ମାଳିକା ଦେଲା ଭୟଙ୍କର ଚେତାବନୀ ! ଏପ୍ରିଲ 2024 ପରେ କାନ୍ଦି କାନ୍ଦି ମରିବା… ସତ ଦିନ ଓଲଟିବ ପୃଥିବୀ… କଣ ସବୁ ଘଟିବ ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ସେହିପରି ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।ତେବେ ମାଳିକା ରେ ବର୍ଣ୍ଣିତ ଏମିତି କିଛି ତଥ୍ୟ ଯାହା ଆଗରୁ ସତ ହେଇଛି ଏବଂ ଆଗକୁ ସତ ହେବାକୁ ଯାଉଛି ତାକୁ ଜାଣିଲେ ହୁଏତ ଆପଣଙ୍କୁ ଭୟ ଲାଗିପାରେ ବା ଲାଗୁଥିବ କିନ୍ତୁ ତାହା ଆପଣଙ୍କୁ ଭୟଭୀତ କରିବା ପାଇଁ ନୁହେଁ ବରଂ ସଚେତନ କରାଇବା ପାଇଁ। ଆପଣ ମାନେ ଜାଣିଛନ୍ତି କିପରି ଭାବରେ ଆମ ସମାଜରେ ଅନ୍ୟାୟ ଅନୀତି ବଢ଼ି ଚାଲିଛି।

ଆଉ ଏହାର ଫଳ ସ୍ଵରୂପ ଅସହ୍ୟ ହୋଇ ପଡ଼ିଲାଣି ପୃଥିବୀ। ଶେଷରେ ଏଥିପାଇଁ ଆମକୁ ଏମିତି ବିପତ୍ତି ର ସାମ୍ନା କରିବାକୁ ପଡ଼ିବ ଯାହାର କୌଣସି ସମାଧାନ ନାହିଁ।ସେ ବିଷୟରେ ଜଣେ ମାଳିକା ବିଚାରକ ଏଠାରେ କହିଛନ୍ତି। ଯେବେ ସାତ ରାତି ଅନ୍ଧାର ହେବ, ପ୍ରଳୟ ଆସିବ ସେବେ ଲୋକେ କାନ୍ଦି କାନ୍ଦି ମରିବେ।ସେହି ସମୟ ନିକଟତର ହେଉଛି। ଯେଉଁ ସମୟରେ ଭାରତ ଉପରେ ସନି ଦଶା ପଡ଼ିବ ଏବଂ ରାହୁ କାଳ ଯୋଗ ରହିଛି। ଏପରି ସ୍ଥିତି ସୃଷ୍ଟି ହେବ ଯେ ଏଥିରୁ ଉଦ୍ଧାର ପାଇବା ବହୁତ୍ କଷ୍ଟ। କାରଣ ଏହି ସମୟରେ କେବଳ ସାତ ରାତି ଅନ୍ଧାର ହେବ ନାହିଁ ବରଂ ଦଶା କାରଣରୁ ଅନେକ ପାରିପାର୍ଶ୍ବିକ ବିପତ୍ତି ମଧ୍ୟ ମାଡ଼ି ଆସିବ।

ଏକାସାଙ୍ଗରେ ସେହି ସମୟରେ ଯୁଦ୍ଧ ବି ହେଉଥିବ, ପ୍ରାକୃତିକ ବିପର୍ଯ୍ୟୟ ବି ଘଟିବ ଏବଂ ଏପଟେ ଲୋକେ ସାତ ରାତି ଅନ୍ଧାର ରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ତେବେ ଏସବୁ ସମସ୍ୟା ଏବଂ ପୃଥିବୀ ଉପରେ ବିପତ୍ତି ଆସିବ ୨୦୨୪ ଏପ୍ରିଲ ମାସ ପରେ। ଏହାକୁ ନେଇ ମାଳିକା ବିଚାରକ ଜଣଙ୍କ ସ୍ପଷ୍ଟ କରିଛନ୍ତି। ଏହାଛଡା ସେ ଏହିଭଳି ଅନେକ କଥା କହିଛନ୍ତି ଯାହା ଆପଣ ଏହି ଭିଡିଓ ରେ ଜାଣିବାକୁ ପାଇବେ ଏବଂ ନିଜକୁ ସଚେତନ କରି ରଖି ପାରିବେ। ତେଣୁ ଏବେ ସମୟ ଆସିଛି ନିଜକୁ ନୀତିବାନ କରନ୍ତୁ ଏବଂ କର୍ମକୁ ସତ୍ ପଥରେ ପରିଚାଳିତ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment