Sadhu Bani – ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ଭୁଲ ନହେଲେ ପାଣି ଭଳି ବହିଯିବ ଟଙ୍କା

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର କୁ ପବନପୁତ୍ର ବା ହନୁମାନବାର ବୋଲି ମାନଯାଏ l ଏହାଛଡା ସବୁଗ୍ରହ ତୁଳନାରେ ମଙ୍ଗଲଗ୍ରହ ହେଉଛି କ୍ରୁର ଗ୍ରହ ବୋଲି କୁହାଯାଏ l ତେଣୁ ବଜରଙ୍ଗବଲିଙ୍କର ପୂଜା ଅର୍ଚ୍ଚନା ସବୁବେଳେ କରନ୍ତୁ ମଙ୍ଗଳ ଦୋଷ କଟିଯିବ l ଯଦି ଆପଣଙ୍କ ଜାତକ ରେ ମଙ୍ଗଳଦୋଷ ରହିଛି ତେବେ ଏହି ସବୁ ଉପାୟ ଗୁଡିକ କରିବା ଉଚିତ ତେବେ ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟରେ….

1:- ଜ୍ୟୋତିଷଶାସ୍ତ୍ର ଅନୁସାରେ ଆପଣ ଯଦି ମଙ୍ଗଳବାର ଦିନ ହରଡ଼ଡାଲି ସେବନ କରନ୍ତି ତେବେ ମଙ୍ଗଳ ଓ ଶନି ଗ୍ରହ ସଂଯୋଗ ବନିଥାଏ l ଆହୁରି ମଧ୍ୟ୍ କୁହାଯାଇଛି ପ୍ରତେକ ବ୍ୟକ୍ତିର ସମ୍ପର୍କ ଗ୍ରହସ୍ଥିତି କୁ ନେଇ ହୋଇଥାଏ l ସାଧାରଣ କଥା ଆପଣଙ୍କ ବଡ ଭାଇ କିମ୍ଵା ଆପଣଙ୍କ ସମ୍ପର୍କୀୟ ବଡ ଭାଇ ଯିଏବି ହୋଇଥାନ୍ତି  ।

ତାଙ୍କୁ ସବୁବେଳେ ସମ୍ମାନ କରନ୍ତୁ ଯଦି ଭୂଲ ରେ କେବେବି କଳି ଝଗଡା କରିବେ ତାହେଲେ ମଙ୍ଗଲଗ୍ରହ ଆପଣଙ୍କର ବଢି ଚଳିବ ତେଣୁ ଯଥା ସମ୍ଭବ ଆପଣ ସବୁବେଳେ ତାଙ୍କର ଅତି ପ୍ରିୟ ହେବାକୁ ଚେଷ୍ଟା କରନ୍ତୁ l ଯଦି ଏହା ନକରିବ ତାହେଲେ ଆପଣଙ୍କ ଘରେ ସବୁଦିନ କଳି ଝଗଡା ଲାଗି ରହିବ ଓ ମଙ୍ଗଳଗ୍ରହର ସ୍ଥିତି ଆହୁରି ବଢି ଚାଲିବ l

2:- କିଛି ଲୋକ ମଙ୍ଗଳବାର ଦିନ ଦାଢ଼ି, ନଖ ଓ ଚୁଟି ସଫା କରିଥାନ୍ତି ଏ ସବୁ କଲେ ମଙ୍ଗଳଗ୍ରହ ରେ ଅଶାନ୍ତି ଦେଖା ଦିଏ l ତେଣୁ ଏହିସବୁ କାର୍ଯ୍ୟ ଏବେ ଠାରୁ ବନ୍ଦ କରନ୍ତୁ ନହେଲେ ବହୁତ ବଡ ଅସୁବିଧାରେ ପଡିପାରନ୍ତି l ଏହା ବହୁତ ଅଶୁଭ ଓ କୁଣ୍ଡଳୀର ସ୍ଥିତି ଆହୁରି ଖରାପ ହୋଇଥାଏ l ଏହାଛଡ଼ା ବ୍ୟକ୍ତି ଯଦି ଏହି ଦିନ ମାଛ କିଣନ୍ତି ବା ଭୋଜନ କରନ୍ତି ତେବେ ଧନର ଅଭାବ ଦେଖାଦେବ ଓ କୋଟି କୋଟି ଟଙ୍କା ରୋଜଗାର କଲେ ମଧ୍ୟ୍ୟ ଶାନ୍ତି ରେ ରହିବ ନାହିଁ ସେ ଟଙ୍କା କୌଣସି ଏକ ଭଲ କାମରେ ଲାଗିବ ନାହିଁ l ତେଣୁ ମଙ୍ଗଳବାର ଦିନ ଯାମବି ଆମିଷ ଜାତୀୟ ଖାଦ୍ୟ ଖାନ୍ତୁନାହିଁ କି କିଣନ୍ତୁ ନାହିଁ l

3:- ମନେରଖିବ ମଙ୍ଗଳବାର ଦିନ କଳାବସ୍ତ୍ର କେବେବି ପରିଧାନ କରନ୍ତୁ ନାହିଁ ବା କିଣନ୍ତୁ ନାହିଁ ନହେଲେ ଶନିଦେବ ଙ୍କର ଖରାପ ଦୁଷ୍ଟି ଆପଣଙ୍କ ପରିବାର ଉପରେ ପଡିବ l ଏବଂ ଏହି ଦିନ ଲାଲରଙ୍ଗ ର ବସ୍ତ୍ର ପିନ୍ଧନ୍ତୁ ଏହା ଶୁଭ ହୋଇଥାଏ l ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଉପରେ ଭଲ ମଙ୍ଗଳ ପ୍ରଭାବ ପଡୁନାହିଁ ତେବେ ଆପଣ ବଜରଙ୍ଗବଲିଙ୍କ ପୂଜା, ଭକ୍ତି ଓ ହନୁମାନ ଚାଳିଶା ଏବଂ ଯଦି ପାରିବେ ଏହି ଦିନ ଉପବାସ ମଧ୍ୟ ରଖନ୍ତୁ ହନୁମାନଙ୍କର ଶୁଭ ଦୃଷ୍ଟି ରହିବ ଓ ଦୁଃଖ, ଦୁର୍ଦଶା ଦୁରେଇ ଯିବ l

4:- ଅସହାୟ, ଦୁଃଖୀ କିମ୍ବା ଲାଲ ମୁହଁଵାଲା ମାଙ୍କଡ  କୁ  ଗୁଡ ମିଶା ଚଣା ଖାଇବାକୁ ଦିଅନ୍ତୁ ଆପଣଙ୍କ ଜୀବନରେ ବହୁତ ପରିବର୍ତନ ଦେଖାଦେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।