ମାଲିକାଣୀ ଙ୍କ ଡାନ୍ସ ଦେଖି କିପରି ଦୁଇଗୋଡ଼ରେ ଗୀତର ତାଳେ ତାଳେ ନାଚୁଛି କୁକୁର…ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ଆମ ସମାଜରେ ଅନେକ କିଛି ଘଟଣା ଘଟି ଥାଏ। ତେବେ ଏହି ସବୁ ଘଟଣା ବିଷୟରେ ଖୁବଶୀଘ୍ର ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆ ରେ , ବନ୍ଧୁଗଣ ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ବଳିଷ୍ଠ ମାଧ୍ୟମଭାବରେ ଗ୍ରହଣ କରିଛି। ତେବେ ଆପଣ ମାନେ ନିଜ ଘରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସେଭଳି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଘଟଣାଟି ହେଉଛି ଜଣେ ଯୁବତୀ ନାଚୁଥିବା ସମୟରେ ତାର କୁକୁରଟି ମଧ୍ୟ ମାଲିକାଣି ତାଳେ ତାଳେ ନାଚୁଥିବା ଖବର ମିଳିଛି। ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ

ଏଭଳି ମନରମୋ ଭିଡିଓ କେରଳର ଚେତଲାରରୁ ଦେଖିବା ପାଇଁ ମିଳିଛି। ଆଦ୍ରା ପ୍ରସାଦ ନାମରେ ଜଣେ ମହିଳା ଅତି ସୁନ୍ଦର ଭାବରେ କ୍ଲାସିକାଲ ନୃତ୍ୟ କରୁଛନ୍ତି। ତାଙ୍କ ନୃତ୍ୟକୁ ବହୁତ ଲୋକ ପସନ୍ଦ କରୁଥିବା ବେଳେ ଏକ ପୋଷା କୁକୁର ମଧ୍ୟ ପସନ୍ଦ କରିଛି। ଦୂରରେ ବନ୍ଧା ହୋଇଥିବା ଏକ ପୋଷା କୁକୁର ବା ମିଟୁ ଆଦ୍ରାଙ୍କ ନାଚ ଦେଖି ସେ ମଧ୍ୟ ତାର ଦୁଇ ଗୋଡ଼ରେ ଛିଡା ହୋଇ ହାତ ହଲାଇ ନାଚିବାକୁ ଲାଗିଲା। ଏହି ପୋଷା କୁକୁରର ନାଚ ଦେଖି ଆଦ୍ରା ବହୁତ ଖୁସି ହୋଇ ସେହି କୁକୁରକୁ ଗେଲ କରି ବସିଲେ। ସତରେ ବନ୍ଧୁଗଣ ବାସ୍ତବରେ କୁକୁରଭଳି ଜୀବ ଯାହାର ଲୁଣ ଖାଇଥିବ ତା ପାଇଁ ନିଶ୍ଚିତ ଭାବରେ ଭଲ କାମ କରିବେ।

ତେବେ ଜୁନ 20 ରେ ଶ୍ରୀଜତ ଟ୍ରିକ୍କାର ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଫେସବୁକରେ ସେୟାର କରିଛନ୍ତି ଏବଂ ଏହି ସୁନ୍ଦର ଭିଡିଓକୁ ନେଇ ଖବର ମଧ୍ୟ ଲେଖା ଜୋଇଥିଲା। ଏହି ଭିଡିଓଟି ଲେଖା ହେଲା ପରେ ସାଢେ ତିନି ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଥିବା ବେଳେ ୫. ୬ ହଜାର ଲୋକଙ୍କର ପ୍ରତିକ୍ରିୟା ମିଳିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଆଦ୍ରା ଓ ତାଙ୍କ କୁକୁରର ନାଚକୁ ପସନ୍ଦ କରୁଥିବା ବେଳେ କିଛି ଲୋକ କୁକୁରକୁ ସ୍ୱାଧୀନ ଭାବରେ ଛାଡି ଦେବାକୁ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ମନରମୋ ଦୃଶ୍ୟ ଦେଖିବା ପରେ ଆମେ ମଧ୍ୟ ଅତ୍ୟନ୍ତ ଖୁସି ହୋଇଯାଇଥିଲୁ। ତେଣୁ ବନ୍ଧୁଗଣ ଆମେ ଏଠାରେ କହି ରଖୁଛୁ, କୌଣସି ଜୀବକୁ ଆପଣ ମାନେ ହତାଦର କରନ୍ତୁ ନାହିଁ, ସମସ୍ତଙ୍କ ଜୀବନ ଏକାଭଳି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।