Intresting GK Question – ମା’ ଠାରୁ ଜନ୍ମ ହୁଏ ମା’ କୁ ଛୁଇଁଲେ ମରିଯାଏ ସେ କିଏ ? ବୁଦ୍ଧିମାନ ହିଁ ଉତ୍ତର ଦେଇ ପାରିବ

0

ବନ୍ଧୁଗଣ ଆଜି ର ଦିନରେ ଆମକୁ ଅନେକ ଜ୍ଞାନ ଅର୍ଜନ କରିବାର ଅଛି l ଆଜିର ଦୁନିଆ ରେ ଆମକୁ ଜ୍ଞାନ ବିନା କିଛି ବି ସମ୍ଭବ ନୁହଁ l ଆମେ ଥରେ ଥରେ ବହୁତ ଗୁଡିଏ ପ୍ରଶ୍ନ ର ସାମ୍ନା ହଠାତ ହୁଅନ୍ତି ଯାହା ଆମେ ଜାଣିଥିଲେ ବି ବିଚଳିତ ହୋଇଥାନ୍ତି କିନ୍ତୁ ଏହି ପ୍ରଶ୍ନ ବହୁତ ସହଜ ହୋଇଥାଏ l ତେବେ ଏହି ଭଳି କେତେ ଗୁଡିଏ ପ୍ରଶ୍ନ ର ଉତ୍ତର ଚାଲନ୍ତୁ ଜାଣିବା l ଆମେ ଆପଣ ମାନଙ୍କ ପାଇଁ କିଛି ଗୁଡିଏ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ନେଇ ଆସିଛୁ ଯାହାକି ଆପଣ ଜାଣିନଥିବେ ତେବେ ଚାଲ ଏହି ସବୁ ପ୍ରଶ୍ନ ବିଷୟରେ ଆଲୋଚନା କରିବା…

1:- ଏମିତି କୋଉ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ଆମକୁ ଭାଙ୍ଗିବା କୁ ପଡିଥାଏ l
ଉତ୍ତର :- କୌଣସି ଜିନିଷ ଭାଙ୍ଗି ଗଲା ପରେ ତାହା ବ୍ୟବହାର ଯୋଗ୍ୟ ହୋଇନଥାଏ କିନ୍ତୁ ଅଣ୍ଡାକୁ ଭାଙ୍ଗିଲା ପରେ ଆମେ ବ୍ୟବହାର କରିଥାନ୍ତି l

2:- ଏମିତି କୋଉ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଆଉ ନାରୀମାନେ ସବୁ ଦିନେ କରନ୍ତି ?
ଉତ୍ତର :- ମଥାରେ ସିନ୍ଦୁର ଦେବା l
ମଥାରେ ସିନ୍ଦୁର ଦେବା ଦ୍ୱାର ଏକ ସମ୍ପର୍କ ସୃଷ୍ଟି ହୋଇଥାଏ l ଯାହା ଏକ ପୁରୁଷ ଏକ ନାରୀର ମଥାରେ ଦେବା ପରେ l ଏହା ପୁରୁଷ ନିଜର ବିବାହ ସମୟରେ ଥରେ ଏବଂ ନାରୀ ପ୍ରତେକ ଦିନ ନିଜର ମଥାରେ ସିନ୍ଦୁର ଲଗାଇଥାଏ l

3:- କେଉଁ ବହି ଯାହାକୁ କେବେ ଛପା ଯାଇନାହିଁ ?
ଉତ୍ତର :- ଫେସବୂକ
ଫେସବୁକ ଏକ ଫୋନ ଆପ ଏହା କେବେବି ଛପା ଯାଇନଥାଏ l ଏହା ଦ୍ୱାର ଆମେ କେତେ ଗୁଡିଏ ନୂଆ ସାଙ୍ଗ ସୃଷ୍ଟି ହୋଇଥାନ୍ତି l ଏବଂ କେତେ ଗୁଡିକ ତଥ୍ୟ ମିଳିଥାଏ l

4:- କେଉଁ ଯାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡ଼ି ମାରି ପାରିବ ନାହିଁ ?
ଉତ୍ତର :- ମହାଆକାଶ ରେ
ମହାକାଶରେ ଆମେ କେବେବି ସୋଇ ପାରିବା ଅସମ୍ଭବ ଘୁଙ୍ଗୁଡ଼ି ମାରିବା କମିତି l

5:- ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର :- ମୃତ୍ୟୁ
ମୁର୍ତ୍ୟୁ କୁ ଆମେ କେବେବି ଚାହିଁ ନଥାନ୍ତି କିନ୍ତୁ ଏହା ଆପେ ଆପେ ସମୟ ଆସିଲେ ଚାଲି ଆସିଥାଏ l

6:-ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମାରି ଯାଏ ସେ କିଏ ?
ଉତ୍ତର :- ଲୁଣ

ଲୁଣ ସମୁଦ୍ର ରୁ ଜାତ ହୋଇଥାଏ ଏବଂ ଏହାକୁ ଯଦି ଆମେ ପାଣି ରେ ପକାଇ ଥାନ୍ତି ଏହା ମିଳାଇ ଯାଏ l

7:- ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ୱେ ବି ବଜାରରେ ବିକା ଯାଏ ନାହିଁ ?
ଉତ୍ତର :- ଧର୍ଯ୍ୟ ର ଫଳ
ହଁ ଆଜ୍ଞା ଆମେ ଯଦି କୌଣସି କାମକୁ ଧର୍ଯ୍ୟ ଧରି ରହିବା ନା ତାର ଫଳ ସର୍ବଦା ମିଠା ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।