ମହଙ୍ଗା ପଡିଲା ଭାଉଜ ପ୍ରେମ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ଭିଡ଼ିଓ ସବୁ ଅନେକ ସମୟରେ ନଜର କୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ। ଆଉ ଏବେ ଯୁବ ପିଢ଼ି ମାନେ ପ୍ରେମ କରି ଏମିତି କିଛି ଭୁଲ କରି ଅନେକ କିଛି ଅସୁବିଧା ସମ୍ମୁଖୀନ କରି ଥାନ୍ତି। ଆଉ ଏବେ ପ୍ରେମ କୁ ନେଇ ଜଣେ ଯୁବକ ଭାଉଜ ଙ୍କୁ ପ୍ରେମ କରିବା ହେଲା ଅସୁବିଧା ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ଘଟିଛି। ଏଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ମାଧ୍ୟମରେ ଭାଇରଲ ହୋଇଛି ଯେଉଁଠି ଜଣେ ବିବାହିତ ମହିଳା ପୁଣି ଥରେ ଯୁବକ ଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଛନ୍ତି।

ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହି ସମୟ ରେ ମହିଳା ଜଣଙ୍କ ତାଙ୍କ ବିବାହ କରିବା ପରେ ଏଠାରୁ ଯିବେ ବୋଲି ଯାହା ଏଠାରେ ଶୁଣିବାକୁ ମିଳୁଛି। ଆଉ ବିଭିନ୍ନ ସମୟରେ ପ୍ରେମ କୁ ନେଇ ଅନେକ କିଛି ଘଟଣା ନଜରକୁ ଆସିଥାଏ ଯାହା ଆପଣ ମାନେ ଦେଖିଥିବେ।।ଆଉ ପ୍ରେମ କରିବା ପରେ ବେଳେ ବେଳେ ପ୍ରେମିକା ମାନେ ପ୍ରତାରଣା ଦେଇ ଥାନ୍ତି ଯାହା ଫଳରେ ଯୁବକ ମାନେ ଆତ୍ମହତ୍ୟା ଭଳି କିଛି କାର୍ଯ୍ୟ କରି ଥାଆନ୍ତି। ଆଉ ମଧ୍ୟ କେଉଁଠି କେଉଁଠି ଯୁବକ ମାନେ ବିବାହିତ ହୋଇଥିଲେ ମଧ୍ୟ ମିଛ ପ୍ରତିଶ୍ରୁତି ଦେଇ ଥାନ୍ତି।

ଆଉ ଏହି ସମୟରେ ସେମାନେ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇ ଥାନ୍ତି ଯାହା ଫଳ ରେ ସେମାନେ ବହୁତ ହଇରାଣ ହୋଇ ଥାନ୍ତି। ଆଉ ଏହିଠାରେ ଜଣେ ଯୁବକ ସେହିପରି ଏକ ଭାଉଜ ଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରଲ ହୋଇଛି । ଯେଉଁଠି ଜଣେ ମହିଳା ଏମିତି ସେହି ଯୁବକ ଙ୍କ ବିରୋଧ ରେ କହିଛନ୍ତି। ଆଉ ସେହି ମହିଳା ଜଣଙ୍କ ଆଗରୁ ବିବାହିତ ହୋଇଥିବା ନେଇ ସୂଚନା ମିଳିଛି ଯାହାଙ୍କର ମଧ୍ୟ ଦୁଇଟି ସନ୍ତାନ ରହିଛି। ଆଉ ଏବେ ସେହି ଭାଉଜ ଙ୍କ ପ୍ରେମ ରେ ଜଣେ ଯୁବକ ପଡି ଯାଇଥିଲେ।ଆଉ ଏହି ମହିଳା ଜଣଙ୍କ ବିବାହିତ ହୋଇଥିଲେ ମଧ୍ୟ ଜାଣିବା ପରେ ତାଙ୍କ ସହିତ ଯୁବକ ଜଣଙ୍କ ସମ୍ପର୍କ ରଖିଥିବା ନେଇ ମହିଳା ଅଭିଯୋଗ ଆଣିଛନ୍ତି।

ଆଉ ଏବେ ସେହି ଯୁବକ ଜଣଙ୍କ ୨୪ ବର୍ଷ ହୋଇଥିବା ବେଳେ ମହିଳା ଜଣଙ୍କୁ ୨୭ ବର୍ଷ ବୟସ ହୋଇଛି ଯାହା ଏଠାରେ ଜାଣିବାକୁ ମିଳିଛି। ସେହି ଯୁବକ ଜଣଙ୍କ ପ୍ରଥମେ ବିବାହିତ ମହିଳା ଜାଣିବା ପରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ହେଲେ ଏବେ ସେହି ଯୁବକ ଜଣଙ୍କ ମନା କରିଛନ୍ତି ଯାହାକୁ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣା କୁ ନେଇ ମହିଳା ଜଣଙ୍କ ଯୁବକଙ୍କ ବିରୋଧ ରେ ଅଭିଯୋଗ ଆଣିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।ଅନ୍ୟପଟେ ଯୁବକ ଜଣଙ୍କର ଅନ୍ୟତ୍ର ବାହାଘର ପାଇଁ ଖବର ଶୁଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment