍ କଲେଜ କତୃପକ୍ଷ କିମ୍ବା ଛାତ୍ରୀ ଙ୍କ ଠାରୁ କୌଣସି ପ୍ରକାର ଅଭିଯୋଗ ଥାନା ରେ ହୋଇ ନାହିଁ ।

ଏଠି ଛୋଟ ପ୍ରଶ୍ନ ଟିଏ ଉଠିବା ବି ଠିକ୍। ଏସିବୀ କତୃପକ୍ଷ ସବୁକିଛି ଜାଣି ଶୁଣି ଚାପି ଦେବା ପାଇଁ ଚେଷ୍ଟା କରୁନାହାନ୍ତି ତ । କଣ ଏଭଳି ଘଟଣା କୁ ସାମାନ୍ୟ ଭାବରେ ନେବା ଉଚିତ୍ କି । ଆମେ କେବଳ ଆଶା କରିବୁ ଏଭଳି ଡାକ୍ତର ଙ୍କୁ ପ୍ରଶୟ ଦିଆ ନଯିବା ଉଚିତ୍। ତେବେ ଆପଣ ମାନେ ମଧ୍ୟ ଏଭଳି ଡାକ୍ତର ଙ୍କୁ ନେଇ ପଟିକ୍ରୀୟା ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।