ମା’ ଆଖି ଆଗରେ ଚାଲିଗଲା ଦୁଇ ଝିଅଙ୍କ ଜୀବନ, ସହିପାରିନଥିଲେ ମା’ କହିଲେ କେମିତି ଥିଲା ସେଦିନର କାଳ ରାତି… ଦେଖନ୍ତୁ Video

ସମୟ ଏବେ ଏମିତି ହୋଇଗଲାଣି ଯାହା ବେଳେ ବେଳେ କିଛି ଛାତି ଥରାଇ ଦେଲା ଭଳି ଦୃଶ୍ୟ ଆଖି ସମ୍ନାକୁ ଆସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ। ଏହି ଠାରେ ଜଣେ ମହିଳାଙ୍କର ଦୁଇ ଝିଅ ଙ୍କର ଅକାଳେ ମୃତ୍ୟୁ ହୋଇଛି ଯାହା ପାଇଁ ଏବେ ସେ ଚର୍ଚ୍ଚାରେ। ଆଉ ସେହି ଝିଅ ର ସେହିପରି କିଛି ନ ଥିଲା କେବଳ ବାନ୍ତି ହୋଇଥିଲା ତାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଏଠାରେ ସୂଚନା ଯୋଗ୍ୟ। ଏଠାରେ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି।

ଆଉ ଆପଣ ମାନେ ଏଠାରେ ଦେଖିବା ପରେ ଏହି ଭିଡ଼ିଓ କୁ ମୁଣ୍ଡରେ ମଧ୍ୟ ହାତ ଦେଇ ଦେବେ। ସେହି ଭିଡ଼ିଓ ଟିରେ କିଛି ଆଖି କୁ ଚମକାଇ ଦେଲା ଭଳି ଦୃଶ୍ୟ ନଜରକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ଘଟଣା ଟିରେ ଜଣେ ମାଆର ଏକ ବଡ଼ ବଳିଦାନ ଯାହା ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛି । ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଧରିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି ଯାହା ନଜରକୁ ଆସିଛି।

ଏହି ଭିଡ଼ିଓ ରେ ଦୁଇ ଜଣ ଝିଅ ଙ୍କର ମୃତ୍ୟୁ ହୋଇଥିବା ନେଜ ସୂଚନା ମିଳିଛି ଯାହା ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି।ଆଉ ଏଠାରେ ତାଙ୍କର ମାଆ ଏମିତି କିଛି କାମ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଜୋର ଭାଇରଲ ହୋଇଛି। ଏହି ଭିଡ଼ିଓ ଏବେ ସେ ଜଣେ ମାର ଦୁଇ ଝିଅ ର ଅକାଳେ ମୃତ୍ୟୁ ନେଇ ଏବେ ତାଙ୍କ ପରିବାର ଲୋମ କାନ୍ଦି କାନ୍ଦି ଗଡୁଛନ୍ତି ଯାହା ଏବେ ତାଙ୍କର ମାଆ ଛାତି ଥରା ଅଶ୍ରୁ ଏବେ ସୋସିଆଲ ମିଡ଼ିଆରେ ଶୋକ ଖେଳାଇ ଦେଇଛି ଯାହା ଆପଣ ମାନେ ଏହି ଭିଡ଼ିଓ କୁ ଦେଖିବା ପରେ ମଧ୍ୟ ଦୁଃଖ ଅନୁଭବ କରିଥିବେ ଯାହା ଜଣେ ମାଆର ଦୁଇ ଝିଅ ଆଖି ବୁଝିବା ଘଟଣା। ଜଣେ ମାଆ ର ଏମିତି ସମୟ ଯାହା ସମସ୍ତେଙ୍କୁ ଚମକାଇ ଦେଇଛି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ସେହିଭଳି କିଛି ପ୍ରଭାବ ପକେଇଛି।

ଏହି ଠାରେ ତାଙ୍କର ସେହି ଝିଆ ର ଅଙ୍ଗ ଦାନ କରିଥିବା ନେଇ ସୂଚନା ମିଳିଛି ଏବଂ ତାଙ୍କର ଆଖି କୁ ମଧ୍ୟ ଦାନ କରିଛନ୍ତି ଯାହା ପାଇଁ ଏବେ ଚର୍ଚ୍ଚା କୁ ଆସିଛନ୍ତି।ଆଉ ସେ ମଧ୍ୟ କହିଛନ୍ତି ସାଧାରଣ ଲୋକ ମାନଙ୍କୁ ଏମିତି କିଛି କରିବା ପାଇଁ ଯାହା ପାଇଁ ଅନ୍ୟ ଲୋକ ମାନେ ଉପକୃତ ହେବେ। ଆଉ ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ସମାଜ ରେ ପ୍ରେରଣା ସୃଷ୍ଟି କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ଭଳି ତାଙ୍କର ମହାନ କାର୍ଯ୍ୟ ପାଇଁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment