ଦେଖନ୍ତୁ ଭିଡ଼ିଓ – ମାଆ ମୋତେ ବାହାଘର କରେଇଦିଅ..ଛୁଆ ବି ଜନ୍ମ କରିଦେବି…ଭିଡ଼ିଓ ଦେଖିଲେ ଆପଣ ନିଜର ହସ ଅଟକାଇ ପାରିବେ ନାହିଁ

0

ବନ୍ଧୁଗଣ ଆପଣ ମାନଙ୍କୁ ସମସ୍ତଙ୍କୁ ଛୋଟ ପିଲା ମାନଙ୍କ କଥା ନିଶ୍ଚିତ ଭଲ ଲାଗୁଥିବ। ସେମାନେ ହେଉଛନ୍ତି ଭଗବାନଙ୍କ ସୁନ୍ଦର ସୃଷ୍ଟି ଏବଂ ନିଷ୍ପାପ୍ୟ ହୃଦୟର।ଆଉ ସେଥିପାଇଁ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।

କାହିଁକି ସେମାନେ ଅଜବ କଥା ଗୁଡ଼ିକ ପଚାରି ଥାଆନ୍ତି।ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ମଧ୍ୟ ତାଙ୍କ ନିଜ ଲୋକଙ୍କୁ ପଚାରିଥାନ୍ତି।

ଆମେ ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। କାରଣ ଆପଣ ଯାହା ଭାବି ନଥିବେ ସେହିଭଳି ପ୍ରଶ୍ନ ମଧ୍ୟ ପିଲାମାନେ ବେଳେବେଳେ ପଚାରି ଦେଇଥାନ୍ତି।ଆଉ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ଯେ ଏହାର ଉତ୍ତର ଆପଣ କଣ ଦେବେ।

କାରଣ ତାହା ସେମାନଙ୍କୁ ବୁଝାଇବା ସମ୍ଭବ ନୁହଁ। ସେହିପରି କିଛି ପିଲା ମାନଙ୍କ କଥା ମଧ୍ୟ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେମାନଙ୍କୁ ଶୁଣିବାକୁ ଭଲ ଲାଗେ। ସେମାନେ ଯାହା କୁହନ୍ତି ସେଥିରେ କିଛି କାରଣ ଥାଉ କି ନଥାଉ ତାହା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ।

ସେହିଭଳି ଏକ ଭିଡିଓ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଭିଡିଓ ରେ ଜଣେ ଛୋଟ ପିଲା ତାର ମାଆ କୁ ଯେଉଁଭଳି କଥା କହୁଛି ତାହା ଶୁଣି ଆପଣ ନିଶ୍ଚିତ ତାଜୁବ ତ ହୋଇଯିବେ ପୁଣି ହସି ହସି ଗଡ଼ିଯିବେ।ଆଉ ଏହି ଛୋଟ ପିଲାର ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସେ ତାର ମାଆ କୁ କହୁଛି କି ମାଆ ମୋର ବିବାହ କରିଦିଅ। ଗୋଟେ ଭଲ ଝିଅ ଦେଖି ମୋର ବିବାହ କରିଦିଅ ଯିଏକି ତୁମକୁ କାମରେ ସାହାଯ୍ୟ କରିବ। ଘରର ସମସ୍ତ କାମ କରିଦେବ। ମୋ ସବୁ କଥା ବୁଝିବ। ସବୁ ଜିନିଷକୁ ସଜାଡି କରି ରଖିବ।

ଆଉ କିଛି ମୋର ଅସୁବିଧା ହେବ ନାହିଁ। ଆମେ ପରିବାରରେ ୩ ଜଣ ଅଛୁ। ତେଣୁ ଆଉ ଜଣେ ଆସିଲେ ଆମେ ପରିବାରରେ ଚାରି ଜଣ ହେଇଯିବୁ। ଆମ ପରିବାରରେ ଦୁଇଜଣ ପୁଅ ଆଉ ଦୁଇଜଣ ଝିଅ ହୋଇଯିବେ। ସମସ୍ତେ ସାଙ୍ଗ ହୋଇ ଖେଳିବା।ଏବେ ଲୁଚାଲୁଚି ଖେଳିବା ହୋଇ ପାରୁନି,ଆଉଜଣେ ଆସିଲେ ଭଲ ହେବ ଏବଂ ଆମେ ମିଶିକି ଲୁଚକାଳି ଖେଳିବା।

ଏହିପରି ଅନେକ କଥା ସେ ତାର ମାଆ ସହ ହେଉଛି ଏବଂ ମାଆ ର ପ୍ରଶ୍ନରେ କୌତିକିଆ ଉତ୍ତର ଦେଉଛି। ଯାହାକୁ ଆପଣ ଏହି ଭିଡିଓ ରେ ଦେଖି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।