ମଦ୍ୟପ ଡାକ୍ତରଙ୍କ ଉନ୍ମତ କାଣ୍ଡ: ଗାଡି ପାର୍କିଂକୁ ନେଇ ସିକୁରିଟି ଗାର୍ଡଙ୍କୁ ଲୁହ ରଡରେ ଆକ୍ରମଣ କଲେ ଡାକ୍ତର ବାବୁ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ଆଜିକାଲି ସମାଜରେ ବହୁତ ଅନ୍ୟାୟ କାର୍ଯ୍ୟ ଦେଖିବା ପାଇଁ ମିଳୁଛି। ସମାଜରେ ଏଭଳି କିଛି ଅସଭ୍ୟ ଲୋକ ମାନେ ଅଛନ୍ତି ଯେ, ଯେଉଁମାନେ କି ମଦ ପିଇ ଆସି ଖରାପ କଥା କହିବା ସହିତ ଗାଳି ଗୁଳଜ ମଧ୍ୟ କରିଥାନ୍ତି। ଯେଉଁମାନେ ମଧ୍ୟ ଉଚ୍ଚ ପଦସ୍ତରେ ଅଛନ୍ତି ସେମାନେ ମଧ୍ୟ ଏଭଳି କାର୍ଯ୍ୟ କରି ଥାଆନ୍ତି। ଯାହାକି ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ। ସେମାନେ କାହାରିକୁ ଖାତିର କରୁ ନାହାନ୍ତି ଓ ଏମିତିକି ଆଇନକୁ ମଧ୍ୟ ଡରୁ ନାହାନ୍ତି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରୁଛନ୍ତ। ସେମାନେ ମଦ ପିଇ ଆସି ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଇ ଥାଏ ଓ ବହୁତ ଅନ୍ୟାୟ କାର୍ଯ୍ୟ ମଧ୍ୟ କରିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଡାକ୍ତର ସିକ୍ୟୁରୀଟି ଗାର୍ଡଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଛନ୍ତି। ଯାହାକି ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସରେ, ଆଜିକାଲିର ଲୋକ ମାନେ ବହୁ ମାତ୍ରାରେ ମଦ ପିଉ ଥିବାର ଦେଖିବା ପାଇଁ ମିଳିଛି। ସେମାନେ ମଦ ପିଇ ସବୁବେଳ ପାଇଁ ନିଶା ଶକ୍ତ ଅବସ୍ଥାରେ ରହି ଥାଆନ୍ତି। କେତେବେଳେ କାହାକୁ ଯେ କଣ କହି ଥାଆନ୍ତି, ସେମାନେ ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ। ଜଣେ ଡାକ୍ତର ବହୁତ ଜୋରରେ ମଦ ପିଇ ଥିଲେ। ସେ ମଦ ପିଇ ତାଙ୍କ ଡିଉଟିକୁ ଆସିଥିଲେ। ସେହି ସମୟରେ ଗାଡି ପାର୍କିଙ୍ଗ କରିବା ବେଳେ ସିକ୍ୟୁରୀଟି ଗାର୍ଡଙ୍କ ସହିତ ଗାଳି ଗୁଳଜ କରିଥିଲେ। ସିକ୍ୟୁରୀଟି ଗାର୍ଡ କହିଥିଲେ ଯେ, ଗାଡିକୁ ପାର୍କିଙ୍ଗ ଏରିୟାରେ ରଖନ୍ତୁ। କିନ୍ତୁ ଡାକ୍ତର ଜଣଙ୍କ ତାଙ୍କ କଥା ଶୁଣି ନଥିଲେ। ଏଥି ସହିତ ଡାକ୍ତର ସିକ୍ୟୁରୀଟି ଗାର୍ଡଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲେ।

ଏହି ଘଟଣା ଦେଖି ସେଠାକାର ଲୋକ ମାନେ ଆସି ଭିଡ଼ ଜମାଟ କରି ଦେଇଥିଲେ। ଡାକ୍ତରଙ୍କୁ ଯେତେ ଅଟକାଇଲେ ସୁଦ୍ଧା ସେ ଅଟକି ବାକୁ ପ୍ରସ୍ତୁତ ନଥିଲା। ସେମିତି ଖୁବ ଜୋରରେ ଚିତ୍କାର କରୁଥିଲା। ଏଥି ସହିତ ଡାକ୍ତର ସିକ୍ୟୁରୀଟି ଗାର୍ଡଙ୍କୁ ଲୁହା ରଡ଼ରେ ଆକ୍ରମଣ ମଧ୍ୟ କରିଥିଲେ। ଏହି ଘଟଣା ଦେଖି ପୋଲିସ ମାନେ ମଧ୍ୟ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ତେବେ ବନ୍ଧୁଗଣ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଉଚିତ ଶାସ୍ତି ଦିଆ ଯାଉ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।