ବଡ ଖୁସି ଖବର – ମାଆ ହେଲେ ଓଡ଼ିଆ ହିରୋଇନ ଆନିଷା, ଦେଖନ୍ତୁ ଆନିଷା ଙ୍କ କୁନି ଝିଅକୁ…

0

ଆପଣ ମାନେ ସମସ୍ତେ ଜାଣିଥିବେ କି ଅଲିଉଡ ଇଣ୍ଡଷ୍ଟ୍ରୀର ସୁପରହିଟ ଯୋଡି ଆନିଶା ଏବଂ ଶୁଭାଷିଶ । ଉଭୟ ପରସ୍ପରକୁ ସୁଟିଙ୍ଗ ସେଟ୍ ରୁ ଭଲ ପାଇବସିଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବର୍ତ୍ତମାନ ବହୁତ ବଡ ଖୁସୀର ଖବର ଆସିଛି କି ଆନିଶା ମା ଏବଂ ଶୁଭାଷିସ ବାପା ହୋଇଛନ୍ତି । ଗତକାଲି ଘୋରଇ ହସ୍ପିଟାଲରେ କନ୍ୟା ସନ୍ତାନଟିଏ ଜନ୍ମ ଲାଭ କରିଛନ୍ତି । ଏହି ଖୁସୀରେ ଅନିଶା ଏବଂ ଶୁଭାଶିଷ ପୋଷ୍ଟ କରିଛନ୍ତି ନିଜ ସୋସିଆଲ ଆକାଉଣ୍ଡରେ । ବର୍ତ୍ତମାନ ସମୟରେ ଶୁଭାଶିଷଙ୍କର କୁନି ଝିଅ ହୋଇଥିବାରୁ ସେ ବହୁତ ଖୁସୀ ଅଛନ୍ତି ।

ଏହାଛଡା ଆପଣ ମାନେ ଜାଣିଥିବେ , ଜୀ ସାର୍ଥକରେ ହେଉଥିବା ଧାରାବାହିକ ହେ ପ୍ରଭୁ ସିରିଏଲରେ ଶୁଭାଶିଷ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରୁଛନ୍ତି । ଏହି ସିରିଏଲରେ ତାଙ୍କର ଜବରଦସ୍ତ ଅଭିନୟ ସାଙ୍ଗକୁ ଜବରଦସ୍ତ କମେଡି ମଧ୍ୟ ଦେଖିବାକୁ ପାଉଥିବେ । ଅଗଣିତ ଦର୍ଶକମାନେ ମଧ୍ୟ ଶୁଭାଷିଶ ଙ୍କ ଅଭିନୟକୁ ବହୁତ ପସନ୍ଦ କରିଛନ୍ତି ଓ ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହାଛଡା ଶୁଭାଷିଶ ଓ ଆନିଶାଙ୍କୁ ବହୁତ ସାରା ସିରିଏଲ ବା ଫିଲ୍ମୀରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ । ଉଭୟ ପରସ୍ପରକୁ ସୁଟିଙ୍ଗ ସେଟ୍ ରୁ ହିଁ ଭଲ ପାଇବସିଥିଲେ ।

ଆନିଶା ଓ ଶୁଭାଷିଶ ଭଲ ପାଇବା ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ , କିନ୍ତୁ ବର୍ତ୍ତମାନ ଆନିଶା ମା ଏବଂ ଶୁଭାଷିଶ ବାପା ହୋଇଛନ୍ତି । ତାଙ୍କ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଇଛି , ଯାହାଦ୍ୱାରା ଶୁଭାଷିଶଙ୍କ ଫ୍ୟାନ ମାନେ ବା ଓଡିଆ ସେଲିବ୍ରେଟି ମାନେ ଶୁଭେଚ୍ଛାର ଅଭିନନ୍ଦନ ଜଣାଇଛନ୍ତି , ଶୁଭାଷିଶଙ୍କ କୁନି ଝିଅଙ୍କୁ । ବହୁ ଦିନ ପରେ ତାଙ୍କ ପରିବାରକୁ ଏକ ଖୁସୀ ଖବର ଆସିଛି , ଯେଉଁଥିପାଇଁ ପୁରା ପରିବାର କୁନି ଝିଅର ସ୍ୱାଗତରେ ଲାଗିଛନ୍ତି । ଆପଣ ମାନେ ଜାଣି ଖୁସୀ ହେବେ କି ଆନିଶା ଏବଂ ଶୁଭାଷିଶ ଙ୍କ ଫ୍ୟାନ ମାନେ ମଧ୍ୟ ମା ଏବଂ ବାପା ହେବାର ଅନେକ ଶୁଭଚ୍ଛେ ଓ ଶୁଭକାମନା ଜଣାଇଛନ୍ତି ।

ଶୁଭାଷିଶ ଙ୍କ ସୁନ୍ଦର ଅଭିନୟ ସାଙ୍ଗକୁ ବର୍ତ୍ତମାନ ର ଖୁସୀ ଦ୍ୱିଗୁଣ ହୋଇଯାଇଛି ଏବଂ ବର୍ତ୍ତମାନ ସେ ବହୁତ ଖୁସୀ ମଧ୍ୟ ଅଛନ୍ତି । ଆଗାମୀ ଦିନରେ କୁନି ଝିଅର ନାମକରଣ କଣ ରଖାଯାଉଛି ତାହା ଜାଣିବା ପାଇଁ ବାକି ରହିଛି । ପରିବାର ସମସ୍ତ ସଦସ୍ୟ କୁନି ଝିଅର ଆଗମନ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ କୁନି ଝିଅ ଘରକୁ ଆସିବାର ବହୁତ ଲକି ମଧ୍ୟ ଅନୁଭବ କରୁଛନ୍ତି । ବହୁ ଦିନର ଅପେକ୍ଷା ର ଅନ୍ତ ଘଟିଛି ଏବଂ ଆନିଶା ମା ଓ ଶିଭାଷିଶ ବାପା ହୋଇଛନ୍ତି । ଏହି ଖବର ଆନିଶା ଏବଂ ଶୁଭାଷିଶ ନିଜ ସୋସିଆଲ ଆକାଉଣ୍ଡରେ ପୋଷ୍ଟ କରି ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।