ମଝି ବିଲରେ ଆଣ୍ଠେଇଲେ ଜେଲର… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…. ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ | ହଁ ଆଜ୍ଞା ଫ୍ଲିମ ଷ୍ଟାଇଲ ରେ କଏଦି ଫେରାର ହେବା ଘଟଣା ଏବେ ସମସ୍ତ ଙ୍କୁ ଚକିତ କରିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଜେଲ ଜଣଙ୍କ ତାଙ୍କର ନିଜସ୍ୱ କାମ କରେଇବା ପାଇଁ କଏଦି ଜଣଙ୍କୁ ବ୍ୟବହାର କରୁଥିଲେ | ଏମିତି ବାରମ୍ବାର କାମ କରେଇବା ସହିତ ନିଜର ଧାନ ଜମିରେ ମଧ୍ୟ କଏଦୀ ଜଣକ ଙ୍କୁ କାମ କରାଉଥିଲେ ଜେଲର | ହେଲେ ଉପଯୁକ୍ତ ସମୟ ସୁବିଧା ଦେଖି କଏଦୀ ଜଣଙ୍କ ଧାନ ବିଲରୁ ଫେରାର ହେବାରେ ସଫଳ ହେଇଛନ୍ତି ବୋଲି ଜଣା ପଡିଛି | ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଚାଲି ଥିବା ବେଳେ ପ୍ରଶାସନ ଏ ଭୁଲ ଜାଣି ଶୁଣି କରିଛି ନା ଏହା ପଛରେ କଣ କାରଣ ରହିଛି ସେ ବିଷୟରେ ଏବେ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ପୂରା ଘଟଣା ବିଷୟରେ |

ତେବେ ବନ୍ଧୁ ଗଣ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ଦେଖିଲେ ବିଶ୍ୱାସ ଆପଣଙ୍କ ବିଶ୍ୱାସ ନ ହେଲେ ମଧ୍ୟ କଥା ଟି ସମ୍ପୂର୍ଣ ସତ | ତେବେ ଏମିତି ଏକ ଘଟଣା ଆମେ ପ୍ରଥମେ ଫ୍ଲିମ ରେ ଦେଖୁବାକୁ ପାଉଥିଲୁ ହେଲେ ଏବେ ଠିକ ସେହିପରି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା ସୂଚନା ଅନୁଯାୟୀ ଜେଲ ଜଣଙ୍କ ତାଙ୍କ ଜମି ନିଜସ୍ୱ କାମରେ କଏଦୀ ଙ୍କୁ ବିଲ କାମ କରାଉଥିଲେ | ଏମିତି କାମ କରିବା ସମୟରେ କଏଦୀ ଜଣଙ୍କ କୁଆଡେ ଚମ୍ପଟ ମାରିଛି ଯାହା କୁ ଧାନ ବିଲ ସାରା ଏତେ ପ୍ରଖର ଖରା ରେ ଖୋଜି ଖୋଜି ହାଲିଆ ହେଇଛନ୍ତି ଜେଲ ର ଜଣଙ୍କ |

ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାର ରେ | ସୂଚନା ଅନୁଯାୟୀ ଗୁରୁବାର ଦିନ ବିଚାରଧୀନ ଏକ କାଏଦୀ ଙ୍କୁ ସୋର ଉପକାରାଗାର ରେ ପ୍ରିୟମ୍ବଦା ପଣ୍ଡା ତାଙ୍କର ନିଜର ଘରେଇ କାମ ରେ କଏଦୀ ଙ୍କୁ ବ୍ୟବହାର କରିବା ସହିତ କଏଦୀ ଙ୍କୁ ଭଲ ଖାଇବା ପାଇଁ ଦେଉନଥିଲେ | ଲୋକଙ୍କ କହିବା କଥା ଅନୁଯାୟୀ ଜେଲ ଜଣଙ୍କ କଏଦୀ ମାନଙ୍କ ହାତରୁ ସମସ୍ତ କାମ କରେଇବା ସହିତ ସେମାନଙ୍କୁ ନିମ୍ନ ମାନ ର ଖାଦ୍ୟ ଦେଉଛନ୍ତି ଖାଇବା ପାଇଁ, କୁନ୍ଦରୀ ଝୋଳ,କାଙ୍କଡ଼ ଝୋଳ ଖାଇବା ଦେଉଥିଲେ |

ତେବେ ଜେଲ ଜଣଙ୍କ ର ଏମିତି ଅତ୍ୟାଚାର ସାହିନପାରୀ ବହୁତ କଏଦୀ ଆତ୍ମୋ ହତ୍ୟା ମଧ୍ୟ କରିଛନ୍ତି |ଏମିତି ବିଭିନ୍ନ ପ୍ରକାର କଥା ଲୋକ କହିଥିଲେ ମଧ୍ୟ | ଧାନ ବିଲରେ ପ୍ରିୟମ୍ବଦା ପଣ୍ଡା କଏଦୀ ଙ୍କୁ କାମ କରାଉଥିବା ବେଳେ କଏଦୀ ଜଣଙ୍କ ଧନ ବିଲ ରୁ ଚମ୍ପଟ ମାରିଛି | ଏନେଇ ଲୋକ ମାନେ ତାଙ୍କୁ ପ୍ରଶ୍ନ ପଚାରିବାରୁ ସେ ମୁହଁକୁ ଲୁଚାଇ କିଛି ନ କହି ଚୁପ ଚାପ ଚାଲିଯାଇଛନ୍ତି | ତେବେ ଏବେ ପ୍ରଶ୍ନ ଉଠୁଛି କାହିଁକି କାଏଦୀ ମାନଙ୍କୁ ଜେଲ ରୁ ବାହାରକୁ ଅଣା ଯାଉଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଏହି ଖବର ଟି ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment