ବର୍ତ୍ତମାନ ଦେଖାଯାଉଛି କି ଆଶ୍ଚୟତନନ୍ଦ ତାଙ୍କର ମାଳିକା ରେ ଯାହା କିଛି ବି ଭବିଷ୍ୟ ବାଣୀ କରିଥିଲେ ତାହା ସତରେ ପ୍ରକାଶିତ ହେବା କୁ ଯାଉଛି। ଏହାର ବଡ଼ ଉଦାହରଣ ହେଉଛି ବର୍ତ୍ତମାନ ର ମାରାତ୍ମକ କରନା ( COVID-19) ।ଯାହା ବିଷୟରେ ମାଳିକା ରେ ଆଗରୁ ବର୍ଣ୍ଣିତ ହୋଇଥିଲା। ତେବେ ଅଚ୍ୟୁତାନନ୍ଦ ଙ୍କର ମାଳିକା ତଥା ତାଙ୍କର ଭବିଷ୍ୟତ ବାଣୀ କୁ ଅନୁସରଣ କରି ଆମ ଓଡିଶାରେ କେତେକ ପଣ୍ଡିତ ତଥା ଜ୍ଞାନୀ ବ୍ୟକ୍ତି ରହିଛନ୍ତି ଯେଉଁ ମାନେ କି କଳିଯୁଗ ର ଅନ୍ତ କୁ ନେଇ କେତେକ ଭବିଷ୍ୟବାଣୀ କରିଛନ୍ତି , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ବନ୍ଧୁଗଣ ଆପଣ ମାନେ ପୁରୀ ଶ୍ରୀମନ୍ଦିର ର ଭାଇରଲ ହେଉଥିବା ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବିଷୟ ରେ ଜାଣିଥିବେ। ତେବେ ଘଟଣା ଟି କିଛି ଏପରି ରହିଛି କି, ମହାପ୍ରଭୁ ଙ୍କ ର ଅରୁଣ ସ୍ତମ୍ବ ରେ ଫାଟ ସୃଷ୍ଟି ହୋଇଛି। ଯାହାକୁ ଦେଖି ସମସ୍ତେ ଅତ୍ୟନ୍ତ ଭୟଭୀତ ହୋଇଯାଇଛନ୍ତି। କଣ ଏହା ଆଉ କଳିଯୁଗ ଶେଷ ହେବାର ସଂକେତ ନୁହେଁ ତ। ତେବେ ଆପଣ ମାନେ ମଧ୍ୟ ଦେଖୁଥିବେ କି ଦିନ କୁ ଦିନ ଭିନ୍ନ ଭିନ୍ନ ଅଘଟଣ ସବୁ ପୁରୀ ମନ୍ଦିର ରେ ଦେଖିବା କୁ ମିଳୁଛି।
କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ର ପ୍ରଭୁ ଜଗନ୍ନାଥଙ୍କ ର ମନ୍ଦିର ଉପରେ କିଛି ଚିଲ ଉଡୁଥିବା ର ଦେଖିବାକୁ ମିଳିଥିଲା। କେହି ଜଣେ ବ୍ୟକ୍ତି ମହାପ୍ରଭୁ ଙ୍କ ପାଇଁ ତିଆରି ହେଉଥିବା ପ୍ରସାଦ ଚୁଲି କୁ ଭାଙ୍ଗି ଦେଇଥିଲେ ।ସେହିପରି କିଛି ଦିନ ତଳେ ପୁରୀ ମନ୍ଦିର ପାହାଚ ରେ ବର୍ଷା ପାଣି ଜମି ହୋଇ ବନ୍ୟା ସୃଷ୍ଟି ହେବା, କିନ୍ନର ବଳରାମ ଙ୍କ ପ୍ରଭୁଙ୍କ ମୁଖ ଦ୍ୱାର ରୁ ଆତ୍ମହତ୍ୟା କରିବା,ଭଣ୍ଡାର ଘରେ ନିଆଁ ଲାଗିବା ଆଉ ବର୍ତ୍ତମାନ ଅରୁଣ ସ୍ତମ୍ବ ରେ ଫାଟକ ଆସିବା। ଏହା କେଉଁ ସଂକେତ ଦେଉଛି ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ।
ତେବେ ଏହି ସବୁ ଘଟଣା ଓ ଦୁର୍ଘଟଣା ଦିନ କୁ ଦିନ ଅଧିକ ରୁ ଅଧିକ ଆମ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ଦେଖିବା କୁ ମିଳୁଛି। ଯାହାକୁ ନେଇ ବର୍ତ୍ତମାନ ଭବିଷ୍ୟତ ସାମାର୍କ ମାନେ ଚିନ୍ତିତ ହୋଇଗଲେଣି କାରଣ ଭଗବାନ ଏହା କେଉଁ ପ୍ରକାରର ସଂକେତ ଦେଇଛନ୍ତି କି। ବର୍ତ୍ତମାନ ଏହା ସତରେ ପରିପ୍ରକାଶ ହୋଇଛି , ବଡ଼ ଦାଣ୍ଡ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ର ଅରୁଣ ସ୍ତମ୍ବ ରେ ଫାଟ ସୃଷ୍ଟି ହେବା ଦେଖାଯାଇଛି ।ଏହାର ଭିଡିଓ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।ତେବେ ମହାପୁରୁଷ ଙ୍କର ବାଣୀ ଙ୍କୁ ସତ ବୋଲି ମନେ କରାଯାଏ , ତାହାଲେ ବହୁତ କମ ଦିନରେ ଏହି ସଂସାର ଶେଷ ହୋଇଯିବ। ଆଉ ଗୋଟିଏ ନୂଆ ଯୁଗର ଆରମ୍ଭ ହେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।