ଦେଖନ୍ତୁ Shocking ଭିଡ଼ିଓ : ମାଲିକ ପାଇଁ ଟ୍ରକ ପଛରେ ୪ କିଲୋମିଟର ଦୌଡିଲା କୁକୁର…

ହଁ ଦର୍ଶକ ବନ୍ଧୁ ଏପରି ଏକ ଭିଡିଓ ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ହେଇଯିବେ ଆଶ୍ଚଯ୍ୟ | ଆପଣ ମାନେ ଅନେକ ପ୍ରକାରର ସମ୍ପର୍କ ରେ ବାନ୍ଧି ହେଇ ନିଜ ଜୀବନରେ ଆଗେଇଥିଲେ | କିନ୍ତୁ ମୁଁ ଆଜି ଆପଣ ମାନଙ୍କୁ ଏପରି ଗୋଟିଏ ସମ୍ପର୍କ ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଆପଣ ଵୋ ଶୁଣିଲେ ଭାବିବେ ଆଉ କହିଉଥିବେ , ସତରେ ଏହି କୁକୁର ଆଉ ମାଲିକ ଭିତରେ ଯେଉଁ ସମ୍ପର୍କ ରହିଛି ତାହା ଭାଇ ଭାଇ ର ସମ୍ପର୍କ ଠାରୁ ବି କିଛି କମ ନୁହଁ |

ଆମେ ମାନେ ଜାଣିଛୁ କି ଲୋକ ମାନେ ଘରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଙ୍କୁ ପାଳି ଥାନ୍ତି | ତେବେ ବିଶେଷ କରିକି ଲୋକ ମାନେ କୁକୁର କୁ ଘରେ ପାଳିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଓ ଯାହାକୁ ଘରେ ମଧ୍ୟ ରଖନ୍ତି | ଆଉ ଯୋଉଠି ପାଇଁ କୁକୁର କୁ ମଣିଷ ର ସବୁ ଠାରୁ ବିଶ୍ଵସ୍ଥ ବନ୍ଧୁ ବୋଲି କହିଥାନ୍ତି |ତେବେ ଏପରି ଏକେ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ରାସ୍ତାରେ ଦେଖିବାକୁ ମିଳିଛି , ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଯାହା ଘଟଣା ଟିରେ ଦେଖିବାକୁ ମିଳିଥିଲା କି କୁକୁର ଟି ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଛି, ତାହା ପୁଣି 5 ନମ୍ବର ଜାତୀୟ ରାଜପଥ ହାଇୱେ ଉପରେ |

ତେବେ କୁକୁର ଟି କୁଆଡେ ଯାଉଛି ବୋଲି କିଛି ମିଡ଼ିଆ ଭାଇ ମାନେ ଭାବିଥିଲେ ଆଉ ସେ କୁକୁର ପଛରେ ଫୋଲୋ କରି କରି ଘରଣା ସ୍ଥଳରେ ପହଞ୍ଚି ଯାଇଥିଲେ | ତେବେ ସେଠାରେ ସେମାନେ ଯାହା ଦେଖିଥିଲେ ଆପଣ ବି ଶୁଣିଲେ ଚମକି ଯିବେ | ତେବେ ଦେଖିବାକୁ ମିଳିଥିଲା କି କୁକୁର ଟି ଗୋଟିଏ ଟ୍ରକ କୁ ଫୋଲୋ କରୁଛି | ତେବେ ସେହି ଟ୍ରକ ଟିରେ କିଛି ଅଲଗା ଜିନିଷ ନାହିଁ, ସେହି ଟ୍ରକ ରେ ଅଛନ୍ତି ସେହି କୁକୁରର ମାଲିକ | ଆଉ ସେହି ମାଲିକଟି କୁକୁର କୁ ନ ଆଣିବାରୁ ସେହି କୁକୁରଟି ତାର ମାଲିକ ର ପଛେ ପଛେ 4 କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ଆସିଛି |

ଆଉ ଶେଷରେ କୁକୁର ଟି ତାର ମାଲିକକୁ ପାଖରେ ପାଇଁକି ବହୁତ ଖିସି ମଧ୍ୟ ଅଛି | ତେବେ ସେହି ମାଲିକ ଜନକ କହିଛନ୍ତି କି ସିଏ ସେହି ଟ୍ରକ ରେ କାମ କରନ୍ତି ଆଉ ସେହି କୁକୁର କୁ ମଧ୍ୟ ସିଏ ତାଙ୍କ ପାଖରେ ରଖନ୍ତି | ତାଙ୍କୁ ଯାହା ଖାଇବାକୁ ମିଳେ ସେଥିରୁ ଅଧେ ତାଙ୍କୁ ଦିଅନ୍ତି ଓ ତାଙ୍କ ସାଥିରେ କୁକୁର ଙ୍କୁ ଶୁଅନ୍ତି ମଧ୍ୟ | କିନ୍ତୁ କୁକୁର ଟି ଆଜି ପର୍ଯ୍ୟନ୍ତ କାହାର କ୍ଷତି କରିନି | ତାଙ୍କ ଘରକୁ ଯିଏ ବି ବନ୍ଧୁ ଅସେ ସେ ପ୍ରଥମେ ତାକୁ ପଶିବାକୁ ଦିଏନି ଘରେ , କିନ୍ତୁ ମାଲିକ ଆଦେଶ ଦେଲେ କିଛି କୁହେନି | ତେବେ ମାଲିକ ଜଣ ଙ୍କ କାମକୁ ଆସିଥିଲେ ଆଉ କୁକୁରକୁ ଘରେ ରହିବା ପାଇଁ କହିଥିଲେ, କିନ୍ତୁ କୁକୁର ଟି ମାଲିକକୁ ଛାଡିକି ରହି ପାରୁ ନମ୍ବର ଥିଲା ସେଥିପାଇଁ ଏମିତି ରାସ୍ତାରେ ଦୌଡ଼ି ଦୌଡ଼ି ମାଲିକ ପାଖରେ ପହଞ୍ଚିଯାଇଥିଲା | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment