ଯଦି ଘରେ କୌଣସି ଅସୁବିଧା ଆସିବାର ଥିବ ଘରେ ଲାଗିଥିବା ତୁଳସୀ ଗଛରେ ପ୍ରଥମେ ପ୍ରଭାବ ପଡିଥାଏ । ତୁଳସୀର ଗଛ ଶୁଖିଯାଇଥାଏ , ଯାହାଘରେ ଦରିଦ୍ରତା ଅସୁବିଧା ଆସିବାର ସଙ୍କେତ ମାନା ଯାଇଥାଏ । ଯଦି ଆପଣଙ୍କ ଘରେ ଲାଗିଥିବା ଗଛ ପତ୍ର ତୁରନ୍ତ ଶୁଖିବାକୁ ଲାଗେ ତାହେଲେ ତୁରନ୍ତ କାଟି ଦିଅନ୍ତୁ । ଘରେ ଲାଗିଥିବା ଗଛପତ୍ର ସବୁବେଳେ ହରାଭରା ହେବା ଦରକାର । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ ଜଣେଇବୁ ଯାହାକୁ ମହିଳା ମାନେ ଆଦୌ କରିବା ଉଚିତ୍ ନୁହେଁ ।
1. ଝାଡୁ :-
ଘରେ ଝାଡୁ ଲକ୍ଷ୍ମୀଙ୍କ ସୂଚକ ହୋଇଥାଏ , କାହିଁକିନା ଝାଡୁ ଘରର ଦାରିଦ୍ର୍ୟତା ବାହାରକୁ ବାହାର କରିଥାଏ । ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଧନ ଦୌଲତ ଆସିଥାଏ , ଝାଡୁ ଉପରେ ପାଦ ରଖିବା ଆଦୌ ଉଚିତ୍ ନୁହେଁ । ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ , ସୂର୍ଯ୍ୟଅସ୍ତ ପରେ ଘରେ ଝାଡୁ ମାରିବା ଉଚିତ ନୁହେଁ । ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ନରଖି କେଉଁଠି ବି ଝାଡୁ ଏମିତି ରଖି ଦିଅନ୍ତି ସେମାନଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ଏହାଦ୍ୱାରା ଖର୍ଚ୍ଚ ବଢିଥାଏ , ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।
2. କ୍ଷୀର ଉତୁରିବା :-
ଯେଉଁ ଘରେ କ୍ଷୀର ଉତୁରିକି ପଡିଥାଏ , ସେହି ଘରେ ହଠାତ୍ ଟଙ୍କା ର ଖର୍ଚ୍ଚ ବଢିଯାଏ । ଘରର ଲୋକମାନେ ରୋଗରେ ରହିଥାନ୍ତି , ଯଦି ଘରେ ବାରମ୍ୱାର କ୍ଷୀର ଉତୁରି ପଡିଥାଏ ସବୁବେଳେ ଦୈନିକ ଜୀବନରେ ଶୁଭ ନୁହେଁ । ତେଣୁ ଆପଣ ମାନେ ସେଥିପ୍ରତି ସର୍ବଦା ସତର୍କ ରହିବା ଉଚିତ୍ ।
3. ଝିଟିପିଟି ଦେଖିବା :-
ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରିବା ପରେ ସବୁଠୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଥାଏ , ତେବେ ଜାଣିରଖନ୍ତୁ ଆପଣଙ୍କର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି । ଘରେ ଝିଟିପିଟି ଦେଖିବା ଏମିତିରେ ମଧ୍ୟ ଶୁଭ ହୋଇଥାଏ , କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠାରେ ମରିବା ଝିଟିପିଟି ମିଳିଯାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ଏହି ଘରେ ପୂଜା କରିଦେବା ଉଚିତ୍ । ଯଦି ଆପଣ ଏମିତି କରୁ ନାହାନ୍ତି ତେବେ ସେହି ଘରେ ରହୁଥିବା ବ୍ୟକ୍ତିର ରୋଗମୁକ୍ତ କେବେ ହୋଇନଥାଏ ।
4. ମହିଳାଙ୍କ ବା ଆଖି ଡେଇବା :-
ମହିଳାଙ୍କ ବା ଆଖି ଡେଇଁବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି , ଏହା ଶୁଭ ସଙ୍କେତର ଇଶାରା କରିଥାଏ । ପୁରୁଷ ମାନଙ୍କର ଲେଫ୍ଟ ଆଖି ଡେଇଁବାର ଅର୍ଥ ହୋଇଥାଏ ଆପଣଙ୍କ ଜୀବନରେ ଆହୁରି କଷ୍ଟ କରିବାକୁ ସମୟ ପାଖାପାଖି ଆସୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।