ମାଳିକା ଭବିଷ୍ୟବାଣୀ ! ମାଡି ଆସୁଛି ମହା ବିପତ୍ତି, ଏଥର ପରେ ନୁହେଁ ପୂର୍ବରୁ ଚେତାବନୀ ଦେଲା ମାଳିକା । ସେୟା କରି ସମସ୍ତଙ୍କୁ ଜଣାନ୍ତୁ…

0

ପଞ୍ଚସଖା ଙ୍କ ସାହିତ୍ୟ ଆମେ ଆଜି ଆଲୋଚନା ପର୍ଯ୍ୟାଲୋଚନା କରୁଛେ।ପ୍ରତ୍ୟେକ ଥର ଭଳି ମାଳିକା ର ସେହି ୬୦୦ ବର୍ଷର ଆଗତ ଭବିଷ୍ୟତ, ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ। ଛଅ ଶହ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି ଯାଇଛନ୍ତି, ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ।

କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ। ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।

ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆମର ଆଗାମୀ ଭବିଷ୍ୟତ ରହିବ।ତେବେ ଚଉତିଶା ମାଳିକା ରେ ମହାପୁରୁଷ ଲେଖିଛନ୍ତି ଯେ ପୃଥିବୀକୁ ଏମିତି ବିପଦ ମାଡ଼ି ଆସିବ ଯାହା ଅତି ଭୟଙ୍କର ହେବ। ସେତେବେଳେ ଏମିତି ସ୍ଥିତି ସୃଷ୍ଟି ହେବ କି କୁଢ଼ କୁଢ଼ ହାଡ଼ ଜମା ହୋଇଯିବ। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ନିଜ ନିଜ ରାଷ୍ଟ୍ର ମଧ୍ୟରେ ଉତ୍ପାତ ଦେଖାଦେବ। ଲୋକେ ଅକାରଣରେ ଜୀବନ ହାନି ଘଟିବ।

ତେବେ ଏହା କେବଳ ଭାରତ ବର୍ଷର କଥା ନୁହଁ, ବରଂ ପୃଥିବୀର କଥା କହିଛନ୍ତି ମହାପୁରୁଷ। ଯାହା ଘଟିବ ବୈଶାଖ ମାସରେ। ଗ୍ରହ ନକ୍ଷତ୍ର ମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ନରହିବା କାରଣରୁ ଯେପରି ବିପଦ ଆସେ ସେହିପରି ବଡ଼ ବିପଦ ଆସିବ। ସମୟ ଏମିତି ଆସିବ ଲୋକଙ୍କୁ ଖାଇବା ଦ୍ରବ୍ୟ ଆଉ ମିଳିବ ନାହିଁ। ପାଖରେ ପଇସା ଥିଲେ କଣ ହେବ, ଖାଦ୍ୟ ପଦାର୍ଥ ର ଅଭାବାବସ୍ଥା ପରିଲକ୍ଷିତ ହେବ।

କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବ। କୃଷକ ମାନେ ଧୀରେ ଧୀରେ କୃଷି କାର୍ଯ୍ୟ ପ୍ରତି ନିରୁତ୍ସାହିତ ହେବେ।ଆଉ ଏହିଭଳି ସମୟ ଆସିବ ୨୦୨୪ ମସିହା ପାଖରୁ। ଏହିଭଳି ଏକ ସମସ୍ୟା, ବିପଦକୁ ଆମକୁ ସମସ୍ତଙ୍କୁ ସାମ୍ନା କରିବାକୁ ପଡ଼ିବ।

ଆଉ ଏହି ବିପଦ ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ଲାଗି ରହିବ ବୋଲି ମାଳିକା ରେ ମହାପୁରୁଷ ଲେଖିଛନ୍ତି। ଖାଦ୍ୟ ପଦାର୍ଥର ଦରଦାମ ଆକାଶ ଛୁଆଁ ହେବ। ପାଖରେ ଟଙ୍କା ଥିବ କିନ୍ତୁ ଖାଇବାକୁ କିଛି ନଥିବ। ତେଣୁ ଏଥିପ୍ରତି ଆପଣ ସଚେତନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ। ଡରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହି ମାଳିକା ର ଆଗତ ଭବିଷ୍ୟତ ବର୍ଣ୍ଣନା କେବଳ ଆମ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଏବଂ ନିଜ ଭିତରେ ଆତ୍ମ ବିଶ୍ୱାସ କୁ ବୃଦ୍ଧି କରିବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।