ମାଗଣାରେ ବର୍ଷ ବର୍ଷ ଧରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏହି ବୁଢା ମଉସା, ଯୋଗ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଏହି ବୁଢା ମଉସାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….

0

ତେବେ କିଛି ଦିନ ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି। ଏହି ଭାଇରସ ଟି ମାର୍ଚ୍ଚ ମାସ ରେ ଚିହ୍ନଟ ହୋଇ ଥିଲେ କିନ୍ତୁ ବହୁତ୍ ଦିନ ଧରି ଏହାର ଟୀକା ପ୍ରସ୍ତୁତ ହୋଇ ପାରି ନଥିଲା ।

ତେବେ ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ । ଆଉ ଏହି ଲକ୍ ଡାଉନ୍ ସମୟ ରେ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା।

ତେବେ ଅଧିକ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅଭିଭାବକ ମାନେ ଅନଲାଇନ୍ ଶିକ୍ଷା କୁ ପ୍ରାଧାନ୍ୟ ଦେଇଥିଲେ। କିନ୍ତୁ ଦାରିଦ୍ର୍ୟ ର ସୀମା ରେଖା ଯୋଗୁଁ ଅନେକ ଲୋକ ଏହି ଅନଲାଇନ୍ ଶିକ୍ଷା ପାଇ ପାରୁ ନଥିଲେ । କାରଣ ଦାରିଦ୍ର୍ୟତା ଯୋଗୁଁ ସମସ୍ତ ଙ୍କ ପାଖରେ ମୋବାଇଲ ଫୋନ ଉପଲବ୍ଧ ନଥିଲା। ତେଣୁ ଅନେକ ଗରିବ ପିଲା ମାନେ ଏଥି ପାଇଁ ହଇରାଣ ହେଉଥିଲେ। ତେବେ ଏହି ସବୁ ଭିତରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ବେଶ୍ ଖୁସି ହୋଇଯିବେ।

ଯାଜପୁର ଜିଲ୍ଲାର ଜଣେ ବୟସ୍କ ବ୍ୟକ୍ତି ଗଛ ମୂଳରେ ବିନା ମୂଲ୍ୟ ରେ ପାଠ ପଢ଼ାଇବା ର ନଜର ଆସିଛନ୍ତି ସାଧାରଣ ଯେଉଁ ପିଲା ମାନେ ଅନଲାଇନ୍ ରେ ପଢିବା ପାଇଁ ସୁବିଧା ପାଇ ପାରି ନାହାଁନ୍ତି ସେମାନଙ୍କୁ ସେ ବିନା କୌଣସି ମୂଲ୍ୟ ରେ ପାଠ ପଢ଼ାଇ ଅଛନ୍ତି।

ତେବେ ଆଜି କାଲି ଯୁଗ ରେ ଯେଉଁଠି ଆମ ପାଖରେ ନିଜ ଲୋକ ବା ନିଜ ପରିବାର ମାନଙ୍କୁ ସମୟ ଦେବା ପାଇଁ ସମୟ ନଥାଏ ସେହି ସମୟ ରେ ଏହି ବୃଦ୍ଧ ଜଣଙ୍କ ବିନା କୌଣସି ମୂଲ୍ୟରେ ପିଲା ମାନଙ୍କୁ ପଢ଼ାଇ ଚର୍ଚ୍ଚା ବିଷୟ ପାଲଟି ଅଛନ୍ତି। ତେବେ ଏହି ଖବର ଟି ଗଣ ମାଧ୍ୟମ ରେ ଧୀରେ ଧୀରେ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ବିଭିନ୍ନ ଜରିଆ ରେ ପ୍ରଶଂସା ମିଳୁଛି।

ସେହି ଗ୍ରାମର ସରପଞ୍ଚ କୁ ଯେତେବେଳେ ଏହି ସମ୍ପର୍କ ରେ ପଚରା ଯାଇଥିଲା ସେ କହିଥିଲେ ଯେ ମଉସା ଜଣଙ୍କ ଆଜି କି କାଲି ନୁହନ୍ତି ଦୀର୍ଘ ୭୫ ବର୍ଷ ଧରି ପିଲା ମାନଙ୍କୁ ମାଗଣା ରେ ପାଠ ପଢ଼ାଇ ଆସୁଛନ୍ତି। ମଉସା ଙ୍କ ପାଠ ପଢା ଦେଖି ଅନେକ ପ୍ରକାର ସରକାରୀ ଅଫର୍ ମଧ୍ୟ ତାଙ୍କ ପାଖକୁ ଆସିଥିଲା କିନ୍ତୁ ସେ କୌଣସି ସହାୟତା ଗ୍ରହଣ କରି ନଥିଲେ। ତେବେ ତାଙ୍କୁ ପିଲା ମାନଙ୍କୁ ପଢାଇଲେ ଶାନ୍ତି ମିଳେ ଓ ସେହି ଥିରେ ହିଁ ତାଙ୍କର ଖୁସି ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।