ଦେଖନ୍ତୁ Shocking ଭିଡିଓ : ମଝି ରାସ୍ତାରେ ଯାଉ ଯାଉ ଅଳ୍ପକେ ବର୍ତ୍ତିଗଲା ମହିଳା ଙ୍କ ଜୀବନ, ଭିଡ଼ିଓ ଟି ଦେଖିଲେ ହୋସ ଉଡିଯିବ…

0

ଦୁର୍ଘଟଣା କେତେବେଳେ କାହା ସହ ଘଟିବ ତାହା କହି ହେବ ନାହିଁ। କିଏ ଏହାର ଶିକାର ହେବ ତା ମଧ୍ୟ କହିବା ସମ୍ଭବ ନୁହେଁ। କିନ୍ତୁ ନିଶ୍ଚିତ ଭାବରେ ଏହା ଦୁଃଖ ଦାୟକ ହୋଇଥାଏ ସମସ୍ତଂକ ପାଇଁ। ଆପଣ ଅନେକ ସମୟରେ ଦୁର୍ଘଟଣା ଜନିତ ଖବର ସମ୍ପର୍କରେ ଜାଣିବାକୁ ପାଉଥିବେ।ଦୁର୍ଘଟଣା ରେ କାହାର କଣ ଘଟିବ ତାହା ତ କହିହେବ ନାହିଁ। କିନ୍ତୁ ଏହା ଯେ କ୍ଷତି ଘଟାଇବ ଏହା ନିଶ୍ଚିତ ଅଟେ। ଆମେ ଅନେକ ସମୟରେ ଦେଖିବା ପାଇଁ ପାଉ କିପରି ନିଜର ସାମାନ୍ୟ ଅସାବଧାନତା ସଦୃଶ ଛୋଟ ଭୁଲ ପାଇଁ ବେଳେ ବେଳେ ଏହି ଭଳି କିଛି ବିପଦରୁ ମଣିଷ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ।

କିଛି ସମୟରେ ଶେଷରେ ଜୀବନ ବି ଚାଲି ଯାଇଥାଏ। ତେଣୁ ଦୁର୍ଘଟଣା ପ୍ରାୟତଃ କାହା ପାଇଁ ଗ୍ରହଣୀୟ ହୋଇ ପାରି ନଥାଏ।ସାମାନ୍ୟ ଅସାବଧାନତା ବେଳେବେଳେ ମଣିଷ ଉପରେ ଭାରି ପଡ଼ିଥାଏ ତାହାର ଅନେକ ନଜିର ମଧ୍ୟ ରହିଛି। ଯେଉଁ କାରଣରୁ ଭୟଙ୍କର ବିପଦ ସବୁ ମଣିଷ ଉପରକୁ ମାଡି ଆସିଥାଏ। ଏଥିପାଇଁ ଯେଉଁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥାଏ ତାହା ବା କଷ୍ଟ ଦାୟକ ହୋଇପଡେ। ସେହିଭଳି ଏକ ଦୁର୍ଘଟଣା ଭୁବନେଶ୍ଵର ରେ ଘଟିଛି। ଯେଉଁ ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ। ଏଠାରେ ଦେଖିବାକୁ ମିଳିଛି ଯେ ଏକ ଅଟୋ କିପରି ରାସ୍ତା ରେ ଓଲଟି ପଡୁଛି।

ଆଉ ଏହା ଏକ ପାର୍ଶ୍ୱ କୁ ପଡ଼ିଯିବା ପରେ ସେଥିରେ ଥିବା ଯାତ୍ରୀ ମାନେ ମଧ୍ୟ ପଡ଼ି ଯାଉଛନ୍ତି।ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଏହି ଘଟଣାରେ ଭୟଭୀତ ହୋଇ ଯାଇଛନ୍ତି ଯାହା ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଅଣ ନିଃଶ୍ୱାସି ହୋଇ ପଡ଼ୁଛନ୍ତି ମହିଳା ଜଣଙ୍କ। ଏହାପରେ ତାଙ୍କୁ ହସ୍ପିଟାଲ୍ କୁ ପଠାଇବା ସହିତ ପିଶିଆର୍ ଭ୍ୟାନ୍ କୁ କଲ୍ କରି ଏ ବିଷୟରେ ଅବାଗତ କରାଇଥିଲେ ସ୍ଥାନୀୟ ଲୋକେ। ଏହାପରେ ପୋଲିସ୍ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିଛି। ତେବେ ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଆମେ ଅନେକ ସମୟରେ ଏମିତି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଥାଉ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ।ଯାହାକୁ କେହି ଚାହୁଁ ନଥିଲେ ବି ଏହା ଅଚାନକ ଭାବରେ ଆସି ଯାଇଥାଏ ଏବଂ ଆମର ଅନେକ କ୍ଷୟ କ୍ଷତି ଘଟାଇଥାଏ ମଧ୍ୟ। ଦୁର୍ଘଟଣା ଶବ୍ଦ ସହିତ ଆମେ ବହୁତ୍ ମାତ୍ରାରେ ପରିଚିତି ହୋଇଥିଲେ ବି ଆମେ ଏହାକୁ ଜାଣିଶୁଣି ଆମନ୍ତ୍ରଣ କରି ନଥାଉ।ଏହାର ପୂର୍ବାନୁମାନ କେହି କରି ପାରିବେ ନାହିଁ। ଯାହା ଅଚାନକ ଭାବରେ ଆସିଥାଏ ଏବଂ ମଣିଷକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଥାଏ। ତେଣୁ ଯାତ୍ରା ସମୟରେ ଯଥା ସମ୍ଭବ ସଚେତନ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।