ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ( ୮ଟି କାମ ) – Odia Bayagita

ପ୍ରତ୍ୟେକ ନାତି ଗୋଟିଏ ଘର ପାଇଁ ଗୃହଲକ୍ଷ୍ମୀ ହେଇଥାନ୍ତି, ତେବେ ସେମାନେ ଯେମିତି ବ୍ୟବହାର ଆଉ ନିଟି ନିୟମ ପାଳନ କରିବେ ଘର ସେତେ ସୁନ୍ଦର ହେବ ।ତେବେ ଶାସ୍ତ୍ର ଅନୁସାରେ କିଛି କଥା କୁହାଯାଇଛି ଯାହାକୁ ନାରୀ ମାନେ କଲେ ସେହି ଘର କରବେ ଉନ୍ନତି କରି ନଥାଏ ।ତେବେ ଆମେ ଆଜି ଆପଣଙ୍କୁ 8ଟି କଥା କହିବୁ ଯାହାକୁ ଭୁଲରେ ବି କେହି ନାହିଁ କରନ୍ତୁ ନାହିଁ ।

1.ରାତିରେ ଶୋଇବା ପୂର୍ବରୁ ମହିଳା ମାନେ ନିଜ ଶରୀରରେ କୌଣସି ପ୍ରକାରର ତେଲର ବ୍ୟବହାର କରନ୍ତୁ ନାହିଁ ।ରାତିରେ ସବୁ ନକରାତ୍ମକ ଶକ୍ତିର ଉର୍ଜା ବଡ଼ିଥାଏ ଆଉ ଏହାର କୁପ୍ରଭାବ ନାରୀ ଉପରେ ପଡିଥାଏ ।ଆଉ ଜନ୍ମ ଗ୍ରହ ବୃହସ୍ପତି ରାଗି ଯାଆନ୍ତି ଆଉ ତାଙ୍କ କୋପ ଯୋଗୁଁ ଆପଣଙ୍କ ଜୀବନରେ ଥିବା ସବୁ ଖୁସି କିଛି କ୍ଷଣ ରେ ମାଟିରେ ମିଶି ଯାଏ ।

2.ରାତିରେ ଶୋଇବା ପୂର୍ବରୁ ଘରର ମହିଳା ମାନେ ନିଜେ କିମ୍ବା ଅନ୍ୟ ଘରର ସଦସ୍ୟ ମାନଙ୍କୁ କ୍ଷୀର କିମ୍ବା ଦହିକୁ ଖାଇବାକୁ ଦେବେ ନାହିଁ ।ତେବେ ପ୍ରାୟ ପ୍ରତ୍ୟେକ ଲୋକ ରାତିରେ କ୍ଷୀର ପିଇବାକୁ ପସନ୍ଦ କରନ୍ତି କିନ୍ତୁ ଏହା କରିବା ଦ୍ୱାରା ଘରେ ସବୁବେଳେ ଅଭାବ ଲାଗି ରହିଥାଏ ।

3.ରାତିରେ ଶୋଇବା ପୂର୍ବରୁ ମହିଳା ମାନେ ନିଜ ଶରୀରରେ ପିନ୍ଧିଥିବା ଅଳଂକାର ବାହାର କରିବା ଉଚିତ ନୁହେଁ ।ଏହାଦ୍ବାରା ନିଜେ ସ୍ତ୍ରୀ ନିଜ ଅପମାନ ର କାରଣ ହେଇଥାଏ ଓ ସମାଜରେ ନିଜର ମାନସମ୍ମାନ ହରେଇ ଥାଏ ଓ ନିଜକୁ ଅପବିତ୍ର କରିଥାଏ ।

4.ରାତିରେ ଶୋଇବା ପୂର୍ବରୁ ମହିଳା ମାନେ ନିଜ ଶରୀରରେ କୌଣସି ପ୍ରକାରର ସୁଗନ୍ଧିତ ଫୁଲ ବା ପଦାର୍ଥ ବ୍ୟବହାର କରିବା ଉଚିତ ନୁହେଁ ।ରାତିରେ ସବୁ ନକରାତ୍ମକ ଘୁରି ବୁଲନ୍ତି ଆଉ ସେମାନେ ସେହି ସୁଗନ୍ଧିତ ଜିନିଷ ପ୍ରତି ଆକର୍ଷିତ ହେଇଥାନ୍ତା ଆଉ ସେହି ନାରୀ ଆଉ କାହାର ବଶବର୍ତ୍ତୀ ହେଇଥାଏ ।

5.ରାତିରେ କୌଣସି ପ୍ରକାରର ଅଇଁଠା ବାସନ ରଖିବା ଉଚିତ ନୁହେଁ ।ଏହାଦ୍ବାରା ମାତା ଲକ୍ଷ୍ମୀ ରୁଷ୍ଟ ହେଇଥାନ୍ତି ।ଆଉ ସେହି ଘରୁ ଧନ ସମ୍ପତି ଧୀରେ ଧୀରେ କୁଆଡେ ଚାଲିଯାଏ ।

6.ରାତିରେ କୋଉ ବି ନାରୀ ନିଜ ଶରୀରର ସମସ୍ତ ବସ୍ତ୍ର ବାହାର କରି କିଂବା ଚୁଟି ଖୋଲି ଶୋଇବା ଉଚିତ ନୁହେଁ ।ଏହି ନାରୀ ମାନଙ୍କ ପ୍ରତି ନକରାତ୍ମକ ଶକ୍ତି ଗୁଡିକ ଖୁବ ଜଲଦି ଆକର୍ଷଣ ହେଇ ଥାଆନ୍ତି ।

7.ମଧ୍ୟ ରାତ୍ରିରେ ଓ ଭୋର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ଏହି ସମୟରେ ନାରୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।ଏହା କଲେ ସ୍ୱାମୀ ଜୀବନ ପ୍ରତି ବିପଦ ଆସିଥାଏ ।

8.ଶୋଇବା ବେଳେ ନାରୀର ପାଦ ପୂର୍ବ ଓ ଦକ୍ଷିଣ ଦିଗକୁ ରହିବା ଉଚିତ ନୁହେଁ ।ଏହି ଦୁଇ ଦିଗ ଆପଣଙ୍କ ର ଶକ୍ତି ଅଟେ ଯଦି ଆପଣ ଏହା ନମାନୁଛନ୍ତି ତେବେ ଘରେ ସବୁବେଳେ କଳହ ଲାଗି ରହେ ।ଆଉ ସ୍ୱାମୀ ସ୍ତ୍ରୀ ଭିତରେ ବାରମ୍ବାର ଝଗଡା ଲାଗିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment