ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ! ଏହି ୪ ରୋଗ ଘରେ ଘରେ ହେବ, ଏବେଠୁ ଜାଣି ରଖନ୍ତୁ ନଚେତ ପସ୍ତେଇବେ…

0

ବନ୍ଧୁଗଣଆଜି ଆମେ ଏକ ବିଶେଷ କଥା ଉପରେ ଆଲୋଚନା କରିବା। ଯାହା ମାଳିକା ର ବିଚାର ଅଟେ। ଯେଉଁ ବିଷୟରେ ପୂର୍ବରୁ ମାଳିକା ରେ ବର୍ଣ୍ଣିତ ରହିଛି। ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ମାଳିକା ଗବେଷକ ଏବଂ ବିଚାରକ ମାନେ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି।

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ଏଠାରେ ଜଣେ ମାଳିକା ବିଶେଷଜ୍ଞ, ବିଚାରକ ଯାହାଙ୍କ ନାମ ହେଉଛି ଦିବାକର ଦାସ ଏକ ବିଶେଷ କଥା ଉପରେ ବର୍ଣ୍ଣନା କରିଛନ୍ତି। ଯେଉଁ ବିଷୟରେ ମାଳିକା ରେ ପୂର୍ବରୁ ବର୍ଣ୍ଣିତ ରହିଛି।ସେ କହିଛନ୍ତି ଏମିତି ସମୟ ଆସିବ ସମସ୍ତଙ୍କ ଘରେ ୪ ଟି ରୋଗ ହେବ।ଏହି ରୋଗ ଗୁଡିକ ହେଉଛି, ପ୍ରଥମରେ ହେଉଛି ରକ୍ତଚାପ ରୋଗ। ସେହିପରି ଦ୍ବିତୀୟ ରୋଗ ଯାହା ଘରେ ଘରେ ହେବ, ତାହା ହେଉଛି ଡାଇବେଟିସ ବା ମଧୁମେହ ରୋଗ। ଏବେ ଛୋଟ ପିଲାଙ୍କୁ ବି ଏହି ରୋଗ ହେଉଥିବା ଆପଣ ଦେଖିବାକୁ ପାଉଥିବେ। ତୃତୀୟ ଟି ହେଉଛି ହୃଦଘାତ ଜନିତ ରୋଗ।

ଯାହାକୁ ଆପଣ ହାର୍ଟ ଆଟାକ ବୋଲି କହୁଛନ୍ତି। ସେହିପରି ଚତୁର୍ଥ ରୋଗଟି ହେଉଛି ଗ୍ୟାସ୍ ସମସ୍ୟା।ଏହି ଗ୍ୟାସ୍ ରୋଗ ଯାହା ଆଜିକାଲି ସାଧାରଣ ହୋଇ ଗଲାଣି। ତେଣୁ ମହାପୁରୁଷ କହି ଯାଇଛନ୍ତି ଏହି ୪ ଟି ରୋଗ ଘରେ ଘରେ ହେବ ଏବଂ ମଣିଷ କେତେବେଳେ ଏହି କାରଣରୁ ମୃତ୍ୟୁ ବରଣ କରିବ ତାହା କହିହେବ ନାହିଁ। ତେଣୁ କେତେବେଳେ କିଏ ଏ ଦୁନିଆରୁ ଚାଲିଯିବ, କିଏ କହି ପାରିବ। ତା ପୁର୍ବରୁ ଆମେ ଭାଗବତ ଭଗବାନଙ୍କୁ ଆଶ୍ରୟ କରିବା ଏବଂ ତାଙ୍କରି ଗୁଣଗାନ କରିବା। ଈଶ୍ୱରଙ୍କୁ ଡାକିବା ଏବଂ ତାଙ୍କ ନିକଟରେ ନିଜକୁ ସମର୍ପଣ କରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।