ମା’ ଲଷ୍ମୀ ଘରକୁ ଆସିବାର ( ୫ଟି ସଙ୍କେତ ) ଭଲ ସମୟ ଆସିବା ପୂର୍ବରୁ ମିଳେ…ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି , ପ୍ରତ୍ୟେକ ବ୍ୟକ୍ତିକୁ ଏକ ସୁଖପୂର୍ଣ୍ଣ ଜୀବନ ଅତିବାହିତ କରିବାର ଆକାକ୍ଷାଂ ରହିଥାଏ । ଏଥିପାଇଁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଯେତେବେଳେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଏମିତି କିଛି ସଙ୍କେତ ଦେଇଥାନ୍ତି , ଯାହାଦ୍ୱାରା ଆମକୁ ପୂର୍ବରୁ ହିଁ ଜଣାପଡିଯାଇ ଥାଏ କି ଆମ ଘରେ ମାଲକ୍ଷ୍ମୀ ନିବାଶ କରିବାକୁ ଆସିବାର ଅଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ ବିଷୟରେ ।

1. ପେଚା :-

ଯଦି ଅମାବାସ୍ୟା ଦିନ ପେଚା ଦେଖନ୍ତି ବା ବିଲେଇ ଘରେ ପଶି କ୍ଷୀର ପିଏ ବା ରାତିରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ,ତେବେ ଏହା ମାତା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ଦେଇଥାଏ ।

2. ଧଳାପେଚା :-

ଧଳାପେଚା ଯଦି ଘର ଉପରେ ବସନ୍ତି ବା ରାସ୍ତାରେ ଆପଣ ମାନେ କେବେ ଦେଖନ୍ତି ତ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଖବର ହୋଇଥାଏ ।

3. ରୋଷେଇ ଘରେ ଝା଼ଡୁ ରଖନ୍ତୁ ନାହିଁ :-

ରୋଷେଇ ଘରେ କେବେହେଲେ ଝାଡୁ ରଖିବେ ନାହିଁ ଏବଂ ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁ ନଥିବା ସ୍ଥାନରେ ରଖନ୍ତୁ । ଅର୍ଥାତ୍ ଘର ସଫା କରିବା ପରେ ଝାଡୁଟିକୁ କୌଣସି ସ୍ଥାନରେ ଲୁଚାଇ କରି ରଖନ୍ତୁ ।

ବର୍ତ୍ତମାନ ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀ ଆସିବାର 5 ଟି ସଙ୍କେତ ବିଷୟରେ ।

1. କଳାରଙ୍ଗର ପିମ୍ପୁଡି :-

କଳା ପିମ୍ପୁଡି ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ , ଜ୍ୟେତିଷଶାସ୍ତ୍ର ଅନୁସାରେ କଳାରଙ୍ଗର ପିମ୍ପୁଡିକୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଇଥାଏ । ଘରେ ଯଦି ଆଚାନକ କଳା ପିମ୍ପୁଡି ଗୋଲ ଆକାରରେ ବୁଲିବାର ଦେଖାଦିଏ , ତ ଏହା ବହୁତ ଶୁଭ ସଙ୍କେତ ମାନା ଯାଇଥାଏ । ଏହା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଙ୍କେତ ହୋଇଥାଏ ।

2. ଝିଟିପିଟି :-

ଝିଟିପିଟିକୁ ମଧ୍ୟ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଥାଏ , ଘରେ ଯଦି ଅଚାନକ 3 ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖାଯାଏ ତ ଏହାକୁ ବହୁତ ଶୁଭ ମାନା ଯାଇଥାଏ । ଏହା ମାଲକ୍ଷ୍ମୀ ଆଗମନର ସଙ୍କେତ ଅଟେ ।

3. ପକ୍ଷୀ :-

ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ଆସିକରି ବସା ବାନ୍ଧିଥାଏ ତ ଏହା ବହୁତ ହିଁ ଶୁଭ ସଙ୍କେତ ମାନା ଯାଇଥାଏ । ଏହା ମାଲକ୍ଷ୍ମୀ ଆଗମନର ସଙ୍କେତ ଦେଇଥାଏ , ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ବସା ବାନ୍ଧିଥାଏ ତାକୁ ଭୁଲରେ ବି ଭାଙ୍ଗୁବାକୁ ଚେଷ୍ଟା କରନ୍ତୁ ନାହିଁ ।

4. ଶଙ୍ଖର ଧ୍ୱନି :-

ଯଦି ଆପଣଙ୍କୁ ଦିନର କୌଣସି ବି ସମୟରେ କିମ୍ୱା ମୁଖ୍ୟତଃ ସକାଳେ ଓ ସନ୍ଧ୍ୟାରେ ନିତି ଶଙ୍ଖର ଧ୍ୱନି ଶୁଣାଯାଇଥାଏ ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି ।

5. ଡାହାଣ ହାତ ପାପୁଲି କୁଣ୍ଡେଇ ହେବା :-

ଯଦି ଆପଣଙ୍କ ଡାହାଣ ହାତର ପାପୁଲି କୁଣ୍ଡେଇ ହେବା କୁ ଲାଗେ , ତ ଏହାବି ଧନ ପ୍ରାପ୍ତିର ଶୁଭ ସଙ୍କେତ ହୋଇଥାଏ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇକରି ସମସ୍ତ ମନସ୍କାକମା ପୂର୍ଣ୍ଣ କରିବାକୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।