ମଝି ଆକାଶରେ ସ୍ବାମୀଙ୍କୁ ମନଇଚ୍ଛା ଗାଳି ଦେଲେ ସ୍ତ୍ରୀ ! ସ୍ବାମୀ ହସି ହସି ବେଦମ୍… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଅନେକ ସମୟରେ ଆମେ ଆପଣଙ୍କୁ ବହୁତ କିଛି ଘଟଣାର ଭିଡିଓ ଆପଣଙ୍କୁ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ। ଏପରି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।

ତେବେ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର।

ଏଠାରେ ଦେଖନ୍ତୁ କିପରି ଜଣେ ମହିଳା ମଝି ଆକାଶରେ ତାଙ୍କ ସ୍ୱାମୀଙ୍କୁ ଗାଳି ଦେଉଛନ୍ତି। ସ୍ତ୍ରୀ ଙ୍କୁ ଆଡ଼ଭେଞ୍ଚର ର ମଜା ଦେବାକୁ ଯାଇ ସ୍ବାମୀ ଏମିତି ଧୋକା ମାରିଲେ ଆଉ ପାରା ଗ୍ଲାଇଡର୍ ଙ୍କ ସହ ସ୍ତ୍ରୀ ପୂରା ଆକାଶରେ ଉଡିଲେ। ଆଉ ଏହାପରେ ସ୍ତ୍ରୀ ଙ୍କ ଯାହା ଅବସ୍ଥା ତାହା ଆପଣଙ୍କ ସାମ୍ନାରେ ଭିଡିଓ ରହିଛି। ଆପଣ ଏହାକୁ ଦେଖି ଜାଣି ପାରୁଥିବେ ଏହି ମହାନ୍ କାମ ପାଇଁ ସ୍ତ୍ରୀ, ତାଙ୍କ ସ୍ଵାମୀ ଙ୍କୁ କେଉଁଭଳୀ ଭାବରେ ଏବଂ କେଉଁ ଭାଷାରେ ଗାଳି ଦେଉଛନ୍ତି। ଜୀବନର ସବୁ ରାଗ ଏବଂ ଗାଳି କୁ ତାଙ୍କ ସ୍ଵାମୀ ଉପରେ ଢାଳି ଦେଇଛନ୍ତି ଏହି ମହିଳା ଜଣଙ୍କ। ଆଉ ଇଣ୍ଟରନେଟ ରେ ତାଙ୍କର ଏହି ମୁହୂର୍ତ୍ତର ଭିଡିଓ ରେକର୍ଡ ହେବା ପରେ ଏହା ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।

ଏହା ହେଉଛି ଏମିତି ପାରା ଗ୍ଲାଇଡିଂ ର ଅନୁଭୂତି ଯେଉଁଠି ଆପଣଙ୍କୁ ଆପଣଙ୍କ ଜୀବନ ପ୍ରତି ବହୁତ୍ ଡର ଲାଗିଥାଏ। ଆଉ ବହୁତ୍ ମଜା ବି ଆସିଥାଏ। କିନ୍ତୁ ଏହି ସମୟରେ ଜାତ ହେଉଥିବା ଭୟ କାରଣରୁ ଆମ ଭିତରେ ଦାବି ହୋଇ ରହିଥିବା ଅନେକ କଥା ବାହାରକୁ ଆସିଥାଏ। ଯେମିତି ଏହି ମହିଳା ଜଣଙ୍କ ତାଙ୍କର ସବୁ ଗାଳି ତାଙ୍କ ସ୍ବାମୀଙ୍କ ଉପରେ ସାରି ଦେଇଛନ୍ତି। ଆଉ ଏହି ଭିଡିଓ ଦେଖି ସମସ୍ତେ ମଜା ଉଠାଇବା ସହିତ ଏହାକୁ ଦେଖି ବହୁତ୍ ମଜା ମଜା କମେଣ୍ଟ ସବୁ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।