ମହିଳା ଏବଂ ଯୁବତୀ ଙ୍କ ଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ବା ଧଳା ସ୍ରାବ ସମସ୍ୟା ଦେଖା ଦଉଛି କି ? କେମିତି କରିବେ ନିରାକରଣ – Dr. Radhika Rani

ମହିଳା ମାନଙ୍କ ଠାରେ ଦେଖାଯାଉଥିବା ହ୍ୱାଇଟ ଡିସଚାର୍ଜା ବା ଧଳାସ୍ରାବ , ତାହାକୁ ମେଡିକାଲ ଟର୍ମରେ ଲିକୋରିଆ କୁହାଯାଏ । ନରମାଲ ପିରିୟଡ ରେ କଣ ହୋଇଥାଏ ନା ଯେଉଁ ପ୍ରଥମ ପିରିୟଡ ସରିବା ପରେ ଯେଉଁ ହରୋମନ ଆମର ବଢେ ସେତେବେଳେ ପରିୟଡ ସରିବା ପରେ ହ୍ୱାଇଟ ଡିସଚାର୍ଜା ହୁଏ । ଯେଉଁ ମାନଙ୍କର ପ୍ରଥମ କରି ପରିୟଡ ହେବା ଆରମ୍ଭ ହୋଇଥାଏ , ସେମାନଙ୍କ ଠାରେ ମଧ୍ୟ ହ୍ୱାଇଟ ଡିସଚାର୍ଜା ଦେଖାଯାଇଥାଏ , କିନ୍ତୁ ଏହା ନରମାଲ ଅଟେ । ଯେତେବେଳେ ଆପଣଙ୍କର ଅତ୍ୟଧିକ ଡିସଚାର୍ଜା ହେଉଛି ବା ଆପଣଙ୍କର ଯେଉଁ ଅଣ୍ଡରୱେ ପିନ୍ଧିଛନ୍ତି ତାହା ଷ୍ଟେନ ହୋଇଯାଉଛି ବା କଲରରେ କିଛି ଚେଞ୍ଜ ଆସୁଛି , ସେତେବେଳେ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ ।

ନରମାଲ ଡିସଚାର୍ଜାର କଲର ହେଉଛି ହ୍ୱାଇଟ କିମ୍ୱା ହାଲକା ୟୋଲ ରହିବ କିନ୍ତୁ ଯେତେବେଳେ ଏହା ଗ୍ରୀନନେସ ହୋଇଯିବ କିମ୍ୱା ଗାଡ୍ ୟୋଲ ହୋଇଯିବ , ସେତେବେଳେ ଏହା ଆପନରମାଲ ଡିସଚାର୍ଜା । ଏହାସହିତ ତା ସାଙ୍ଗରେ ଗୋଟିଏ ବାଡ ସ୍ମେଲ ରହିବ ଏବଂ ବାରମ୍ୱାର କୁଣ୍ଡେଇ ହେବ ବା ରେଡନେସ ଆସିଯିବ । ଏହି ଭଳି ସମସ୍ୟା ଦେଖାଗଲେ ଡକ୍ଟରଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ହ୍ୱାଇଟ ଡିସଚାର୍ଜା ହେବାର ପ୍ରଥମ କାରଣ ହେଉଛି ଇନଫେକସନ , ଇନଫେକସନ ଦୁଇ ପ୍ରକାରର ହୋଇଥାଏ ପ୍ରଥମତଃ ଫଙ୍ଗାଲ ଇନଫେକସନ ଏବଂ ବ୍ୟାକ୍ଟେରିଆଲ ଇନଫେକସନ ମଧ୍ୟ ହୋିପାରିବ । ଯେଉଁ ବ୍ୟକ୍ତିମାନେ ଅଧିକ ମୋଟା ଅଛନ୍ତି ବା ବହୁତ ଦିନ ଧରି ଡାଇବେଟିସ ରହିଛି , ଏହି ସବୁ କେସ ରେ କ୍ୟାଣ୍ଡିଡା ଇନଫେକସନ ହୁଏ । କେନଡିଡା ଇନଫେକସନ ମେନଲି ଛେନା ଛିଣ୍ଡିଲା ଭଳି ହେବ ।

ଯେଉଁ ମାନଙ୍କ ଠାରେ ନରମାଲ ଡିସଚାର୍ଜା ସମସ୍ୟା ରହିଥାଏ ସେମାନଙ୍କୁ କୌଣସି ଟ୍ରିଟମେଣ୍ଡ କରାଯାଏ ନାହିଁ ଏବଂ ଯେଉଁ ମାନଙ୍କର ଆପନରମାଲ ଡିସଚାର୍ଜା ହେଉଛି ତେବେ ସେମାନଙ୍କୁ କେତେଗୁଡିଏ ଟେଷ୍ଟ କରିବାକୁ ପଡିଥାଏ । ଏହାଛଡା ହ୍ୱାଇଟର କଲର ମଧ୍ୟ ଦେଖିବାକୁ ପଡିଥାଏ , ତା ସହ ଯଦି ଟ୍ରିଟମେଣ୍ଟ ପାର୍ଟକୁ ଗଲେ ଯଦି ଆପନରମାଲ ଡିସଚାର୍ଜା ଅଛି ତେବେ ଆଣ୍ଟି ବ୍ୟାକ୍ଟେରିଆଲ ଦେଇହେବ ଏବଂ ଆଣ୍ଟିଫଙ୍ଗାଲ ମଧ୍ୟ ଦେଇହେବ ।

ଯେଉଁ ମହିଳାମାନେ ଟାଇଟ ଜିନ୍ସ ପିନ୍ଧୁଛନ୍ତି ବା ହୋଲ ଡେ ଆମେ ଟାଇଟ ଅଣ୍ଡର ପିନ୍ଧୁଛେ ବା ଲେଗିନ୍ସ ଆସୁଛି ଏହାକୁ ଆମେ ହୋଲ ଡେ ପିନ୍ଧୁଛେ । ଯାହାଫଳରେ କଣ ହୁଏ ନା ମସଚରାଇଜର ହୋଇ ଭିତରେ ବ୍ୟାକ୍ଟେରିଆକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେଣୁ ଆମେ ଲୁଜ ଓ କଟନ ଆଣ୍ଟରୱେ ପିନ୍ଧିବା ଉଚିତ , ଫଳରେ ବ୍ଲଡ ସାରକୁଲେସନ ଠିକ ଭାବରେ ହୋଇ ପାରୁଥିବ , ଏହା ଆମକୁ ଆରାମ ପ୍ରଦାନ କରିବା ସହ ଇନଫେକ୍ସନ ଦୂର କରିଥାଏ । ମହିଳାମାନେ ସାଧାରଣତଃ ଜାଣି ରଖିବା ଉଚିତ କି ଟଇଲେଟ ଯାଉଛନ୍ତି ସେତେବେଳେ ମେନ ପାର୍ଟକୁ ଉପରୁ ତଳକୁ ୱାଇପ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment