ମହିଳା ମାନଙ୍କର ବଡ ଥିଲେ ଏହି ଅଙ୍ଗ ହୋଇଥାନ୍ତି ଭାଗ୍ୟଶାଳୀ – ଚାଣକ୍ୟ ନୀତି

0

ନାରୀମାନଙ୍କର ତିନୋଟି ରୂପ ଥାଏ l ସେଗୁଡିକ ହେଲା -କନ୍ୟା, ପତ୍ନୀ, ଏବଂ ମାତୃ l ପ୍ରତ୍ୟକ ନାରୀର ଇଚ୍ଛା ଥାଏ, ଯେ ସେ କେମିତି ଗୋଟିଏ ଆଦର୍ଶ ନାରୀ ହୋଇପାରିବ l ପ୍ରତ୍ୟକ ନାରୀକୁ ବୁଝିବା ଦରକାର l ନାରୀ ଏକ ରଚନା ଅଟେ, ଯାହାକୁ ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝିପାରିନଥିଲେ l ପ୍ରାଚୀନ କାଳରେ ବିଦ୍ୱାନ ନାରୀମାନଙ୍କ ଉପରେ ଗ୍ରନ୍ଥ ରଚନା କରିଥିଲେ, କିନ୍ତୁ ସେମାନେ ମଧ୍ୟ ନାରୀମାନଙ୍କୁ ଠିକଭାବରେ ବୁଝିପାରିନଥିଲେ l ଏମିତିରେ ବି ନାରୀମାନଙ୍କୁ ଲଷ୍ମୀ ରୂପରେ ମାନିଥାନ୍ତି l କୌଣସି ଘରର ବୈଭବ ଘରର ନତୀମାନଙ୍କ ଉପରେ ନିର୍ଭର କରେ l

ସ୍ତ୍ରୀ ମାନେ ଘରକୁ ସ୍ୱର୍ଗ ବାନେଇଥାନ୍ତି l, କିନ୍ତୁ ସେହି ନାରୀ ମଧ୍ୟ ଘରକୁ ନର୍କ ମଧ୍ୟ କରିଥାନ୍ତି l ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର କେତେଗୁଡିଏ ଲକ୍ଷଣ ଗୁଡିକୁ ଜାଣିବା l ସ୍ତ୍ରୀମାନଙ୍କଠାରେ କିଛି ଲକ୍ଷଣ ଥାଏ, ଯେ ଗୋଟେ ସ୍ତ୍ରୀକୁ ଚରିତ୍ରହୀନ କରିଥାଏ ଓ ଭାଗ୍ୟଶାଳୀ ମଧ୍ୟ କରିଥାଏ l ଏମିତି ଏକ ପ୍ରାଚୀନ ଗ୍ରନ୍ଥ ଅଛି l ଯେଉଁଥିରେ ସ୍ତ୍ରୀମାନଙ୍କର ସ୍ୱଭାବ ଜାଣିହେବ ଓ ସେମାନଙ୍କର ଅଙ୍ଗକୁ ମଧ୍ୟ ଦେଖି ଜାଣିପାରିବ ଓ ସେମାନଙ୍କର ଲକ୍ଷଣ ଦେଖି ଜାଣିବା l

1-ମୁହଁ :-

ଯେଉଁ ସ୍ତ୍ରୀର ମୁହଁ ଗୋଲ ଏବଂ ଚମକିଆ ଵାଲା, ସେହି ଭଳି ସ୍ତ୍ରୀମାନେ ବହୁତ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି l ଯେଉଁ ସ୍ତ୍ରୀର ମୁହଁ ପୁରୁଷ ଭଳି ଦେଖାଯାଏ, ସେହି ସ୍ତ୍ରୀ ସନ୍ତାନ ହୀନ ହୋଇଥାଏ l ପିତର ମୁହଁ ସହ ଯେଉଁ ମହିଳାର ମୁହଁ ସମାନ ଥାଏ, ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ l

2-ଜିହ୍ୱା :-

ଯେଉଁ ସ୍ତ୍ରୀ ମାନଙ୍କର ଜିଭ ଲମ୍ବା ଓ ଲାଲ ରଙ୍ଗର ହୋଇଥାଏ, ସେମାନଙ୍କ କଣ୍ଠରୁ ମଧୁର ବାଣୀ କହିଥାନ୍ତି, ସେହିପରି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି l ଏହିପରି ସ୍ତ୍ରୀ ଘରକୁ ସୁଖ, ସଂବୃଦ୍ଧି ଓ ବୈଭବ ଆଣିଥାଏ l ଯେଉଁମାନଙ୍କର କଳା ଜିଭ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି l ଧନହୀନ ମନା ଯାଇଥାଏ l

3-ନାକ :-

ଯେଉଁ ସ୍ତ୍ରୀର ନାକ ଲମ୍ବା ହୋଇଥାଏ, ଏବଂ ନାକର ଅଗ୍ର ଭାଗରେ କଳା ଯାଇ ଥାଏ, ତାଙ୍କୁ ବହୁତ ଶୁଭ ବୋଲି ମନା ଯାଏ l

4-ହାତ ଆଙ୍ଗୁଠି :-

ଯେଉଁ ସ୍ତ୍ରୀ ମାନଙ୍କର ଆଙ୍ଗୁଳି ଲମ୍ବା ହୋଇଥାଏ, ସେମାନେ ଅତ୍ୟନ୍ତ ଦୁର୍ଲଭ ମନା ହୋଇଥାନ୍ତି ଓ ସ୍ୱୟଂ ଭାଗ୍ୟବାନ ହୋଇଥାନ୍ତି, କିନ୍ତୁ ଯେଉଁମାନଙ୍କର ଆଙ୍ଗୁଳି ଛୋଟ ଓ ଚଉଡା ଥିବା ମହିଳା ଅନ୍ୟମାନଙ୍କ ପାଇଁ ଭାଗ୍ୟବାନ ମନା ଯାଏ l

5-ଲମ୍ୱା କେଶ :

-ସାଧାରଣତଃ କୌଣସି ଦେବୀମାନଙ୍କର କେଶ କଳା ଓ ଲମ୍ୱା ହୋଇଥାଏ l ଏହାର ଅର୍ଥ ହେଉଛି -ଶୁଦ୍ଧତା ଏବଂ ସୌଭାଗ୍ୟଶାଳୀର ସ୍ୱଭାବ ଅଟେ, ଏବଂ ଲମ୍ବା କେଶ ଥିବା ମହିଳାମାନଙ୍କୁ ମଧ୍ୟ ଶୁଭମନା ଯାଏ l

6-ଗୋଡ ଆଙ୍ଗୁଠି :-

ଯେଉଁ ମାନଙ୍କର ଛୋଟ, ଚଉଡା, ଗୋଲ ଏବଂ ଲାଲ ଅଂଶ ଥାଏ, ସେହି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।