ହେ ଭଗବାନ ! ମହିଳା ଜଣକ ଥାନା ଆଗରେ ହେଲେ ଉଲଗ୍ନ, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ…..

0

ବେଳେବେଳେ ଏମିତି ଅଦ୍ଭୁତ ଘଟଣା ମାନ ଆମ ସମ୍ମୁଖକୁ ଆସିଥାଏ ତାହା ବିଶ୍ୱାସ କରିବାକୁ ବହୁତ୍ କଷ୍ଟ ହୋଇଥାଏ କିନ୍ତୁ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏବେ ପୁଣି ସାମ୍ନାକୁ ଆସିଲା ଆଉ ଏକ ଲଜ୍ଜିତ ଖବର। ଯାହା ସଭ୍ୟ ଶିକ୍ଷିତ ସମାଜର ଏକ ନିନ୍ଦିତ, ଅପ୍ରୀତିକର ଏବଂ ଅଗ୍ରହନୀୟ ବିଷୟ। ଯେଉଁ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ତାହା ହେଉଛି ଆମ ରାଜ୍ୟ ଓଡ଼ିଶାର ଏକ ଜିଲ୍ଲାର। ଯେଉଁଠାରେ ପୋଲିସ୍ ଥାନା ନିକଟରେ ଜଣେ ମହିଳାଙ୍କ ଉନ୍ମୁକ୍ତ ଏବଂ ନିନ୍ଦନୀୟ କାଣ୍ଡ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଏହି ଭଳି ଏକ ମନ୍ଦ ଏବଂ ହୀନ କାର୍ଯ୍ୟ କଲାପ ପରୋକ୍ଷ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଆଜିର ସମାଜରେ।ବହୁତ୍ ଏହି ଭଳି ଘଟଣା ମାନ ଅଛି ଯାହାର କାରଣ ବାସ୍ତବରେ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ଆଜି ଆମେ ଜାଣିବା ଏମିତି ଏକ ଘଟଣା ବିଷୟରେ ଯାହାକୁ ଶୁଣିବା ପରେ ଆପଣ ବି ଅବାକ୍ ହୋଇଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କଣ ସତରେ ସମ୍ଭବ। ନୈତିକତା ଏବଂ ମାନବିକତା କୁ ହରାଉଛି ଆଜିର ମଣିଷ। ନିଜର ସଂଯମତା ହରାଇ ବେଳେବେଳେ ଏମିତି କିଛି କାମ କରୁଛି ଯାହା ଦୁନିଆ ପାଇଁ ଆଣୁଛି ଲଜ୍ୟା। ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା କିଛି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି।

ତେବେ ସେହିଭଳି ଏକ ଘଟଣା ଯାହା ନିକଟରେ ଘଟିଛି ଅନୁଗୋଳ ଜିଲ୍ଲା ପାଲଲହଡା ର ଅଞ୍ଚଳ ରେ। ତେବେ ଜାଣନ୍ତୁ ଘଟଣା ଟି କଣ ଥିଲା ଏବଂ ଏଥିପାଇଁ କଣ କାରଣ ରହିଛି। ଯାହା ଉକ୍ତ ମହିଳାଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କରିବାକୁ ବାଧ୍ୟ କରୁଚି।

ତେବେ ସୂଚନା ଅନୁସାରେ ନିକଟରେ ହଠାତ୍ ଦିନେ ସକାଳେ ନଭାବି ନଚିନ୍ତି ମହିଳା ଜଣଙ୍କ ଥାନା ସାମ୍ନା ରେ ଆସି ପହଞ୍ଚି ଥିଲେ । ଆଉ କେହି କିଛି ଭାବିବା ପୂର୍ବରୁ ସେ ତାଙ୍କ ଶରୀରରୁ ଲୁଗା ପଟା ଖୋଲି ପାଗଳ ଭଳି ପ୍ରଳାପ କରିବାକୁ ଲାଗିଲେ ।

କେବଳ ଏତିକି ନୁହଁ ରାସ୍ତା ରେ ଯାଉଥିବା ଲୋକ ମାନଙ୍କୁ ମଧ୍ୟ ସେ ଆକ୍ରମଣ କରିବା ସହିତ ଥାନା ଭିତରେ ପସି ଭଙ୍ଗାରୁଜା କରିବା ମଧ୍ୟ ଆରମ୍ଭ କରିଥିଲେ ଏହି ମହିଳା ଜଣଙ୍କ। ଏହି ଘଟଣା ପରେ ପୋଲିସ ତାଙ୍କୁ ଆୟତ କରିବା ପାଇଁ ଚେଷ୍ଟା କରିବାରୁ ସେ ସେମାନଙ୍କୁ ଅନେକ ଖରାପ୍ ଭାଷା ରେ ଗାଳି ଗୁଲଜ କରିଥିଲେ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ।

ତେବେ ମହିଳା ଜଣଙ୍କ ଏପରି ଆଚରଣ ଦେଖି ଉପସ୍ଥିତ ଲୋକେ ଭୟଭୀତ ହୋଇ ଯାଇଥିଲେ। ସମୟକ୍ରମେ ପୋଲିସ୍ ମହିଳା ଜଣଙ୍କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।ଏଥିରେ ସ୍ଥାନୀୟ ଲୋକ ପୋଲିସ୍ କୁ ସାହାର୍ଯ୍ୟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।