ଲୁଣରେ ମିସେଇଦିଅନ୍ତୁ ଏହି ( ଗୋଟିଏ ଜିନିଷ ) ଧନର ବର୍ଷା ହେବ – Bastu Tips

0

ବନ୍ଧୁଗଣ କହିବାକୁ ଗଲେ ଲୁଣ ଏକ ସାଧାରଣ ଜିନିଷ ଟିଏ ଯାହାର କି ପ୍ରତେକଙ୍କ ଘରେ ବହୁଳ ବ୍ୟବହାର ହୋଇଥାଏ l
ଏଣୁ ଆପଣ ଆଶ୍ଚର୍ଯ୍ୟ ହେବେ କି ଲୁଣ ଡବା ଭିତରେ କଣ ରଖିଲେ କିପରି ଏକ ସାଧାରଣ ମଣିଷକୁ ଧନୀ କରିପାରିବ l ଜୋତିଶଶାସ୍ତ୍ର କୁ ମାନିନେଲେ ଏହା ଘରକୁ ଲକ୍ଷ୍ମୀଙ୍କର ଶୁଭଦୃଷ୍ଟି ପଡିବା ସହ ଧନଧାନ୍ୟ ରେ ଘର ପୁରିଯିବା l ଆପଣ ଏହା ଜାଣିବା ଉଚିତ କି ଲୁଣ ଡବା ଭିତରେ ଏମିତି କେଉଁ ଉପାୟ କରିବେ l

ଯାହାଦ୍ୱାରା ଆପଣଙ୍କ ପରିବାର ସୁଖ ସମୃଦ୍ଧିର ଗନ୍ତାଘର ହୋଇଯିବ l ଜୋତିଶଶାସ୍ତ୍ର ମତରେ ଲୁଣ ଚନ୍ଦ୍ର ଓ ଶୁକ୍ରଙ୍କର ପ୍ରତୀକ ମାନାଯାଇଥାଏ l ଲୁଣକୁ ଯଦି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ପାତ୍ର ମଧ୍ୟ୍ୟରେ ରଖନ୍ତି ତେବେ ଏହା ଚନ୍ଦ୍ର ଓ ଶନିଙ୍କର ମିଳନ କୁହାଯାଇଥାଏ l ଯାହା ଅତ୍ୟନ୍ତ ଘାତକ ସ୍ଥାବ୍ୟସ୍ତ ହୋଇଥାଏ ଏଣୁ ଲୁଣକୁ ସର୍ବଦା କାଚର ପାତ୍ରରେ ରଖନ୍ତୁ l

ବନ୍ଧୁଗଣ ଆଜିକାଲି ସବୁରି ମୂଳରେ ଧନ କେତେବେଳେ ରୋଜଗାର ଥିଲେ ଧନ ସଂଚୟ ହୋଉନାହିଁ ତ କେତେବେଳେ ରୋଜଗାର ହିଁ ନାହିଁ l ତେବେ ଏହାର କାରଣ ହେଉଛି ଘରେ ଥିବା ନକାରାତ୍ମକ ଉର୍ଜା ଓ ବାସ୍ତୁଦୋଷ ର କାରଣ l ଏଣୁ ପ୍ରତି ସପ୍ତାହର ଗୁରୁବାର ଦିନକୁ ଛାଡି ଅନ୍ୟ ଦିନମାନଙ୍କରେ ପାଣିରେ ଲୁଣ ମିଶାଇ ସେହି ପାଣିରେ ଘରକୁ ଲିପାପୋଛା କରନ୍ତୁ l

ଏହା କରିବା ଦ୍ୱାରା ଘରୁ ନକାରାତ୍ମକତା ଦୁରେଇ ଯିବ ଏବଂ ପବିତ୍ରତା ଆସିଥାଏ l ରୋଜଗାର ର ମାର୍ଗ ଖୋଲିଯାଏ l ଏବଂ ନିଜର ଉନ୍ନତି ପାଇଁ ଏକ କାଚ ପାତ୍ରରେ କିଛି ପାଣି ରଖି ସେଥିରେ ଲୁଣ ମିଶାଇ ପୂଜା ଘରର ଏକ କୋଣରେ ରଖି ଦିଅନ୍ତୁ l ଏହା କରିବା ଦ୍ୱାରା ଘରେ ସକାରାତ୍ମକତା ଆଣି ଦେଇଥାଏ ଯେ ଘରେ ସର୍ବଦା ସୁଖ ସମୃଦ୍ଧିର ଲହରୀ ଖେଳିଯାଏ l ଏହି ପାଣିକୁ ପ୍ରତେକ ଶନିବାର ବଦଳାଇ ଦିଅନ୍ତୁ l

ଯଦି ଘରେ ସବୁବେଳେ କଳହ ଲାଗି ରହୁଛି ତେବେ ଏହି ଉପାୟ ଟି କରନ୍ତୁ l ଏକ କାଚପାତ୍ରରେ କିଛି ପାଣିନେଇ ସେଥିରେ କିଛି ଲୁଣ ଓ ସିନ୍ଦୁର ମଧ୍ୟ ପକାନ୍ତୁ l ଏହି ପାଣିକୁ ନିଜ ମୁଣ୍ଡ ଚାରିପଟେ ସାତଘେରା ବୁଲାଇ ସେହି ପାଣିକୁ ନିଜ ଗାଧୁଆ ପାଣିରେ ମିଶାଇ ସ୍ନାନ କରନ୍ତୁ l

ମୁଣ୍ଡ ଉପରେ ବୁଲାଇବା ସମୟରେ ଓଁ ସଂ ଶନିଶ୍ଚରୟ ନମଃ ଏହି ନିଶ୍ଚୟ ଜପ କରନ୍ତୁ ଘରର କଳହ ଦୁରେଇ ଯିବ, ସଂଚୟ ବୃଦ୍ଧି ପାଇବ ଓ ନଜର ଦୋଷ ଲାଗିନାଥାଏ l ଶତ୍ରୁ ଯଦି ଅଛନ୍ତି ତେବେ ସନ୍ଦ୍ୟା ସମୟରେ ଏକ ଲୁଣମୁଠା ମୁଣ୍ଡ ଚାରିପଟେ ବୁଲାଇ ଘରର ମୁଖ୍ୟ ଦ୍ୱାରା ଭିତରେଥାଇ କବାଟ ବାହାରକୁ ଫୋପାଡ଼ି ଦିଅନ୍ତୁ l ଶତ୍ରୁଠାରୁ ମୁକ୍ତି ମିଳିବ ଏବଂ ଜୀବନରେ ଶାନ୍ତି ପାଇବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।