ମହିଳାମାନଙ୍କର ଶାରୀରିକ ସମ୍ପର୍କ ରଖିବାର ନିର୍ଦିଷ୍ଟ ବୟସ,ଏହି ସମୟରେ ନିଜକୁ ନିୟନ୍ତ୍ରଣ ବାହାରେ ହୋଇଥାନ୍ତି

0

ଆଜିକାଲି ଦୁନିଆରେ ପ୍ରେମ ସମ୍ପର୍କ ଗୋଟିଏ ସାଧାରଣ କଥା ହୋଇଯାଇଛି।ଏହି ସମ୍ପର୍କ ରଖିଥାନ୍ତି କିଛି ଲୋକ ବିବାହ ପୂର୍ବରୁ ଆଉ ଅନେକ ବାହାଘର ପରେ। ଅଧିକାଂଶ ଯୁବପିଢ଼ି ଅବିବିବାହିତ ସମୟରେ ସମ୍ପର୍କ ରଖିବାକୁ ଚାହିଁଥାନ୍ତି, ଯାହା ପରେ ବହୁତ ଅସୁବିଧାରେ ପଡ଼ିଥାନ୍ତି। ଆଉ ଏବେ ଯୁବପିଢ଼ି ମାନେ ବହୁତ ଭୁଲ କରିବସନ୍ତି। ଏହି ବୟସରେ ଶାରିରୀକ ସମ୍ପର୍କ ରଖିବାକୁ ଇଚ୍ଛା କରିଥାନ୍ତି। ପୁଅ କିମ୍ବା ଝିଅ ହେଉ ପ୍ରେମ କରିବା ପରେ ଶାରୀରିକ ସମ୍ପର୍କ ପାଇଁ ଇଛୁକ ଥାଆନ୍ତି।

ସାଧାରଣତଃ ୧୫ ରୁ ୨୦ ବର୍ଷ ବୟସରେ ସମସ୍ତେ ଏହାପ୍ରତି ଆକର୍ଷିତ ହୋଇଥାନ୍ତି।ଯାହା ଏବେ ସାରା ଦୁନିଆରେ ଦେଖାଦେଇଛି। ଆଉ ସମସ୍ତଙ୍କ ଜୀବନରେ ବିବାହ ବୟସ ଅସିଥାଏ। ଏହି ସମୟ ଆସିଲେ ପୁଅ ବା ଝିଅ ବିବାହ କରି ଥାଆନ୍ତି। ପୁଅ ଆଉ ଝିଅ ବିବାହ ପରେ ଦାମ୍ପତ୍ୟ ଜୀବନ ଲାଭ କରିଥାନ୍ତି।

ବିବାହ ପରେ ସେ ସମାଜରେ ଗୋଟିଏ ପ୍ରତିଷ୍ଠିତ ଭାବରେ ନିଜକୁ କରିଥାନ୍ତି। ଅନେକ ସମୟରେ ଦେଖା ଯାଇଥାଏ ପୁଅ ମାନେ କିଛି ସ୍ଥାନରେ ଶାରୀରିକ ସମ୍ପର୍କ ରଖିବାପାଇଁ ମନ କରିଥାନ୍ତି କିନ୍ତୁ ମହିଳାମାନଙ୍କର ଇଚ୍ଛା ନ ଥାଏ। ଯାହାକୁ ନେଇ ବହୁତ ଝଗଡା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିପାଇଁ ମହିଳାମାନଙ୍କର କିଛି ନିର୍ଦିଷ୍ଟ ସମୟ ରହିଛି,ଯେଉଁ ସମୟରେ ସମ୍ପର୍କ ରଖିବା ପାଇଁ ସେମାନେ ପାଗଳଙ୍କ ପରି ହୋଇଯାଇଥାନ୍ତି।

କିନ୍ତୁ ବିବାହାପରେ ସମସ୍ତ ଦାମ୍ପତ୍ୟ ଶାରୀରିକ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଉ ସେମାନେ ସଂବଦ୍ଧ ରଖିବାକୁ ଲାଜ କରି ଥାଆନ୍ତି।ଆଉ ମହିଳାମାନେ ନିର୍ଦିଷ୍ଟ ସମୟରେ ସମ୍ପର୍କ ପାଇଁ ଆଗ୍ରହୀ ଥାଆନ୍ତି। ଆଉ ସେମାନେ ବିବାହ ପରେ ତାଙ୍କର ଜୀବନ ଶୈଳରେ ପରିବର୍ତ୍ତନ ଆଣିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ମହିଳାମାନେ ସାଧାରଣତଃ ସଂବଦ୍ଧ ରଖିବାକୁ ଇଛୁକ ଥାଆନ୍ତି।

ମହିଳାମାନେ ମୂଖ୍ୟତଃ ୨୫ ବର୍ଷ ବୟସରେ ବିବାହ କରିଥାନ୍ତି। ଏହି ସମୟରେ ତାଙ୍କର ସମ୍ପର୍କ ପାଇଁ ଆଗ୍ରହୀ ଥିଲେ ମଧ୍ୟ ଲାଜ ବହୁତ କରିଥାନ୍ତି। ସାଧାରଣତଃ ୨୫ ରୁ ୩୦ ବର୍ଷ ବୟସରେ ସେମାନେ ସନ୍ତାନ ଶୁଖ ଲାଭ କରିଥାନ୍ତି ଆଉ ସେ ସନ୍ତାନର ଲାଳନପାଳନ ଭିତରେ ବହୁତ ବ୍ୟସ୍ତବହୁଳ ରେ ରୁହନ୍ତି।

ତାପରେ ୩୦ ରୁ ୩୫ ବର୍ଷ ବୟସରେ ରୋମାଣ୍ଟିକ ଥାଆନ୍ତି ଏବଂ ସେମାନେ ଶାରୀରିକ ସମ୍ପର୍କ ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି ଆଉ ସେମାନେ ପାଗଳଙ୍କ ପରି ହୁଅନ୍ତି।ତାଙ୍କ ପାଖରେ ସେଥିପ୍ରତି ଲାଜ ନଥାଏ ଏବଂ ସେସବୁ ପାଇଁ ପସନ୍ଦ କରନ୍ତି। ଆଉ ସେ ବହୁତ ଖୁସିରେ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।