ହଁ ଦର୍ଶକବନ୍ଧୁ ଆଜି ର ଦୁନିଆରେ ପୁଅ ଝିଅ ମାନେ ଭଲ ପାଇବା ଗୋଟିଏ ସାଧାରଣ କଥା ହେଇଗଲାଣି, କିନ୍ତୁ ପ୍ରେମ ପାଇଁ ଜୀବନ ଦେବା କଥା ମଧ୍ୟ ଆମେ ବହୁତ ଥର ଶୁଣିଛୁ , କିନ୍ତୁ ପ୍ରେମକୁ ଲୁଚାଉବାକୁ ଯାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାର ଘଟଣା ଯିଏ ବି ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ହୋଇଯିବ | ତେବେ ଚାଲନ୍ତୁ ସେମିତି ଗୋଟିଏ ସତ୍ୟ ପ୍ରେମିକ ଆଉ ପ୍ରେମିକା ଙ୍କ ଜୀବନକୁ ନେଇ ଘଟିଥିବା ଘଟଣା ବିଷୟରେ ସମ୍ପୂର୍ଣ୍ଣ କଥା ଟି ଜାଣିବା |
ଆଜ୍ଞା ହଁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ ଖୋର୍ଦ୍ଧା ଜିଲ୍ଲା ର ବଳିଆ ଅଞ୍ଚଳରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା , ଘଟଣାରୁ ଯାହା ଜଣା ପଡିଛି କି ବହୁତ ଦିନରୁ ପରସ୍ପର ପରସ୍ପରଙ୍କୁ ଭଲ ପାଉଥିଲେ ଏହି ପ୍ରେମୀ ଯୁଗଳ, ଆଉ ଚାକିରୀ ପାଇଁ ଝିଅଟି ବାଙ୍ଗାଲୋର ଯିବା ପାଇଁ ଚାହୁଁଥିଲା ସେଥିପାଇଁ ତାଙ୍କୁ ଟିକେ ଦେଖା କରିବା ପାଇଁ ଇଚ୍ଛା କରିଥିଲେ ଦୁଇଜଣ, ଆଉ ସେ ପୁଅ ଜଣଙ୍କ କହିଥିଲେ କି ମୋ ଧନ ମତେ ଛାଡି ବାଙ୍ଗାଲୋର ଚାକିରୀ ପାଇଁ ଚାଲିଯିବ, ମୁଁ ବହୁତ ମନେ ପକେଇବି ତମକୁ କିନ୍ତୁ ତମେ ସେଠି ଚାକିରୀ କରି ଆସିଲା ପରେ ଆମ ଘର ଲୋକ ଆମ ପ୍ରେମକୁ ବୁଝିବେ, ଆଉ ଆମ ମାନଙ୍କର ବାହାଘର କୋରାଇଦେବେ |
ସେଥିପାଇଁ ସେମାନେ ପରସ୍ପର ଦେଖା ହୋଇ କିଛି ସମୟ ବିତାଇବା ପାଇଁ ଚାହିଁଥିଲେ ଆଉ, ଖୋର୍ଦ୍ଧାର ଗୋପୀନାଥ ମନ୍ଦିରକୁ ଯାଇଥିଲେ , ଆଉ ସେଥି ଫୋଟ ଉଠାଉଥିଲେ ଆଉ କଥା ବାର୍ତ୍ତା ମଧ୍ୟ ହେଉଥିଲେ | ଆଉ ସେହି ସବୁ କରୁଥିବା ବେଳେ ପ୍ରେମିଯୁଗଳ ଙ୍କୁ ଫଲ କରୁଥିଲେ ତିନି ଜଣ ଦୁର୍ବୁତ୍ତ, ଆଉ ସେମାନେ ସେହି ପୁଅ ଝିଅଙ୍କର ଫୋଟୋ ଆଉ ଭିଡିଓକୁ ଉଠାଇଥିଲେ, ଆଉ ଆରମ୍ଭ କରିଦେଇଥିଲେ ବ୍ଲାକମେନିଙ୍ଗ |
ଆଉ ପ୍ରେମିଯୁଗୋଳ ଯଦି ସେମାନଙ୍କ କଥା ନ ମାନନ୍ତି ତେବେ ସେହି ଫୋଟୋ ଆଉ ଭିଡିଓକୁ ଭାଇରାଲ କୋରେଇଦେବାର ଧମକ ମଧ୍ୟ ଦେଇଥିଲେ ଦୁର୍ବୁତ୍ତ, ସେଥିପାଇଁ ସେମାନେ ଆଗ ପଛ ବିଚାର ନ କରି ପାଖରେ ଥିବା ପାଞ୍ଚ ଶହ ଟଙ୍କାକୁ ସେମାନଙ୍କୁ ଦେଇ ଫୋଟ ଓ ଭିଡିଓକୁ ଡିଲିଟ କରିଦେବାପାଇଁ କହିଥିଲେ ଓ ସେମାନେ ମଧ୍ୟ କଥା ରେ ରାଜି ହେଇଥିଲେ, କିନ୍ତୁ ପଇସା ନେଇନେଇଥିଲେ ଆଉ ଫୋଟୋ ଭିଡିଓକୁ ଡିଲିଟ ନ କରି ସେହି ସ୍ଥାନରୁ ଫେରାଲ ହେଇଯାଇଥିଲେ | ଆଉ ପରେ ପ୍ରେମିଯୁଗଳ ଙ୍କୁ ଫୋନ କରି ଉଠାଇଥିବା ସେମାନଙ୍କ ଭିଡିଓ ଓ ଫୋଟୋକୁ ଫେସବୁକ, ଇନ୍ଷ୍ଟଗ୍ରାମ ଓ ସେସିଆଲ ମିଡିଆରେ ଭାଇରାଲ କରାଇଦେବାର ଧମକ ମଧ୍ୟ ଦେଇଥିଲେ, ଆଉ ପ୍ରେମିଯୁଗଳଙ୍କ ପ୍ରେମ କାହାଣୀ ଘର ଲୋକ ଜାଣିଲେ କଣ କହିବେ ବୋଲି ସେହି ଡୋରରେ , ଦୁଇଜଣ ପାଣିକୁ ଢ଼େଇ ଆତ୍ମହତ୍ୟା କରିଦେଇଥିଲେ |
କିନ୍ତୁ ପରେ ଝିଅ ପାଖରୁ ହାତ ଲେଖା ଚିଠି ଘର ଲୋକ ପାଇଥିଲେ ଆଉ ସେଠି ଲେଖା ଯାଇଥିଲା କି ଆମର ମୃତ୍ୟୁ ପାଇଁ 3 ଜଣ ଦୁର୍ବୁତ୍ତ ଯୋଉ ମାନେ ଆମର ଫୋଟ ଉଠାଇଥିଲେ ସେହି ମାନେ ଦାୟୀ |ତେଣୁ ଏମିତି ଘଟଣା ବିଷୟରେ ପୋଲିସ ଜାଣିଲା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଦୋଷୀକୁ ଧରିବା ପାଇଁ ତଦନ୍ତ ମଧ୍ୟ ଚଳାଇଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।