ମହିଳାମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ – ଅଶୁଭ ହୋଇଥାଏ ଏବଂ ଘରେ ସବୁବେଳେ ଅଭାବ ଲାଗି ରହିଥାଏ

0

ହସ୍ତରେଖା ବିଜ୍ଞାନରେ ଶରୀରର ପ୍ରତ୍ୟୋକ ଅଙ୍ଗ ମାନଙ୍କର କିଛି ନା କିଛି ମହତ୍ତ୍ୱ ବା ବିଶେଷ ଗୁଣ ବିଷୟରେ କୁହାଯାଇଛି । ଯାହା ଆମ ମାନଙ୍କ ଜୀବନରେ ବହୁତ କାର୍ଯ୍ୟକାରୀ ମଧ୍ୟ , କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମନାନଙ୍କର କେଉଁ ଅଙ୍ଗରେ କେଶ ରହିବା ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

1. ଛୋଟ ଛୋଟ କଳା ବାଳ ପଲକ ଥିବା ମହିଳା :-

ଯେଉଁ ମହିଳା ମାନଙ୍କର ଛୋଟ ଛୋଟ କଳା ବାଳ ପଲକ ରହିଥାଏ ସେମାନେ ମଧ୍ୟ ସୌଭାଗ୍ୟଶାଳୀ ବୋଲି କୁହାଯାଏ । ସେମାନଙ୍କ ହୃଦୟ ବହୁତ ସରଳ ଏବଂ ନିର୍ଦ୍ଦୟ ହୋଇଥାଏ , ସେମାନଙ୍କ ବ୍ୟବହାର କାରଣରୁ ନିଜ ସ୍ୱାମୀଙ୍କର ରାଣୀ ହୋଇ ରହିଥାନ୍ତି ।

2. ପରସ୍ପର ସହ ଯୋଡି ଥିବା ଆଇବ୍ର :-

ଯେଉଁ ମହିଳା ମାନଙ୍କର ଆଇବ୍ର ପରସ୍ପର ଯୋଡି ହୋଇ ରହିଥାଏ , ଏହିପରି ଝିଅ ମାନଙ୍କୁ କେବେହେଲେ ଧନର ଅଭାବ ହୋଇ ନଥାଏ । ନିଜର କାର୍ଯ୍ୟ ଏବଂ ଦକ୍ଷତା ବଳରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ସମ୍ୱଳତା ପାଇଥାନ୍ତି । ଅନ୍ୟର ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ., ନିଜର ଜୀବନ ସାଥୀଙ୍କ ଠାରୁ ଅଧିକରୁ ଅଧିକ ଭଲ ପାଇବା ସହିତ ଶାଶୁ ଶ୍ୱସୁର ଙ୍କର ପ୍ରିୟ ହୋଇଥାନ୍ତି ।

3. ଛାତିରେ ବାଳ ଥିବା ମହିଳା :-

ଯେଉଁ ଝିଅ ମାନଙ୍କର ଛାତିରେ ବାଳ ରହିଥାଏ ସେହିପରି ଝିଅ ମାନେ ସ୍ୱର୍ଥୀ ହୋଇଥାନ୍ତି । ଅନ୍ୟ ଅପେକ୍ଷା ନିଜର ସ୍ୱାର୍ଥ ଅଧିକ ଚିନ୍ତା କରନ୍ତି , ଯେଉଂ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରର ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯାଇଥାଏ ।

4. ନିଶ ବା ନାକ ତଳେ ବାଳ ଥିବା ମହିଳା :-

ଯେଉଁ ଝିଅ ମାନଙ୍କର ନିଶ ବା ନାକ ତଳେ ବାଳ ରହିଥାଏ ଏହିପରି ଝିଅ ମାନେ ମୁଖ୍ୟତଃ ଉଚ୍ଚ ଅଭିଳାଷୀ ହୋଇଥାନ୍ତି । କିନ୍ତୁ ଏମିତି ସେମାନଙ୍କ ନାକ ତଳେ ଚୁଟି ରହିବା ତାଙ୍କ ସ୍ୱାମୀ ମାନଙ୍କ ପାଇଁ ଅଶୁଭ ହୋଇଥାଏ ।

5. ପେଟରେ ବାଳ ଥିବା ମହିଳା :-

ଯେଉଁ ଝିଅ ମାନଙ୍କର ପେଟରେ ବାଳ ରହିଥାଏ , ଏହିପରି ଝିଅମାନେ ମୁଖ୍ୟତଃ ନିଜ ସ୍ୱାମୀ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘର ମଧ୍ୟରେ କଳାହଳ ଲାଗିବା ସହିତ ଘର ମଧ୍ୟରେ ସମସ୍ୟା ବଢିଯାଏ ।

6. ହାତ ଏବଂ ଗୋଡରେ ଅଧିକ ବାଳ ଥିବା ମହିଳା :-

ଯେଉଁ ମହିଳା ମାନଙ୍କର ହାତ ଏବଂ ଗୋଡରେ ପୁରୁଷ ଙ୍କ ଭଳି ଅଧିକ ବାଳ ରହିଥାଏ , ସେମାନେ ଉଗ୍ର ସ୍ୱଭାବ ର ହୋଇଥାନ୍ତି । ଛୋଟ ଛୋଟ କଥାରେ ଅନ୍ୟ ମାନଙ୍କ ଉପରେ ରାଗି ଯାଇଥାନ୍ତି । ଏହି ମହିଳା ମାନେ ସର୍ବଦା ଅନ୍ୟର ଅଶୁଭ ଚିନ୍ତା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।