ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କ୍ୟା ଆସିଥାଏ ଜାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଜାହା ବିଷୟରେ ଆପଣ ମାନେ ଜାଣିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି କୁହାଯାଉଛି କି ମାମୁ ଆଉ ଭାଣିଜୀ ଙ୍କର ରହିଛି ଖରାପ ସମ୍ପର୍କ | ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ଘରେ ଓ ସାହିରେ ଅସନ୍ତୋଷ ସୃଷ୍ଟି ହୋଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଆମ ହିନ୍ଦୁ ସମାଜରେ ସ୍ୱାମୀ ଙ୍କୁ ଦେବତା ବୋଲି ମାନିଥାନ୍ତି ସ୍ତ୍ରୀ ମାନେ | ତାହା ସହିତ ସ୍ୱାମୀ ଙ୍କ ସହିତ ସମ୍ପର୍କ ଛଡା ଆଉ ଜାହା ସହିତ ମଧ୍ୟ ଖରାପ ସମ୍ପର୍କ ରହି ନ ଥାଏ ସ୍ତ୍ରୀ ଙ୍କର ବିବାହ ପରେ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗୁଛି ସେଥିରେ ଦେଖିବାକୁ ମିଳିଛି କି ବୋହୂ ଜଣଙ୍କ ବିବାହ ର ପର ଦିନ ଠୁ ନିଜର ସ୍ୱାମୀ ସହିତ କୌଣସି ସମ୍ପର୍କ ରଖୁ ନାହାନ୍ତି | କାରଣ ବୋହୂ ଜଣଙ୍କର ସମ୍ପର୍କ ରହିଛି ତାଙ୍କର ମାମୁ ଙ୍କ ସହିତ |
ଆଉ ମାମୁ ଙ୍କ ପାଖକୁ ଭିଡ଼ିଓ କଲ ରେ ସବୁବେଳେ କହିଥାନ୍ତି ଭାଣିଜୀ ଜଣଙ୍କ ଆଉ ଲଙ୍ଗଳା ହୋଇ ଭିଡ଼ିଓ କଲ ରେ କଥା ହେଉଥିବା କଥା ମଧ୍ୟ କୁହାଯାଉଛି ଏହି ଭିଡ଼ିଓ ଟିରେ | ଆଉ ଯେଉଁ ଘଟଣା କୁ ନେଇକି ଶାଶୂ ଘର ଲୋକ ଙ୍କ ସହିତ ସ୍ୱାମୀ ମଧ୍ୟ ବୋହୂ ଙ୍କୁ ଘରୁ ବାହାର କରି ଦେଇଥିଲେ | କିନ୍ତୁ ବୋହୂ ଜଣଙ୍କ କାହାର କଥା କୁ ନ ଶୁଣି ଘର ଭିତରକୁ ପଶି ଯାଇଥିଲେ ଆଉ କବାଟ ଭିତରୁ ଲଗାଇ ଆତ୍ମହତ୍ୟା କରିବେ ବୋଲି ଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ମହିଳା ମାନେ ସାହି ରେ ବାହାରି ଆସିଥିଲେ |
ତେବେ ସେମାନଙ୍କର କହିବା କଥା କି ବୋହୂ ଜଣଙ୍କୁ 3 ଘଣ୍ଟା ଅପେକ୍ଷା କରିଲେ ଆଉ ସେ କବାଟ ନ ଖୋଲିବାରୁ କବାଟ କୁ ଭାଙ୍ଗି ବୋହୂ ଜଣଙ୍କୁ ଉଦ୍ଧାର କରିଛନ୍ତି | ଆଉ ଏହି ଭଳି ବୋହୂ ରହିବା ଯୋଗୁଁ ତାହାର ପ୍ରଭାବ ଆମ ସମାଜ ଉପରେ ପଡୁଛି ଆଉ ସେଥିପାଇଁ ବୋହୂ ଜଣଙ୍କୁ ଘରୁ ବାହାର କରି ଦେବାକୁ ସେମାନେ ଦାବି କରିଛନ୍ତି | ଜାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।