ଦେଖନ୍ତୁ Viral ଭିଡ଼ିଓ : ମୋତେ ବଞ୍ଚାଓ..ବଞ୍ଚାଓ ! ମହିଳାଙ୍କୁ କାମୁଡ଼ି ଧରିଛି କୁମ୍ଭୀର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…ଏହି ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ

0

ଏବେ ସେୟାର ହେବାରେ ଲାଗିଛି ଏକ ଭୟଙ୍କର ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଭୟଭୀତ ହୋଇ ଯାଉଛି। ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ଯାହା ଆମକୁ ଆଶ୍ଚର୍ଯ୍ୟ କରାଇଥାଏ ଏବଂ ମନ ଭିତରେ ଏକ ଭୟ ସୃଷ୍ଟି କରିଥାଏ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ ଏବଂ ଏହାର ପ୍ରକୃତ କାରଣ କଣ ଅଟେ।

ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଆପଣଙ୍କୁ ନିଶ୍ଚୟ ଚକିତ କରିବ।କାରଣ ଏଠାରେ ଘଟିଥିବା ଘଟଣାଟି ହିଁ ସେହିପରି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ହୋଇଥିବା ଘଟଣା ବିଷୟରେ। ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଏକ ନଦୀରେ କୁମ୍ଭୀର ବୁଲୁଛି ଏବଂ କୁମାରୀ ପାଟିରେ ଅଛି ଜଣେ ମହିଳାଙ୍କ ମୃତଦେହ।

କୁମ୍ଭୀର ଟି ମହିଳାଙ୍କୁ କାମୁଡି ଧରି ପାଣି ଭିତରକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି।ଯେଉଁ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଖୁବ୍ ମାତ୍ରାରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।ଏହି ଘଟଣା ନିଆଳି ଅଞ୍ଚଳର ବୋଲି କୁହା ଯାଉଥିବା ବେଳେ ଏହା ଏବେ ସାରା ନିଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମହିଳା ଜଣଙ୍କ ପରିଚୟ ଏଯାବତ୍ ଜଣା ପଡିନାହିଁ।ଏହି ଘଟଣାଟି କଣ୍ଟାପଡା ଅଞ୍ଚଳର ବୋଲି କିଏ କହୁଥିବା ବେଳେ ଆଉ କିଏ କହୁଛି ଏହା ନିଆଳି ଅଞ୍ଚଳର ଅଟେ। ତେଣୁ ଏଯାବତ୍ ଘଟଣାଟି କେଉଁ ଅଞ୍ଚଳର ବୋଲି ସ୍ପଷ୍ଟ ହୋଇ ପାରିନାହିଁ।

ଏହାଛଡ଼ା କିଏ ଏବଂ କାହିଁକି ଏପରି ଭିଡ଼ିଓ ଭାଇରାଲ୍ କରିଛି ତାହା ମଧ୍ଯ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।ତେବେ ନଦୀ ପାଣିରେ କୁମ୍ଭୀର ପହଁରୁଥିବା ଦେଖିବାକୁ ମିଳୁଥିବା ବେଳେ ତା ପାଟିରେ ମହିଳାଙ୍କ ମୃତ ଦେହ ସମସ୍ତ ଙ୍କୁ ଚକିତ ଏବଂ ଆଶ୍ଚର୍ଯ୍ୟ କରିଛି। ମହିଳା ଜଣଙ୍କ କିଏ ଏବଂ କିପରି ସେ ନଦୀ ଭିତରକୁ ଗଲେ ତାହା ମଧ୍ଯ ଜଣା ପଡିନାହିଁ। ତେବେ ଏପରି ଏକ ଭାଇରାଲ୍ ଭିଡ଼ିଓ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ମନରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଛି ନିଶ୍ଚିତ ଭାବରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।