OMG ! ମାଲିକର ଶବକୁ ଜଗି ବସିଛି କୁକୁର… ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

0

ଆଜିକାଲିର ଆଧୁନିକ ସମାଜରେ ପ୍ରତିଦିନ ଅନେକ ଘଟାଣ ଘଟୁଛି। ହତ୍ୟା, ଗଣ୍ଡଗୋଳ, ଚୋରି, ଡକାୟତି, ରେପ ଇତ୍ୟାଦି ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଯାହାକୁ ଦେଖିଲା ପରେ ଆମକୁ ଲାଗେ କି ସମାଜରେ ଧିରେ ଧିରେ ମାନବିକତା ଲୋପ ପାଇବାରେ ଲାଗିଛି। ଆଜି ଏପରି ପରିସ୍ଥିତି ଆସି ପହଁଚିଛି ଯେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ପଛାଉଛନ୍ତି। ସବୁବେଳେ ନିଜର ସ୍ୱାର୍ଥ ଦେଖୁଛନ୍ତି। ହେଲେ ବନ୍ଧୁଗଣ ଆମ ସମାଜରେ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟକୁ ସବୁବେଳେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି।

ତେଣୁ ଆପଣ ମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରନ୍ତୁ। ତେବେ ବର୍ତ୍ତମାନ ସମୟରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆଉ କହିବେ। ଏମିତି ବି ଆମ ସମାଜରେ ଲୋକ ଅଛନ୍ତି। ଜଣେ ପୋଲିସ ବାବୁ ଜଣେ ଅସହାୟ ବୃଦ୍ଧର ଶବକୁ ସତ୍କାର କରୁଥିବା ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ। ଏବେ ଏହିପରି ଏକ ଭିଡ଼ିଓ ଚାରିଆଡେ ଶୋକର ଛାୟା ଖେଳି ଯାଇଛି ଆଉ ଏହାକୁ ଯିଏ ବି ଦେଖୁଛି ସେ କହୁଛି ସତରେ ଏବେ ବି ମଣିଷପଣିଆ ବଂଚି ରହିଛି। ଆଉ ଏଠାରେ ଜଣେ ବୃଦ୍ଧା ମଣିଷ ଟି ତାର କୁକୁର ସହିତ ଜୀବନ ଅତିବାହିତ କରୁଥିଲା।

ଆଉ ସେ ମାଗିକି ଆଣିଲେ ଦୁହେଁ ମିଶି କରି ଖାଇ ଥାଆନ୍ତି। ସେ ଯାହା ମାଗିକି ଆଣି ଥାଏ ନିଜେ ଖାଇବା ସହିତ ସେହି କୁକୁର କୁ ମଧ୍ୟ ଅଳ୍ପ ଦେଇଥାଏ। ଆଉ ଦିନେ ହଠାତ ଏମିତି କିଛି ହେଲା ଯାହା ଦ୍ୱାରା ଶବ ପାଖରେ କୁକୁର ଟି ତାର ନିଜ ମନର ଦୁଃଖ ଜଣେଇବାକୁ ରହିଲା। ଆଉ ସେଠାରେ ଜଗି ବସି ରହିଲା ଶବ ପାଖରେ। ସତ ରେ ସେ ପଶୁ ହେଲେ ମଧ୍ୟ ତା ମାଲିକ ପ୍ରତି ଏହିଭଳି ଭାବନା ତାହା ସମାଜ କୁ ପ୍ରେରଣା ସୃଷ୍ଟି କରୁଛି। ଆଉ ଏହିଭଳି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ଆଉ ଏହି ଶବକୁ ସତ୍କାର କରିବା ପାଇଁ ତାହାର କେହି ପ୍ରିୟଜନ ନାହାଁନ୍ତି ଆଉ ସେହି ସମୟରେ ଜଣେ ପୋଲିସ ବାବୁ ଆସି ନିଜର ମାନବିକତା ଦେଖାଇଥିଲେ। ଆଉ ସ୍ଥାନୀୟ ଅଞ୍ଚଳରେ କିଛି ଯୁବକ ଙ୍କୁ ଡାକି ସଂଗେ ସଂଗେ ସେହି ଶବକୁ କୁ ଶତ୍କାର ପାଇଁ ନେଇ ଯାଇଥିଲେ କିନ୍ତୁ ସାଙ୍ଗରେ ରହିଥାଏ ସେହି ବୁଲା କୁକୁର। ଆଉ ମାଲିକ ଏହିଭଳି କିଛି ହେବା ପରେ ସତେ ଯେପରି ସେ ମଣିଷ ଟିଏ ଶବ ପାଖରେ ଏମିତି ଚାହିଁ ରହିଥାଏ।ଯାହାବି ହେଉ ଏଭଳି ଘଟଣା ବର୍ତ୍ତମାନ ସମୟରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏଣୁ ଆମର ଆପଣ ମାନଙ୍କୁ ବିନୀତ ଅନୁରୋଧ ଆପଣ ମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରନ୍ତୁ। କାରଣ ଗୀତାରେ ଅଛି ମାନବ ସେବା ହିଁ ମାଧବ ସେବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।