ମଜାଳିଆ ପ୍ରଶ୍ନ -ଏମିତି ଗୋଟିଏ ଶବ୍ଦ କୁହ ଯେଉଁଥିରେ ପଳ , ଫୁଲ , ମିଠା ତିନୋଟିର ନାମ ଥିବ ? ଏହି ପ୍ରଶ୍ନର ଉତ୍ତର ଦେବାରେ 99 % ଲୋକ ହେଲେ ଫେଲ୍….?

0

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।

ବେଳେ ବେଳେ ଏମିତି ପ୍ରସ୍ନ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ଆମ ମନରେ ବହୁତ ଖରାପ ଚିନ୍ତା ଆସିଥାଏ ମାତ୍ର ସେହି ପ୍ରଶ୍ନ ମଧ୍ୟ ଆମ ମାନଙ୍କୁ ମୁର୍ଖାମିର ପରିଚୟ ପ୍ରଦାନ କରିଥାଏ । ତେଣୁ ପ୍ରଶ୍ନ ଭଲ ହେଉ କି ଖରାପ ତାହାକୁ ସର୍ବଦା ଭାବିଚିନ୍ତି ସଠିକ ଉପାୟରେ ଦେବା ଉଚିତ ।

ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।

ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।

1–ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ଗୋଡ ନାହିଁ କିନ୍ତୁ ସେ ଚଢିଯାଏ ଏବଂ ପୁଣି ୱହ୍ଲେଇ ମଧ୍ୟ ଥାଏ

ଉତ୍ତର–ମଦ ନିଶା

2–ଏମିତି କେଉଁ ରୋମ ଅଛି ଯାହାର ଝରକା ନାହିଁ କି କବାଟ

ଉତ୍ତର–ମସରୁମ

3–ସେ କିଏ ଏଟେ , ଯିଏ ବୁଡି ଯାଉଥିବା ବେଲେ ଆମେ ମାନେ ତାହାକୁ ବଞ୍ଚେଇବା ପାିଁ ଯାଇନଥାଉ

ଉତ୍ତର–ସୂର୍ଯ୍ୟ

4–ଏମିତି ଗୋଟିଏ ଶବ୍ଦ କୁହ ଯେଉଁଥିରେ ପଳ , ଫୁଲ , ମିଠା ତିନୋଟିର ନାମ ଥିବ

ଉତ୍ତର–ଗୋଲାପ ଜାମୁନ

5–ଏମିତି କେଉଁ ଡର ଅଟେ ଯିଏ କି ଆପଣଙ୍କୁ ସୁନ୍ଦର ଦେଖାଯିବା ପାଇଁ କାମ କରିଥାଏ

ଉତ୍ତର–ପାଉଡର

6–ମଣିଷ ପ୍ରାୟ କେତେଥର ପ୍ରଶ୍ୱାସ ବାୟୁ ନେଇଥାଏ

ଉତ୍ତର–22 ହଜାର ଥର

7–କେଉଁ ଦେଶର ଜାକ୍ତରମାନେ ଉଡା ଜାହାଜରେ ଚଢି ରୋଗୀ ଦେଖିବା ପାଇଁ ଯାଆନ୍ତି

ଉତ୍ତର–ଅଷ୍ଟ୍ରେଲିଆ

8–ପିଠିରେ ଭାର ଦେଇ ଶୋଉଥିବା ଏକମାତ୍ର ପ୍ରାଣୀ କିଏ

ଉତ୍ତର–ମଣିଷ

9–ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ ହେଲେ ପାଣି ପିଇବାକୁ ଦେଲେ ମରିଯାଏ

ଉତ୍ତର–ନିଆଁ

10–ଖାଇଲେ ଫଳ , ଡାକିଲେ ଝିଅ , ଆଙ୍କିଲେ ରଙ୍ଗ ମୁଁ କିଏ କୁହ

ଉତ୍ତର–କମଳା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।