ଦେଖନ୍ତୁ Viral ଭିଡ଼ିଓ : ମନ୍ଦିର ପଛ ପଟେ ପ୍ରେମିକ ଓ ପ୍ରେମିକା ଲୁଚି କରି କରୁଥିଲେ ରାସଲୀଳା…..କେହି ଜଣେ ରେକର୍ଡ କରି କରିଲେ upload

0

କୁହାଯାଏ ପ୍ରେମ ହେଉଛି ଶାଶ୍ଵତ ଏବଂ ପବିତ୍ର। ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ। ପ୍ରେମ ପାଇଁ ଅନେକ ଆଚମ୍ବିତ ଘଟଣା ଘଟିଥିବାର ତ ଆପଣ ଦେଖିବାକୁ ପାଇଥିବେ। ପ୍ରେମ କରୁଥିବା ଲୋକ ସେହିଭଳି ମାନସିକତା କୁ ନେଇ ପ୍ରେମ କରୁଥିବା ଆବଶ୍ୟକ।

ତେବେ ଯାଇ ପ୍ରେମର ବାସ୍ତବ ସଂଜ୍ଞା କୁ ଆପଣ ପୂରଣ କରି ପାରିବେ। କିନ୍ତୁ ଆଜିକାଲି ଅନେକାଂଶରେ ଯେଉଁ ପ୍ରେମ କାହାଣୀ ସବୁ ଦେଖିବାକୁ ମିଳୁଛି ସେସବୁ ଶାରୀରିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ବାରେ ଲାଗିଛି। ଅନେକ ଜଣ ନିଜର ଖୁସି ମଜାକ ପାଇଁ କାହା ସହିତ ଟାଇମ୍ ପାସ୍ କଲାଭଳି ଲଭ୍ କରୁଛନ୍ତି। ଯେଉଁ ମାନଙ୍କ ପାଇଁ ପ୍ରେମର ପ୍ରକୃତ ସଂଜ୍ଞା କିଛି ନାହିଁ। ଏମାନଙ୍କ ପ୍ରେମରେ ନା ରହିଛି ତ୍ୟାଗ କରିବାର ମାନସିକତା ନା ରହିଛି ଅନ୍ୟକୁ ବୁଝିବା ଏବଂ ଭଲପାଇବା ର ଉଦାରତା। କେବଳ ନିଜର ଶାରୀରିକ ସୁଖ ଏବଂ ସ୍ବାର୍ଥ ସାଧନ କରିବା ପାଇଁ ଏକ ତରିକା ଭଳି ସେମାନେ ଏହାକୁ ଭାବି ନେଇଛନ୍ତି।

ସେହିପରି ଏକ ନିନ୍ଦନୀୟ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଏବଂ ସମସ୍ତଙ୍କୁ ଏହା ଭାବିବାକୁ ବାଧ୍ୟ କରି ଦେଇଛି ଯେ ପ୍ରେମ କଣ ଏମିତି ବି ହୋଇଥାଏ? ଯେଉଁଠି ଏକ ପ୍ରେମୀ ଯୁଗଳ ମନ୍ଦିର ପଛ ପଟେ ରାସ ଲୀଳା କରୁଥିବା ସମୟରେ ଧରା ପଡିଛନ୍ତି। ପୂଜକ ପୂଜା କରିବାକୁ ଆସିବା ସମୟରେ ସେମାନଂକୁ ଆସଂଯତ ଅବସ୍ଥାରେ ଧରିଛନ୍ତି। ତେବେ ସେମାନଙ୍କୁ ଧରିବା ପରେ ତାଙ୍କୁ ମନ୍ଦିରରେ ବିବାହ କରାଇ ଦେଇଛନ୍ତି ଗ୍ରାମ ଲୋକେ। କିନ୍ତୁ ଯୁବତୀ ଜଣଙ୍କ ଏଥିରେ ଖୁସି ନାହାଁନ୍ତି।ସେ ଏହି ଯୁବକକୁ ବିବାହ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ଉକ୍ତ ଯୁବକକୁ ସେ ଟାଇମ୍ ପାସ୍ କରୁଥିଲେ।

ବିବାହ କରିଦେଲେ କଣ ହେଲା, ଦୁଇ ଦିନ ଭିତରେ ସେ ତାଙ୍କୁ ଛାଡି ଚାଲିଯିବେ ବୋଲି କହିଛନ୍ତି। ତେବେ ତାଙ୍କର ଆଉ ଜଣେ ପ୍ରେମିକ ଅଛନ୍ତି ବୋଲି ସେ କହିଛନ୍ତି। ତେଣୁ ସେ ଏହି ଯୁବକଙ୍କୁ ବିବାହ କରିବାକୁ ରାଜି ନାହାଁନ୍ତି। ଏହି ଘଟଣାଟି ଘଟିଛି ସିତାମାଟିଅଞ୍ଚଳରେ। ଉଭୟ ଏହାକୁ ସ୍ବୀକାର କରିଛନ୍ତି ଯେ ସେମାନେ ଟାଇମ୍ ପାସ୍ କରୁଥିଲେ ପରସ୍ପର ସହିତ।ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।