ଦେଖନ୍ତୁ ଭିଡ଼ିଓ : ମହା ଖୁଲାସା ! ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଗୋଟେ ବର୍ଷ ପାଇଁ ଏଗ୍ରିମେଣ୍ଟ କରିଥିଲା ବୋହୂ, ସବୁ ଦିନ ରାତିରେ…

0

ଆଜିକାଲି ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଘଟଣା ସମାଜରେ ଦେଖିବା ପାଇଁ ପାଇଥାଉ। ପ୍ରତିଦିନ ବିଭିନ୍ନ ଅପରାଧ ଦେଖିବା ପାଇଁ ମିଳୁଛିଡକାୟତ, ଚୋରି ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ମନୁଷ୍ୟ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ସେଥିପାଇଁ ସମାଜରେ ବିଭିନ୍ନ ପ୍ରକାର ଘଟଣା ଦେଖିବା ପାଇଁ ମିଳୁଛି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, ACFO ମୃତ୍ୟୁ ହୋଥିବା ଘୋଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଯାହା ବର୍ତ୍ତମାନ ସମୟରେ ତାଙ୍କ ମୃତ୍ୟୁ ରହସ୍ୟକୁ ନେଇ ତାଙ୍କ ମାଆ, ନୂଆ ତଥ୍ୟ ଦେଇଛନ୍ତି, ଏପଟେ DFO ପତ୍ତା ମିଳୁନଥିବା ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ହେଉଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସହକାରୀ ବନସଂରକ୍ଷକ ସ୍ୱମ୍ୟରଂଜନ ମହାପାତ୍ର ସରକାରୀ କ୍ୱାଟରରେ ନିଜ ସ୍ତ୍ରୀ ସହିତ ରହୁଥିଲେ। ତାଙ୍କ ସ୍ତ୍ରୀ ଉପସ୍ଥିତି ରେ ସେ ନିଆଁରେ ପୋଡି ହୋଇ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିଲେ, ତେବେ ଦୀର୍ଘ ସମୟ ସେ ହସ୍ପିଟାଲ ବେଡ଼ରେ ମୃତ୍ୟୁ ସହିତ ସଂଘର୍ଷ କରି ଶେଷରେ ପ୍ରାଣ ଚାଲିଯାଇଥିଲା। ଏହା ପରେ ପୋଲିସ ତାଙ୍କ ସ୍ତ୍ରୀର ପ୍ରତିକ୍ରିୟା ନେଇଥିଲା, ତାଙ୍କ ସ୍ତ୍ରୀଙ୍କ କହିବା କଥା ତାଙ୍କ ସ୍ୱାମୀର କିପରି ଭାବରେ ମୃତ୍ୟୁ ହେଲା କହି ପାରିବେ ନାହିଁ। ସେ କେବଳ ପୋଡି ଯାଉଥିବା ଦେଖି ପଡୋଶୀଙ୍କୁ ଡାକିଥିଲେ।

କିନ୍ତୁ ଏହା ପରେ ତାଙ୍କ ମାଆ ଏବଂ ବାପା ତାଙ୍କ ବହୁ ନାଁରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି, ଯେ ତାଙ୍କ ବହୂର DFO ସହିତ ଅନୈତିକ ସମ୍ପର୍କ ଥିଲା। କାରଣ ତାଙ୍କ ପୁଅ ବଞ୍ଚିଥିବା ବେଳେ ସବୁବେଳେ କହୁଥାନ୍ତି, ଯେ ବିବାହ ପରେ ତାଙ୍କ ପୁଅ ଏବଂ ବହୂ ଭିତରେ କୌଣସି ସମ୍ପର୍କ ନଥିଲା। ସବୁବେଳେ ତାଙ୍କ ପୁଅ ଘରକୁ ଫୋନ କରି କାନ୍ଦୁଥିଲା।

ସବୁବେଳେ ସୌମ୍ୟରଞ୍ଜନ ଦୁଃଖରେ ଅଶାନ୍ତି ଭିତରେ ରହୁଥିଲେ। ତାଙ୍କ ପୁଅ ଏବଂ ବହୂ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା, ଯେ ସେ ମରିଗଲେ ତାଙ୍କ ସ୍ତ୍ରୀ ଦାୟୀ ନୁହନ୍ତି। ସ୍ୱାମୀର ପେନସନ ମଧ୍ୟ ସେ ପାଇବେ ବୋଲି ଯାହା ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ତାଙ୍କ ମାଆଙ୍କ ଅଭିଯୋଗ ଯେ ତାଙ୍କ ପୁଅକୁ ବାଧ୍ୟ କରା ଯାଇଛି। ତାଙ୍କ ପୁଅକୁ ଏକ ଯୋଜନା ବଧ ଭାବରେ ହତ୍ୟା କରାଯାଇଛି। ଏପଟେ ପୋଲିସ ବାଲେଶ୍ଵର ଏବଂ କପତ୍ତିପଦା ଆସି ବୟାନ ନେବେ ବୋଲି କହିଛନ୍ତି। ବର୍ତ୍ତମାନ ଲୋକମାନଙ୍କ ମଧ୍ୟ ରେ ଚର୍ଚ୍ଚା ଜୋର ଧରିଛି, ଯେ DFO ଫେରାର ଅଛନ୍ତି। ତେବେ ପୋଲିସ କହିଛନ୍ତି ଯେ ଖୁବ୍ଶୀଘ୍ର ଘୋଟଣାର ସତ୍ୟା ସତ୍ୟ ସାମ୍ନାକୁ ଆଣାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।