ମହା ଖୁଲାସା ! ରଶ୍ମି ଦେହରେ ରାଜା ନାଁର ଟାଟୁ ଦେଖି ସହି ପାରୁନଥିଲା ସନ୍ତୋଷ… ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ ଆଜିକାଲି ସେସିଆଲ ମିଡିଆରେ ଭାଇରାଲ ହେଉଛି ସେହି ଗୋଟିଏ କଥା ତାହା ହେଉଛି ରଶ୍ମିରେଖାଙ୍କ ମୃତ୍ୟୁ ର କଥା ପୁରା ସନ୍ଦେହ ର ଘେର ଭିତରେ ରହିଛି ତା ତାଙ୍କର ମୃତ୍ୟୁ ର ରହସ୍ୟ, ଆଉ ଜଣା ପଡ଼ୁନି ଘଟଣାର ସତ୍ୟା ସତ୍ୟ, ରାଜା ଙ୍କ ନାଁ ରେ ଯେଉଁ ଟାଟୁ ରଶ୍ମିରେଖାଙ୍କ ହାତରେ ରହିଛି ସେଇଟା ଆଉ କାରଣ ନୁହଁ ତ ରଶ୍ମିରେଖା ଙ୍କର ମୃତ୍ୟୁ ର, ତେବେ କଣ ରହିଛି ଘଟଣା ର ପ୍ରକୃତ ରହସ୍ୟ ଆସନ୍ତୁ ଜାଣିବା |

ଚର୍ଚ୍ଚାରେ ଥିବା ସନ୍ଦେହ ଜନକ ରଶ୍ମିରେଖାଙ୍କର ମୃତ୍ୟୁ ଘଟଣାଟି ର ସତ୍ୟା ସତ୍ୟ ଏବେବି ଜଣା ପଡିନି |ମିଳିଥିବା ସୂଚନା ଅନୁଯାୟୀ ରଶ୍ମିରେଖା ବିବାହ କରିଥିଲେ ସନ୍ତୋଷ ନାମକ ଜଣେ ପୁଅଙ୍କୁ ଆଉ ତାଙ୍କ ସହିତ ସେ ରହୁ ମଧ୍ୟ ଥିଲେ, କିନ୍ତୁ ସେ ସନ୍ତୋଷ ଙ୍କୁ ବିବାହ କରିବା ଆଗରୁ ପରେ ରାଜା ନାମ କ ଜଣେ ପୁଅ କୁ ଭଲ ପାଉଥିଲେ ଓ ସେମାନଙ୍କ ଭିତରେ ସମ୍ପର୍କ ଆଗକୁ ଥିଲା ବୋଲି ତାଙ୍କର ସ୍ୱାମୀ ଜାଣିଥିଲେ କାରଣ ରାଜା ନାମରେ ଗୋଟିଏ ଟାଟୁ ତାଙ୍କ ହାତରେ ଥିଲା ଯାହା ରଶ୍ମିରେଖା ଙ୍କ ସ୍ୱାମୀ ସନ୍ତୋଷଙ୍କୁ ସେହି ଟାଟୁ ପସନ୍ଦ ନଥିଲା ଓ ତାଙ୍କ ସ୍ତ୍ରୀ ଙ୍କୁ ଏମିତି କରିବା ପାଇଁ ବାରଣ ମଧ୍ୟ କରିଥିଲେ, ହେଲେ ରଶ୍ମିରେଖା ତାହା କରିନଥିଲେ ଯାହା ଫଳ ରଶ୍ମିରେଖା ଯେହେତୁ ସେ ଜଣେ ଅଭିନେତ୍ରୀ ଅଧିକ ସମୟ ସେ ବାହାରେ ରହିଥାନ୍ତି ସେଥିପାଇଁ ସେ ଭୁବନେଶ୍ୱର ସ୍ଥିତି ନୂଆପଲ୍ଲୀ ରେ ଘର ଭଡା ନେଇ ରହୁଥିଲେ |

ତେବେ ରଶ୍ମିରେଖା ଆଗରୁ ରାଜା ଙ୍କୁ ବହୁତ ଭଲ ପାଉଥିବାରୁ ତାଙ୍କ ଜନ୍ମ ଦିନରେ ଗିଫ୍ଟ ଭାବରେ ରାଜାଙ୍କ ନାଁ କୁ ସିନା ତାଙ୍କ ହାତରେ ଲେଖିଦେଲେ , କିନ୍ତୁ ତାହା ରହିଯାଇଥିଲା ସବୁଦିନ ପାଇଁ, ପରେ ରାଜା ଓ ରଶ୍ମି ଙ୍କ ମଧ୍ୟରେ ସମ୍ପର୍କ ସିନା ତୁଟିଗଲା କିନ୍ତୁ ହାତରେ ଥିବା ଟାଟୁ ଲିଭୁଛି କୋଉଠୁ | ଆଉ ରାଜାଙ୍କ ପରେ ରଶ୍ମିରେଖା ସନ୍ତୋଷ ଙ୍କ ସହିତ ରହୁଥିଲେ ମଧ୍ୟ ସନ୍ତୋଷ ଯେହେତୁ ରଶ୍ମିଙ୍କର ସ୍ତ୍ରୀ ତେଣୁ ତାଙ୍କର ସ୍ତ୍ରୀଙ୍କର ହାତରେ ଏଭଳି ଟାଟୁକୁ ଦେଖି ସାହିପାରୁନଥିଲେ ତାଙ୍କର ସ୍ୱାମୀ ସନ୍ତୋଷ |

ଆଉ ଯାହା ଜଣା ପଡିଛି ଘଟଣା ରୁ କି ମଦ ପିଇ ଆସି ସନ୍ତୋଷ ରଶ୍ମିରେଖାଙ୍କୁ ଏହି ଟାଟୁ କଥାକୁ ନେଇକି ମାଡ଼ ମଧ୍ୟ ଦେଉଥିଲେ , ଆଉ ରାଜାଙ୍କ ସହିତ କଣ ସମ୍ପର୍କ ଅଛି ବୋଲି ଗୋଟିଏ ପ୍ରଶ୍ନ ରଶ୍ମିରେଖାଙ୍କୁ ବାରମ୍ବାର ପଚାରୁଥିଲେ | ଆଉ ସେଥିପାଇଁ ସନ୍ଦେହ କରାଯାଉଛି କି ବୋଧେ ସେହି ଟାଟୁକୁ ନେଇକି ରଶ୍ମିରେଖା ଓ ସନ୍ତୋଷ ଙ୍କ ମଧ୍ୟରେ ଝଗଡା ହେଇଛି ଆଉ ତାଙ୍କର ଏମିତି ମୃତ୍ୟୁ ହେଇଛି , ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।