ମାମୁ ଘରେ ଗୋଠେ ଗାଈ ରାତି ପହିଲେ ମୁଟେ ନାହିଁ ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଖାଲି ଯେ ଚାକିରୀ କ୍ଷେତ୍ରରେ ସହାୟକ ହେବ ତାହା ନୁହେଁ। ଆପଣଙ୍କ ଠାରୁ ଜନ୍ମିତ ଦାୟାଦ ମଧ୍ୟ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରାଯାଇପାରିବ। ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କରେ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କିତ କିଛି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଆମ ଭାରତର ଜାତୀୟ ନେତା କାହାକୁ କହନ୍ତି ?

ଉତ୍ତର: ମହାତ୍ମା ଗାନ୍ଧୀ।

(୨) ପ୍ରଶ୍ନ:- ଭାରତର ଜାତୀୟ ପୁଷ୍ପର ନାମ କଣ ?

ଉତ୍ତର: ପଦ୍ମ।

(୩) ପ୍ରଶ୍ନ:- ଭାରତର ଜାତୀୟ ଖେଳର ନାମ କଣ ?

ଉତ୍ତର: ହକି।

(୪) ପ୍ରଶ୍ନ:- ଭାରତର ଜାତୀୟ ପତାକାର ନାମ କଣ ?

ଉତ୍ତର: ତ୍ରିରଙ୍ଗା ପତାକା।

(୫) ପ୍ରଶ୍ନ:- ଭାରତର ଜାତୀୟ ପଶୁର ନାମ କଣ ?

ଉତ୍ତର: ବାଘ।

(୬) ପ୍ରଶ୍ନ:- ଭାରତର ଜାତୀୟ ପକ୍ଷୀର ନାମ କଣ ?

ଉତ୍ତର: ମୟୁର।

(୭) ପ୍ରଶ୍ନ:- ଭାରତର ଜାତୀୟ ଉପାଧି ର ନାମ କଣ ?

ଉତ୍ତର: ଭାରତ ରତ୍ନ।

(୮) ପ୍ରଶ୍ନ:- ଭାରତର ଜାତୀୟ ପୋଷାକର ନାମ କଣ ?

ଉତ୍ତର: ଖଦଡ଼।

(୯) ପ୍ରଶ୍ନ:- ଭାରତର ଜାତୀୟ ନୀତିର ନାମ କଣ ?

ଉତ୍ତର: ଅହିଂସା।

(୧୦) ପ୍ରଶ୍ନ:- ଭାରତର ଜାତୀୟ ଜୀବିକା କଣ ?

ଉତ୍ତର: କୃଷି।

(୧୧) ପ୍ରଶ୍ନ:- କେଉଁ ଦେଶର ୫୦ ହଜାର ଟଙ୍କାର ନୋଟ ପ୍ରଚଳନ କରାଯାଏ ?

ଉତ୍ତର: ତୁର୍କୀ।

(୧୩) ପ୍ରଶ୍ନ:- ବିଶ୍ୱର କେଉଁ ପାହାଡର ରଙ୍ଗ ସବୁବେଳେ ବଦଳି ଥାଏ ?

ଉତ୍ତର: ଆୟସରାକ।

(୧୪) ପ୍ରଶ୍ନ:- କେଉଁ ପକ୍ଷୀ ପିଲା ଜନ୍ମ ଦିଏ ଏବଂ ନିଜ ବକ୍ଷରୁ କ୍ଷୀର ଦେଇଥାଏ ?

ଉତ୍ତର: ଚେମେଡି।

(୧୫) ପ୍ରଶ୍ନ:- କେଉଁ ପଶୁ ଅନ୍ଧାରରେ ଦେଖି ପାରିଥାଏ ?

ଉତ୍ତର: ଚିତା ବାଘ।

(୧୬) ପ୍ରଶ୍ନ:- ଭାରତରେ ମାଟି ତଳେ କେଉଁ ସ୍ଥାନରେ ପ୍ରଥମେ ଚାଲିଥିଲା ?

ଉତ୍ତର: କଲିକତା।

(୧୭) ପ୍ରଶ୍ନ:- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ଅଣ୍ଡା ସବୁଠାରୁ ବଡ ଅଟେ ?

ଉତ୍ତର: ଓଟ ପକ୍ଷୀ ।

(18) ପ୍ରଶ୍ନ:-ମାମୁ ଘରେ ଗୋଠେ ଗାଈ ରାତି ପହିଲେ ମୁଟେ ନାହିଁ ?
ଉତ୍ତର:ତାରା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।