ମଜାଳିଆ ପ୍ରଶ୍ନ – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଏହି ଉତ୍ତର ଗୁଡିକ ଟିକେ ଭିନ୍ନ ଧାରଣ ର l କିଛି କ୍ଷେତ୍ରରେ ଏହିଭଳି ପ୍ରଶ୍ନ ଆମେ ସାକ୍ଷାତକାର ମାନଙ୍କରେ ପାଉ l ଆମେ ଯେତେ ଅଧୟନ କରିବା ସତ୍ୱେ ଆମେ ଯେତେବେଳେ କୌଣସି ସକ୍ଷତାକର ର ସମ୍ମୁଖୀନ ହେଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହୁଅନ୍ତି l ଯାହା ପ୍ରାୟତଃ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟି ଥାଏ lଆପଣଙ୍କ ପାଇଁ ଆଜି ଏପରି ପ୍ରଶ୍ନ ଅଛି ଯାହା 90 ପ୍ରତିଶତ ଲୋକଙ୍କୁ ଜଣାନଥିବ l

ଯାହା ଆପଣଙ୍କୁ ଆମେ ପ୍ରଶ୍ନର ଉତ୍ତର ଦେବୁ ତାହା ଆପଣଙ୍କୁ ଅବଗତ ନଥିବ l ଏବଂ ଏହା ଟେଷ୍ଟ କିମ୍ଵା ଇଣ୍ଟରଭିଉ ରେ ଆପଣଙ୍କର ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚରା ଯାଏ l ତେବେ ବନ୍ଧୁଗଣ ଚାଲନ୍ତୁ ଏହି ମଜାଦାର ପ୍ରଶ୍ନ ର ଉତ୍ତର ବିଷୟରେ ଆଲୋଚନା କରିବା l

1- ତାହା କଣ ଯାହା ଖାଇବାକୁ କିଣା ଯାଇଥାଏ କିନ୍ତୁ ତାହା ଖିଆ ଯାଇନଥାଏ ?
ଉତ୍ତର – ପ୍ଲେଟ

2- ତାହା କେଉଁ ଜିନିଷ ଯାହା ଛୋଟ ପିଲା ମାନେ ଖାଇଥାନ୍ତି, କିନ୍ତୁ ବଡ ଲୋକ ଖାଇପାରନ୍ତିନି ?
ଉତ୍ତର – ପୋଲିଓ

3- ତାହା କଣ ଅଟେ ଯାହା ଏକ ଫଳ ର ନାମ, ଗୋଟିଏ ଝିଅ ର ନାମ ଏବଂ ଗୋଟିଏ ରଙ୍ଗ ର ନାମ ମଧ୍ୟ୍ ଅଟେ ?
ଉତ୍ତର – କମଳା

4- ତାହା କଣ ଅଟେ ଯିଏ କଥା କହି ପାରେନି, ଦେଖି ପାରେନି କି ଶୁଣି ପାରେନି କିନ୍ତୁ ସବୁବେଳେ ସତ ହିଁ କହିଥାଏ l
ଉତ୍ତର – ଆଇନା

5- ତାହା କଣ ଅଟେ ଯାହା ବାସ୍ନା କରିଥାଏ କିନ୍ତୁ ଫୁଲ ନୁହଁ, ତାହା ଇର୍ଷା ନକରିବି ଜଳି ଥାଏ l
ଉତ୍ତର – ଧୂପକାଠି

6- ଗୋଟିଏ ଝିଅ ର କେଉଁ ଜିନିଷ କୁ ସେ ନିଜେ ବ୍ୟବହାର କରି ନଥାଏ, କିନ୍ତୁ ଅନ୍ୟ ମାନେ ବିଭିନ୍ନ ଉପାୟରେ ବ୍ୟବହାର କରିଥାନ୍ତି ?
ଉତ୍ତର – ନିଜର ନାମ କୁ

7- ପାଞ୍ଚ ଶବ୍ଦର ମୋହରି ନାମ ଓଲଟା ସିଧା ସବୁ ସମାନ l
ଉତ୍ତର – ନବଜୀବନ

8- ଏମିତି କେଉଁ ଶବ୍ଦ ଅଛି ଯେଉଁଥିରେ ଫଳ, ଫୁଲ ଓ ମିଠା ତିନୋଟି ଯାକର ନାମ ଆସେ ?
ଉତ୍ତର – ଗୋଲାପ ଜାମୁନ l

9- ତାହା କଣ ଅଟେ ଯାହା ସମସ୍ତଙ୍କୁ ଅନେକ ଶିକ୍ଷା ଦେଇ ଚାଲି ଯାଏ ?
ଉତ୍ତର – ସମୟ

10- ଶରୀର ର କେଉଁ ଅଙ୍ଗକୁ ଯେତେ ଜୋର ରେ ଫାଡ଼ିଲେ ସେତେ ଜୋରେ ଆବାଜ କରିଥାଏ ?
ଉତ୍ତର – ଗଳା ବା ତଣ୍ଟି

11- ସେଇଟା କଣ ଯାହା ଗୋଟିଏ ହୋଇଥାଏ କିନ୍ତୁ ଉଭୟ ଭୋକ ଓ ଶୋଷ ଦୂର କରିଥାଏ ?
ଉତ୍ତର – ନଡ଼ିଆ

12- କେଉଁ ଜିନିଷ ସବୁ ଜାଗାକୁ ଯାଇ ପରେ କିନ୍ତୁ ମନ୍ଦିର ଭିତରେ ପଶି ପାରିନଥାଏ ?
ଉତ୍ତର – ଚପଲ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।