ମାଳିକା ଦେଲା ଭୟଙ୍କର ଚେତାବନୀ ! ଆସୁଛି ଅଚିହ୍ନା ରୋଗ ଦେହରୁ ଝଡି ପଡିବ ପୁଳା ପୁଳା ମାଂସ….ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ମାଳିକା ର ଅନେକ ବିଶେଷ ପ୍ରସଙ୍ଗ ଗୁଡିକ ସଂସ୍ପର୍ଶରେ ଆସୁଥିବେ। ଆପଣ ଜାଣିଛନ୍ତି ମାଳିକା ଶାସ୍ତ୍ରରେ ଅନେକ ତଥ୍ୟ ଏପରି ବର୍ଣ୍ଣିତ ରହିଛି ଯାହା ବିଶେଷ ଭାବରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ବାସ୍ତବତା କୁ ବହନ କରେ। ତେବେ ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ବର୍ଣ୍ଣିତ ରହିଛି। ଯେଉଁ କଥା ଜାଣିଲେ ଆପଣ ଆଗତ ଭବିଷ୍ୟତ ଉପରେ ଧାରଣା ଲଗାଇ ପାରିବେ।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।

ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ ପ୍ରମାଣିତ ହୋଇଛି। ତେବେ ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି। ତେବେ ମାଳିକା ରେ ଏମିତି ଅନେକ ଜିନିଷ ବର୍ଣ୍ଣିତ ରହିଛି ଯାହା ଆମେ ଜାଣି ନାହୁଁ। କିନ୍ତୁ ମାଳିକା ବିଚାରକ ଏବଂ ଗବେଷକ ମାନଙ୍କ ଯୋଗୁଁ ସେସବୁ କଥା ଆମେ ଜାଣିବାକୁ ସକ୍ଷମ ହେଉ। ସେହିପରି ପୁଣିଥରେ ଆମେ ଆଜି ସେହି ମାଳିକା ଶାସ୍ତ୍ର ଉପରେ ଆଲୋଚନା କରିବା।
ଯାହା ଏକ ବିଶେଷ ପ୍ରସଙ୍ଗ ଉପରେ ପର୍ଯ୍ୟବେଶିତ ଅଟେ।

ଏଠାରେ ଜଣେ ମାଳିକା ଗବେଷକ, ମାଳିକା ଭକ୍ତ ପ୍ରହ୍ଲାଦ ନାୟକ, କଣ କହୁଛନ୍ତି ଆଗାମୀ ଭବିଷ୍ୟତକୁ ନେଇ ଥରେ ଶୁଣନ୍ତୁ।ସେ କହିଛନ୍ତି ଯେ ଆଗକୁ ଏପରି ସମୟ ଆସିବ ଯେ ଲୋକେ ନାନାଦି ବିପତ୍ତି ର ସମ୍ମୁଖୀନ ହେବେ। ଆଉ ଏମିତି କିଛି ସଂକେତ ଦେଖାଯିବ ଯାହା କଳିଯୁଗର ଅନ୍ତ ବୋଲି ଆମକୁ ଜାଣିବାକୁ ପଡ଼ିବ। ଯେଉଁ ବିଷୟରେ ଭକ୍ତ କହିଛନ୍ତି ଯେ ପୁଅ ବାପାକୁ ମାନିବନି,ସ୍ତ୍ରୀ ସ୍ୱାମୀକୁ ମାନିବନି, ସ୍ତ୍ରୀର ସେବା ସ୍ବାମୀ କରିବ। ଋତୁର ପ୍ରବାହ ଏବଂ ଚକ୍ର ଓଲଟପାଲଟ ହେବ। ଏହାଛଡା ୬୪ ଟି ଯୋଗିନୀ ୬୪ ଟି ଅଚିହ୍ନା ବ୍ୟାଧି ବା ରୋଗ ଭାବରେ ଦେଖାଯିବେ। ଯାହାକୁ ଡ଼ାକ୍ତର, ବୈଜ୍ଞାନିକ ମାନେ ଚିହ୍ନି ପାରିବେ ନାହିଁ।

ଏମିତି ସମୟ ଆସିବ ଅମ୍ଳଜାନ ଥଳି ଧରି ଲୋକେ ବୁଲିବେ। ଅମ୍ଳଜାନ ଅଭାବରୁ ଲୋକେ ମୃତ୍ୟୁ ବରଣ କରିବେ। ଏମିତି ଅଚିହ୍ନା ରୋଗ ଆସିବ, ଯେଉଁ ରୋଗରେ ଦେହରୁ ମାଂସ ସବୁ ଗଳି ପଡ଼ିବ ଆଉ ଲୋକଙ୍କ ଜୀବନ ଚାଲିଯିବ।ଏହାଛଡ଼ା ଲୋକେ ଖାଇବାକୁ ପାଇବେନି, ଦୁର୍ଭିକ୍ଷ ପଡ଼ିବ। ଅଭାବ ଅନଟନରେ ଲୋକେ ଖାଇବାକୁ ନପାଇ ହାହାକାର ହେବେ। ସୂର୍ଯ୍ୟଙ୍କ କିରଣ ଏପରି ପଡ଼ିବ ଯେ କଲିକତା ସହର ଜଳି ଯିବ। ପ୍ରାକୃତିକ ବିପର୍ଯ୍ୟୟରେ ଅନେକଙ୍କ ଜୀବନ ଯିବ। ଘମାଘୋଟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ।ଏକ ପ୍ରକାର ଅସ୍ଥିରତା ଦେଇ ଏ ଜୀବ ସମାଜ କାଳାତିପାତ କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment