ମାଳିକା ବଡ ଭବିଷ୍ୟବାଣୀ ! 2022 ରେ ଆସୁଛି ଏମିତି ରୋଗ, ମାତ୍ର ତିନି ମିନିଟ ରେ ଚାଲିଯିବ ମଣିଷ ଜୀବନ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ସେହିପରି ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ ଏବଂ ସାଧୁ ବାବା ମାନେ।

ସେହିପରି ଏବେ ଏକ ବିଶେଷ ପ୍ରସଙ୍ଗକୁ ନେଇ ଜଣେ ବାବା କଣ କହିଛନ୍ତି ତାହା ଶୁଣନ୍ତୁ। ବର୍ଷ ୨୦୨୨ ରେ କଣ ସବୁ ଘଟିବ ଏବଂ ଏହାକୁ ନେଇ କଣ ମାଳିକା ରେ ଉଲ୍ଲେଖ ରହିଛି ତାହା ଏଠାରେ ବାବା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ବର୍ଷ ମଣିଷ ଅନେକ ମହାବ୍ୟାଧି ଭଳି ରୋଗକୁ ସମ୍ମୁଖୀନ କରିବ। ଏମିତି ମହାମାରି ଜନ ସମାଜକୁ କବଳିତ କରିବ ଯାହା ଦ୍ଵାରା ଏହା ଏପରି ଭାବରେ ଲୋକଙ୍କୁ ପ୍ରଭାବିତ କରିବ ଯେ ଲୋକେ ମାତ୍ର ୩ ମିନିଟ୍ ରେ ହିଁ ମୃତ୍ୟୁ ବରଣ କରିବେ।୧୮୦ ସେକେଣ୍ଡ ରେ ଚାଲିଯିବ ଅକ୍ରାନ୍ତ ଙ୍କ ଜୀବନ। ଆଉ ଏଥିପାଇଁ ଉପଚାର ମଧ୍ୟ ସେ କହିଛନ୍ତି।

ଆମ ଚତୁପାର୍ଶ୍ୱ ରେ ରହିଥିବା ପରିବେଶରେ ଥିବା ଗଛ ଗୁଡ଼ିକର ପତ୍ର ଏବଂ ଘରେ ଥିବା ମହୁ, ଘିଅ ଆଦିକୁ ସେବନ କରି ଏହିଭଳି ରୋଗରୁ ମୁକ୍ତି ପାଇ ପାରିବେ। ପ୍ରାକୃତିକ ପରିବେଶର ମିଳୁଥିବା ପାଣି, ପବନ ଆଦିକୁ ଗ୍ରହଣ କରି ମଣିଷ ନିଜକୁ ସୁସ୍ଥ ରଖିବାକୁ ପ୍ରୟାସ କରିବେ। ଏହାଛଡ଼ା ୨୦୨୨ ମସିହାରେ ଅଗ୍ନିପାତ ବର୍ଷା ହେବାର ସମ୍ଭାବନା ସହିତ ନଇବଢ଼ି ଆଦି ହେବ ଏବଂ ଏକ ବଡ ଯୁଦ୍ଧ ହେବାର ମଧ୍ୟ ଆଶଙ୍କା ରହିଛି। ଏହିବର୍ଷ ଭୟଙ୍କରୀ କାଳ ବିତ୍ପାତର ସମୟ ଆସିବ ଏବଂ ଲୋକେ ଏହି ସମୟରେ ମରୁଡି ଏବଂ ବିପର୍ଯ୍ୟୟ ର ସାମ୍ନା କରିବେ ବୋଲି ମାଳିକା ର ଏହି ଗବେଷକ ଜଣଙ୍କ କହିଛନ୍ତି। ତେଣୁ ଏଥିପ୍ରତି ଆପଣ ଭୟଭୀତ ନହୋଇ ସତର୍କ ଏବଂ ସଚେତନ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।