ମାଳିକାର ବଡ ଭବିଷ୍ୟବାଣୀ ! ମୋଦି ଙ୍କ ଖେଳ ଖାତମ, ମିଳିଗଲେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ଦେଖନ୍ତୁ କିଏ ସେ ବ୍ୟକ୍ତି ?

0

ଆସନ୍ତୁ ଜାଣିବା ମାଳିକା ବିଶାରଦ, ସନାତନ ଧର୍ମର ପ୍ରବକ୍ତାଙ୍କ ମୁଖ ନିଃସୃତ ଅମୃତ କଥା ଯାହା ୬୦୦ ବର୍ଷ ତଳର ମହା ପୁରୁଷ ମାନଙ୍କର ଅମୃତ ବାଣୀ ଆଧାରରେ ଏବଂ ମାଲିକାର ଅକାଟ ସତ୍ୟକୁ ନେଇ କୁହାଯାଇଛି।ସେ କହୁଛନ୍ତି ସେହିସବୁ କଥା ଯାହାର କିଛି ଗ୍ରନ୍ଥ ପ୍ରକାଶ ହୋଇ ସାରିଛି ଏବଂ ତାର ପ୍ରମାଣ ମଧ୍ୟ ଆମେ ପାଇଛୁ। ତେବେ ତାକୁ ସ୍ବୀକାର କରିବା ବହୁତ୍ କଷ୍ଟ କାରଣ ସତ ସବୁବେଳେ କଷ୍ଟକର ହୋଇଥାଏ।ବାସ୍ତବରେ ସତ କଷ୍ଟ ଦାୟକ ହେଲେ ମଧ୍ୟ ଏହା ଚିରନ୍ତନ ସତ।ତେବେ ବହୁ ପୂର୍ବରୁ ବର୍ଣ୍ଣିତ ସମସ୍ତ ଉପାଦେୟ କଥା ଯାହା ମହାପୁରୁଷ ମାନେ କହିଛନ୍ତି ଏବଂ ଯାହା ମାଲିକାରେ ଉଲ୍ଲେଖ ରହିଛି ତାହା ନିରାଟ ସତ୍ୟ ଅଟେ।

ଏସବୁ କାହାକୁ ଡରେଇବା ପାଇଁ ନୁହଁ ବରଂ ଏହା ହେଉଛି ବାସ୍ତବ, ବର୍ତ୍ତମାନ ଜୀବନରେ ହେଉଥିବା ପ୍ରତିଫଳନ ର ସ୍ୱରୂପ ଅଟେ। ଏମିତି ସମୟ ଆସିବ ଯେଉଁ ସମୟରେ ଅସମ୍ଭବ ଘଟଣା ମାନ ଘଟିବ ଏବଂ ଯାହା ଆପଣ ପୂର୍ବରୁ କେବେ ଦେଖି ନଥିଲେ ତାହା ଦେଖିବାକୁ ପାଇବେ।ତେବେ ଆଜି ଆମେ ମାଳିକା ବିଶାରଦ ଆମ ଦେଶର ଶାସନ ଭାର ଏବଂ ଆଗାମୀ ପ୍ରଧାନମନ୍ତ୍ରୀ ଙ୍କ ବିଷୟରେ କରିଥିବା ଆଲୋଚନା କୁ କହିବାକୁ ଯାଉଛୁ।

ମାଳିକା ଅନୁସାରେ ଆଗାମୀ ଭବିଷ୍ୟତରେ ଦେଶରୁ କୁ ଶାସନ ଦୂର ହେବ ଏବଂ ଦେଶରେ ସୁଶାସନ ଆସିବ। ଦେଶରେ ଜଣେ ଏମିତି ବ୍ୟକ୍ତି ବିଶେଷ ଙ୍କୁ ଶାସକ ଭାବରେ ଦେଖିବାକୁ ମିଳିବ ଯିଏକି ଦେଶର ରୂପରେଖ ପରିବର୍ତ୍ତନ କରିଦେବେ।

ତେବେ ସେ କେବେ ଆସିବେ ଶାସନ ଗାଦି କୁ ଏ ବିଷୟରେ ମହା ପୁରୁଷ କହିଛନ୍ତି।ସେ କହିଛନ୍ତି ୨୦୨୪ ମସିହାରେ ଆସୁଥିବା ସାଧାରଣ ନିର୍ବାଚନ ରେ ନେତା ମନ୍ତ୍ରୀ ମାନେ ଆଉ କୌଣସି ଦଳରେ ସ୍ଥିର ହୋଇ ରହିବେ ନାହିଁ।ସମସ୍ତେ ଦଳରୁ ଅନ୍ୟ ଦଳକୁ ଡ଼ିଆଁ ମାରିବେ।କୌଣସି ଶାସନର ସ୍ଥିରତା ରହିବ ନାହିଁ।ଏହା ସହିତ ମହାପୁରୁଷ ଇଙ୍ଗିତ ମଧ୍ୟ କରିଛନ୍ତି ଯେ ହୁଏତ କେଉଁ କେଉଁ ସ୍ଥାନରେ ୨୦୨୪ ରୁ ୨୯ ଭିତରେ ରାଷ୍ଟ୍ରପତି ଶାସନ ମଧ୍ୟ ହୋଇପାରେ। ସମସ୍ତେ ନିଜ ନିଜ ଗାଦି ରୁ ଓହରିବେ।ଏହାରି ଭିତରେ କିଛି ଶାସକ ମାନେ ଯେଉଁମାନେ ଅନ୍ୟାୟ ଅନୀତି ରେ ବୁଡି ରହିଛନ୍ତି ସେମାନେ ପରିବର୍ତ୍ତନ ହେବେ।

ସେମାନଙ୍କ ଶାସନ ବଦଳିବ। ତେବେ ସେ କେବଳ ଭାରତ କଥା ଉଲ୍ଲେଖ କରି ନାହାନ୍ତି ବରଂ ସାରା ବିଶ୍ଵର କଥାକୁ ଉଲ୍ଲେଖ କରିଛନ୍ତି। ସାରା ବିଶ୍ବରେ ଶାସନରେ ସ୍ୱଚ୍ଛତା ଆସିବ।ଆଉ ଯେଉଁ ମାନେ ଅନ୍ୟାୟ ଅନୀତି କରୁଛନ୍ତି ସେମାନେ ସମସ୍ତେ ଗାଦିଚ୍ୟୁତ ହେବେ। ସେହିପରି ଭାରତର ପ୍ରଧାନମନ୍ତ୍ରୀ ଭାବରେ ୨୦୨୪ ମସିହାରେ ଜଣେ ଅ’ ଅକ୍ଷର ବିଶିଷ୍ଟ ବ୍ୟକ୍ତି ଦିଲ୍ଲୀ ଆସନ କୁ ଅଳଙ୍କୃତ କରିବେ ।

ସେ ଦେଶର ଶାସନ ଭାର କୁ ସମ୍ଭାଳିବେ। ଯାହାକୁ ନେଇ ମହା ପୁରୁଷ ଇଙ୍ଗିତ କରିଛନ୍ତି ଯେ ଭାରତକୁ ଜଣେ ନୂଆ ପ୍ରଶାସକ ମିଳିବ। ଯିଏକି ଭାରତ କୁ ଏକ ନୂତନ ଦିଶା ଦେଖାଇବେ ଏବଂ ଦେଶର ଶାସନ ପଦ୍ଧତି ରେ ପରିବର୍ତ୍ତନ ଆଣିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।