Rupa Pin2 Khushi ଙ୍କ ଘରକୁ ଆସିଲେ ମା ! ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ। ଆଉ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବା। ଆଜିର ଦିନରେ ଯୁବ ପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ତେବେ ସେମିତି ଏକ ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ।

ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସିଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ। ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଲୋକପ୍ରିୟ ଯୋଡି ଭାବେ ଓଡ଼ିଶାର କୋଣ ଅନୁ କୋଣରେ ପରିଚିତ ହୋଇ ପାରିଛନ୍ତି। ଲୋକେ ଏମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଦର୍ଶକ ଏମାନଙ୍କର ଭିଡିଓକୁ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରନ୍ତି।

ପ୍ରଥମେ ଟିକଟକ୍ ଏହାପରେ ୟୁଟ୍ୟୁବରେ ଆଉ ଏବେ ବହୁତ୍ ଗୁଡ଼ିଏ ଆଲବମରେ ମଧ୍ୟ ନଜର ଆସୁଛନ୍ତି ରୂପା ପିଣ୍ଟୁ। ତେବେ ରୂପା ଓ ପିଣ୍ଟୁ ସେମାନଙ୍କ ଦୈନନ୍ଦିନ ଜୀବନରେ କରୁଥିବା କିଛି କାର୍ଯ୍ୟ ସ୍ମୃତି ଓ ଅନୁଭୂତି ଇତ୍ୟାଦିକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଆଉ ତାଙ୍କର ଏହି ନିଆରା ପ୍ରୟାସକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରି ଥାନ୍ତି।ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟ କୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇ ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି। ଆପଣ ମାନେ ଅନେକ ଗୁଡ଼ିଏ ଭିଡିଓ ଏହି ଚ୍ୟାନେଲ୍ ରେ ଦେଖିବାକୁ ପାଇ ଥିବେ ଆଉ ପସନ୍ଦ ମଧ୍ୟ କରୁ ଥିବେ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡିଓରେ ଦେଖିବାକୁ ମିଳୁଛି ପିଣ୍ଟୁ ମା ଲକ୍ଷ୍ମୀଙ୍କର ମୂର୍ତ୍ତି ଘରକୁ ଆଣିଛନ୍ତି। ଆଉ ଖୁବ୍ ଶୀଘ୍ର ମାଙ୍କ ମନ୍ଦିର ମଧ୍ୟ ଘରେ ପ୍ରତିଷ୍ଠା କରିବେ ବୋଲି କହିଛନ୍ତି। ଏହା ସହିତ ଭିଡିଓରେ ଖୁବ୍ ମଜା ମସ୍ତି ଭରି ରହିଛି। ତେବେ ଆପଣ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏହି ଭିଡିଓକୁ ଦେଖିଲେ ଆପଣ ଏହାକୁ ଖୁବ୍ ପସନ୍ଦ କରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment