ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଭିଡ଼ିଓ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଚମକି ପଡି ଥାଆନ୍ତି। ଆଉ କିଛି ଭିଡ଼ିଓ ଦେଖିବା ପରେ ଆଖିରୁ ସଙ୍ଗେ ସଙ୍ଗେ ଅଶ୍ରୁ ଆସି ଯାଇଥାଏ । ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଦାଦନ ପୁଅ ର ଶବ ସହିତ ଚାଲିଛି ଏମିତି କିଛି ବେପାର ଯାହା ଜାଣିବାପରେ ମୁଣ୍ଡରେ ହାତ ଦେବେ। ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯେଉଁଠି ଏକ ପରିବାର ମଧ୍ୟରେ ଦୁଃଖ ର ଛାୟା ଖେଳି ଯାଇଛି।
ଯାହାକୁ ଦେଖିବା ପରେ ସମସ୍ତେ ଙ୍କ ଆଖିରୁ ଲୁହ ଆସି ଯାଉଛି।ସେହି ପରିବାର ମଧ୍ୟରେ ଜଣେ ମାତ୍ର ରହିଥିଲା ରୋଜଗାର ପୁଅ । ଯିଏ ଜଣେ ବାପା ଓ ଜଣେ ସ୍ତ୍ରୀ ର ସ୍ୱାମୀ ମଧ୍ୟ ହେଲେ ସମସ୍ତେ ଙ୍କୁ ଛାଡି ଶେଷ ରେ ପଳେଇଲା। ଆଉ ଏହି ଘଟଣା କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଶୋକର ଛାୟା ଖେଳି ଯାଇଛି। ଆଉ ଏମିତି ଅନେକ ସମୟରେ ଘଟଣା ସବୁ ଆଖି ଆଗକୁ ଆସିଥାଏ ଯେଉଁଠି ପରିବାର ର ମୁଖ୍ୟ ଲୋକ ଙ୍କୁ ମାରି ଦିଆ ଯାଇଥାଏ ଆଉ କେଉଁଠି ଘରର ମହିଳା ଙ୍କୁ ହତ୍ୟାପାଇ ଧମକ ଦିଆ ଯାଇଥାଏ।
ଆଉ ବିଭିନ୍ନ ସମୟରେ ନଜରକୁ ଆସିଛି ଯେ ମଣିଷ ପାଖରେ ଆଉ ମାନବିକତା ରହି ନାହିଁ ଯାହା ଦ୍ୱାରା ମଣିଷ ଆଉ ଗୋଟିଏ ମଣିଷ ର ଜୀବନ ମଧ୍ୟ ନେଇ ଯାଇଥାଏ ଯାହା ଭିଡ଼ିଓ ଅନେକ ସମୟରେ ଭାଇରଲ ହୋଇଥାଏ। ଆଉ ଅନେକ ଲୋକ କିଛି ସ୍ୱାର୍ଥ ପାଇଁ ନିଜର ଲୋକ ଙ୍କ ସହିତ ଏମିତି କିଛି କରିବାକୁ ପଛେଇ ନଥାଏ ଯାହା ଜ୍ୱଳନ୍ତ ଉଦାହରଣ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ। ଆଉ ଏଠାରେ ଜଣେ ବାପା ଓ ମା ର ପୁତ୍ର ଓ ସ୍ତ୍ରୀ ର ସ୍ୱାମୀ ଏବଂ ପୁଅ ର ବାପା ଯାହା କୁ ମାରି ଦିଆ ଯାଇଛି ଯାହା କୁ ନେଇ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଆଉ ଏଠାରେ ସେମାନେ କହୁଛନ୍ତି ଯେ ସେହି ପୁଅ ତାଙ୍କର ରାଜ୍ୟ ବାହାରେ କାମ କରି ଥାଆନ୍ତି ଏବଂ ଜଣେ ଠିକାଦାର ସାଙ୍ଗ ରେ ସେଠାକୁ ଯାଇଥିଲେ। ଆଉ ସେହିଦିନ ଠିକାଦାର ଜଣଙ୍କ ଫୋନ କରି କହିଲେ ଯେ ସେ ଆଉ ନାହାଁନ୍ତି।
ଏହି ଘଟଣା ଟିରେ ତାଙ୍କର ପରିବାର ଲୋକ କହୁଛନ୍ତି ଯେ ଠିକାଦାର ଜଣଙ୍କ ଘରୁ ଆସି ନେଇ ଯାଇଥିଲା ସାଙ୍ଗରେ ବାହାରକୁ ହେଲେ କାମ କରିବା କିଛି ଦିନ ପରେ ତାଙ୍କ ସହିତ ଏମିତି ଘଟି ଯାଇଛି ଯାହାକୁ ନେଇ ସରକାର ଙ୍କ ପାଖରେ ସହାୟତା ଲୋଡିଛନ୍ତି। ଆଉ ତାଙ୍କର ଏହି ସମୟରେ କିଏ ହେବ ସାହାରା। ଯିଏ ଥିଲା ପୁଅ ସବୁ କିଛି ଘର କଥା ବୁଝୁଥିଲେ ଏବଂ ଗୋଟିଏ ପୁଅ ବାପ ଛେଉଣ୍ଡ କରି ଛାଡି ଦେଇଗଲା ଯାହା ର ସ୍ଥାନ କିଏ ପୂରଣ କରିବ ତାହାକୁ ନେଇ କାନ୍ଦି କାନ୍ଦି ସ୍ତ୍ରୀ ,ବାପା, ବୋଉ ସମସ୍ତେ ଗଡି ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।