ସ୍ତ୍ରୀ ପରପୁରୁଷ ସଙ୍ଗେ ବୁଲିବ ବଜାର ଘାଟ, ସ୍ଵାମୀ ଜଗିଥିବ ବାଟ 😲🙏 ସାବଧାନ ! ‘ମାଳିକା’ ଚେତାବନୀ… ଘଟିବାକୁ ଯାଉଛି ଏହି ବଡ ଅଘଟଣ ଶୀଘ୍ର ଦେଖନ୍ତୁ…

ବନ୍ଧୁଗଣ ମାଳିକା ର ବର୍ଣ୍ଣିତ ଏକ ସୁନ୍ଦର୍ କଥା ଏକ ସୁନ୍ଦର୍ ବିଷୟବସ୍ତୁ ଉପରେ ଆମେ ଆଜି ଆଲୋଚନା କରିବା ଯାହାଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ଅଟେ।ଏହା ଏଭଳି ଏକ ପ୍ରସଙ୍ଗ ଯାହା ସମସ୍ତଂକ ପାଇଁ ଏକ ବିଶେଷ ବାର୍ତ୍ତା ପ୍ରଦାନ କରିବା ଭଳି କଥା ଅଟେ।ଯେଉଁଠି ଆମେ ମହିଳା ମାନଙ୍କୁ ନେଇ ମାଳିକା ଦେଇଥିବା ଚେତାବନୀ ବିଷୟରେ ଆଲୋକପାତ କରିବା। ଯାହାକୁ ବର୍ଣ୍ଣନା କରିଛନ୍ତି ମାଳିକା ବିଶାରଦ ବାବା ଦିବାକର ଦାସ୍।ତେବେ ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ତାର ମାହାତ୍ମ୍ୟ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ।

ସେହିସବୁ ବିଶେଷ ପ୍ରସଙ୍ଗ ଯାହା ମାଳିକାରେ ବର୍ଣ୍ଣିତ ରହିଛି ତାକୁ ଜାଣିବା ପାଇଁ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ। ତେବେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।

ତେବେ କଳିଯୁଗରେ ସ୍ତ୍ରୀ ମାନଂକର, ମହିଳା ମାନଙ୍କ ର ଆଚରଣ କିପରି ରହିବ, କିପରି ଭାବରେ ସେମାନେ ତାଙ୍କର ବ୍ଯବହାର ପ୍ରଦର୍ଶନ କରିବେ ଏବଂ ନୈତିକତା କୁ ଗୁରୁତ୍ବ ଦେବେ ସେ ବିଷୟରେ ଏଠାରେ ବର୍ଣ୍ଣିତ। ମହାପୁରୁଷ କହୁଛନ୍ତି ସଂସାର ଭିତରେ ଏମିତି ଅନେକ ରହିଛନ୍ତି, ଯେଉଁମାନେ ଉପରେ ମିଠା ମିଠା କଥା କହି ଭିତରେ ଚେର କାଟିବେ। ବିଶ୍ୱାସଘାତକତାଙ୍କ ଭଳି କାମ କରିବେ। ସ୍ବାର୍ଥ ସରିଗଲେ ଛାଡି ପଳାଇବେ। ଏମିତି ସମୟ ଆସିବ ସ୍ତ୍ରୀ ଉପରେ ସ୍ବାମୀ ବିଶ୍ୱାସ ହରାଇବା ଏବଂ ସ୍ବାମୀ ଉପରେ ସ୍ତ୍ରୀ ମଧ୍ୟ ବିଶ୍ଵାସ ହରାଇବ।

ପରପୁରୁଷର ହାତ ଧରି ସ୍ତ୍ରୀ ବଜାର ଘାଟ ବୁଲିବ ଏବଂ ସ୍ବାମୀ ଘରେ ସ୍ତ୍ରୀ ର ବାଟ ଜଗିବ। ଅନ୍ଯ ମାନଙ୍କ ପାଇଁ ସ୍ବାମୀ ସ୍ତ୍ରୀ ର ମଧୁର ସଂପର୍କରେ ତିକ୍ତତା ଆସିବ। ବିଶ୍ୱାସ ରହିବ ନାହିଁ। କଥାବାର୍ତ୍ତା ରେ ଶାଲିନତା ରହିବ ନାହିଁ। ଧିରେ ଧିରେ ସମସ୍ତେ ଅମଣିଷ ପାଲଟି ଯିବେ। ସଂସ୍କାର ବିହୀନ କାର୍ଯ୍ଯ ସବୁ କରିବେ। ଯାହା ଏତେ ମାତ୍ରାରେ କଳି ଯୁଗରେ ବଢ଼ି ଚାଲିବ ଯେ ମଣିଷ ଅନାୟସ ରେ ନିଜର ଜୀବନ ହାରିବାକୁ ବାଧ୍ୟ ହେବ। ତେଣୁ ସତ୍ କର୍ମ କରନ୍ତୁ ଏବଂ ନିଜକୁ ସତ୍ ପଥରେ ପରିଚାଳିତ କରନ୍ତୁ। ଏହାହିଁ ଆପଣଙ୍କୁ ଜୀବନରେ ଶାନ୍ତି ଏବଂ ସମୃଦ୍ଧି ଆଣିଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment